ODI Cricket Everything you ever wanted to know about ODI Cricket . News, stories, photos, videos and more. Home ODI Cricket Fri,14 Mar 2025Cricket NewsCricket Newsଚାମ୍ପିୟନ୍ସ ଟ୍ରଫି ପରେ ସଂକଟରେ ଜୟସୱାଲଙ୍କ କ୍ୟାରିଅର୍! ଏହି କାରଣରୁ ଟିମ୍ ଇଣ୍ଡିଆକୁ ଫେରିବା ହେଲା ମୁସ୍କିଲ୍….Ckt Khabar Bureauଯଶସ୍ୱୀ ଜୟସୱାଲ ହେଉଛନ୍ତି ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍। ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ଆଧାରରେ ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ। କିନ୍ତୁ, ଯେତେ ଶୀଘ୍ର ସେ ସ୍ଥାନ ପାଇଥିଲେ ଏବେ ସେତେ ଶୀଘ୍ର ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଚାମ୍Sun,9 Mar 2025Video StoryVideo Storyଦେଖନ୍ତୁ ଭିଡିଓ:- ଫାଇନାଲ୍ ମ୍ୟାଚରେ ବଡ଼ ଭୁଲ କରିଦେଲେ କୂଲଦୀପ୍! ରାଗିଗଲେ ବିରାଟ, ଭିଡିଓ ଭାଇରାଲ୍….Ckt Khabar Bureauଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚର ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟ୍ରଫି ଜିତିବା ପାଇଁ ଉଭୟ ଦଳ ପରସ୍ପରକୁ କଠୋର ପ୍ରତିଯୋଗିତା ଦେଉଥିବାର ଦେଖିବାକୁ ମିଳୁଛି। ଏହି Sun,9 Mar 2025Cric SpecialCric Specialଚାମ୍ପିୟନ୍ସ ଟ୍ରଫି ଫାଇନାଲ୍:- ଯଦି ଭଲ ପ୍ରଦର୍ଶନ ନ କରନ୍ତି ଏହି ଦୁଇ ଭାରତୀୟ, ତେବେ ଅସୁବିଧାରେ ପଡିବ ଟିମ୍ ଇଣ୍ଡିଆ….Ckt Khabar Bureauଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଅନ୍ତିମ ଅଥବା ଫାଇନାଲ୍ ମ୍ୟାଚ୍ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ରୋହିତ ଶର୍ମା ଏବଂ ଭାରତୀୟ ଦଳ କୋଟି କୋଟି ଭାରତୀୟ ପ୍ରଶଂସକଙ୍କୁ ଆଶା ଦେଇଛନ୍ତି ଯେ ସେମSat,8 Mar 2025Cric SpecialCric Specialଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ ଏକାଦଶରୁ ବାଦ୍ ପଡିବେ ଷ୍ଟାର୍ ଖେଳାଳି….Ckt Khabar Bureauଦଳ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ ପାଇଁ ଟିକେଟ୍ ବୁକ୍ କରିଥିବା ନ୍ୟୁଜିଲାଣ୍ଡ ସହିତ ଟିମ୍ ଇଣ୍Sat,8 Mar 2025Cric SpecialCric Specialଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ରୋହିତ! କିଏ ହେବ ଆଗାମୀ ଅଧିନାୟକ….Ckt Khabar Bureauଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଅନେକ ଭାରତୀୟ ଖେଳାଳିଙ୍କ କ୍ୟାରିୟର ଏହି ଟୁର୍ନାମେଣ୍ଟ ଉପରେ ନିର୍ଭର କରେ। ଅନ୍ୟପକ୍ଷରେ କିଛି ଖେଳାଳିଙ୍କ ପାଇଁ ଏFri,7 Mar 2025ODI CricketODI CricketCT 2025: ସେମିଫାଇନାଲରେ ପରାଜୟ ପରେ ଡେଭିଡ ମିଲର କଲେ ICCକୁ ଦାୟୀ, କହିଲେ ICC ପାଇଁ...Cricket KhabarICC ଚାମ୍ପିୟନ୍ସ ଟ୍ରଫି: ଚାମ୍ପିୟନ୍ସ ଟ୍ରଫି ର ଦ୍ବିତୀୟ ସେମିଫାଇନାଲ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ୫୦ ରନରେ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସThu,6 Mar 2025ODI CricketODI Cricketଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ, ଫାଇନାଲ ରେ ଭାରତ ସହ ନେବ ଟକର...Cricket Khabarଭାରତ-ନ୍ୟୁଜିଲାଣ୍ଡ୍ ଫାଇନାଲ୍: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ରବିବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଯାଉଛି । ମଙ୍ଗଳବାର ପ୍ରଥମ ସେମିଫାଇନାଲ୍ରେ ଭାରତ ୪ ୱିକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା Thu,6 Mar 2025Cricket NewsCricket Newsନ୍ୟୁଜିଲ୍ୟାଣ୍ଡର ଦମଦାର ବିଜୟ ଦେଖି ଡରିଲେ ଭାରତୀୟ ଫ୍ୟାନ୍ସ! ଟ୍ୱିଟରରେ ସୃଷ୍ଟି ହେଲା ହଙ୍ଗାମା….Ckt Khabar Bureauଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଯାହା ପରେ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ପାଇଁ ଟିକେଟ ପାଇବାରେ ସଫଳ ହୋଇଛି। ବର୍ତ୍ତମାନ ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟWed,5 Mar 2025Cric SpecialCric Specialଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତୀୟ ଡ୍ରେସିଂ ରୁମରେ ହେଲା ବଡ଼ ସେଲିବ୍ରେସନ! ଭାଇରାଲ ହେଉଛି ଭିଡିଓ….Ckt Khabar Bureauଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଫାଇନାଲରେ ପ୍ରବେଶ କରିଛି। ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱରେ ଥିବା କଙ୍ଗାରୁ ଦଳକୁ ୪ ଟି ୱିକେଟରେ ପରାସ୍ତ କରି ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲର ନିକଟତର ହୋଇଛWed,5 Mar 2025ODI CricketODI Cricketକୋହଲିଙ୍କ ଘାତକ ପ୍ରହାର ରେ ଉଡ଼ିଗଲା ଅଷ୍ଟ୍ରେଲିଆ, ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପହଞ୍ଚିଲା ଭାରତCricket KhabarInd vs Aus : ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ବିଜୟ ସହ ଭାରତ ଫାଇନାଲ୍ରେ ପହଞ୍ଚିବା ସହ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ୨୦୧୩ ଓ ୨୦୧୭ ପରେ ଭାରତTue,4 Mar 2025Cricket NewsCricket NewsIND vs AUS:- ଭାରତକୁ ମିଳିଗଲା ହେଡ୍ ଙ୍କ ସମାଧାନ! ଏହି ଷ୍ଟାର୍ ପ୍ଲେୟାର ପଡିବେ ଭାରି….Ckt Khabar Bureauଅଷ୍ଟ୍ରେଲିଆର ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ସବୁବେଳେ ବଡ଼ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଅସୁବିଧାରେ ପକାଇ ଆସିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ୨୦୨୧-୨୩ ର ଫାଇନାଲରୁ ଆରମ୍ଭ ହୋଇଥିବା ଏହି ଧାରା ଟି-୨୦ ବିଶ୍ୱMon,3 Mar 2025Cric SpecialCric Specialଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ପୂର୍ବରୁ ଆସିଲା ବଡ଼ ଖବର! ଖେଳିନପାରନ୍ତି ମହମ୍ମଦ ଶାମି….Ckt Khabar Bureauସେମିଫାଇନାଲ ପୂର୍ବରୁ ମାର୍ଚ୍ଚ ୨ ତାରିଖରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪୪ ରନରେ ପରାସ୍ତ କରି ଗ୍ରୁପ ଷ୍ଟେଜରେ ପ୍ରଥମ ସ୍ଥାନ ହାସଲ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଶୀର୍ଷରେ ଥିବାବେଳେ ମାର୍ଚ୍ଚ ୪ ତାରିଖରେ ରୋହିତ ଶର୍ମା ଏବଂ ଦଳ ଦୁବାଇରେMon,3 Mar 2025ODI CricketODI Cricketଜିତିଗଲା ସିନା ଟିମ୍ ଇଣ୍ଡିଆ, ଏବେ ସହିବାକୁ ପଡିପାରେ ବଡ଼ କ୍ଷତିCricket KhabarIND vs NZ: ଦୁବାଇରେ ଭାରତ-ନ୍ଯୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫି ମ୍ଯାଚରେ ନ୍ଯୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରି ଜିତି ଯାଇଛି ଟିମ୍ ଇଣ୍ଡିଆ । ନ୍ଯୁଜିଲାଣ୍ଡ ଦଳ ୪୫.୩ ଓଭରରେ ସମସ୍ତ ୱିକେଟ ହରାଇଥିଲା । ଗତକାଲିର ମ୍ୟାଚMon,3 Mar 2025Cric SpecialCric Specialବିରାଟ ଓ ଶୁଭମାନଙ୍କୁ ହଟାଇ ଶୀର୍ଷରେ ଶ୍ରେୟସ୍ ଆୟର୍…..Ckt Khabar Bureauଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲରେ ଟିମ୍ ଇଣ୍ଡିଆ ନିଜର ସ୍ଥାନ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ଗ୍ରୁପ ପର୍ଯ୍ୟାୟର ଶୀର୍ଷରେ ରହିଛି। କିୱି ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଶ୍ରେୟସ୍ ଆୟର ସର୍ବାଧିକ ଇନିଂସ ଖେଳିଛନ୍ତିSat,1 Mar 2025Cric SpecialCric Specialଗୋଟିଏ ବି ମ୍ୟାଚ୍ ନ ଜିତି ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପାକିସ୍ଥାନ ଏବଂ ବାଂଲାଦେଶCricket Khabarଚାମ୍ପିଅନ୍ସ ଟ୍ରଫି 2025 : ଇତିହାସରେ ପ୍ରଥମ ଥର ପାଇଁ ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ଜିତିବାର ଦେଖିବାକୁ ମିଳିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ନବମ ମୁକାବFri,28 Feb 2025Cric SpecialCric Specialହେଲା ବଡ଼ ଖୁଲାସା! ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେଇ ପାରନ୍ତି ମହମ୍ମଦ ଶାମି….Ckt Khabar Bureauଏକଦିବସିୟ ବିଶ୍ୱକପ ୨୦୨୩ ପରେ ମହମ୍ମଦ ଶାମି ଆହତ ହୋଇଥିଲେ। ଏହା ପରେ ତାଙ୍କର ଗୋଡ ଅସ୍ତ୍ରୋପଚାର କରିବାକୁ ପଡିଥିଲା ଯେଉଁଥିପାଇଁ ତାଙ୍କୁ ଦୀର୍ଘ ସମୟ ଧରି କ୍ରିକେଟ୍ ଠାରୁ ଦୂରରେ ରହିବାକୁ ପଡିଥିଲା। କିନ୍ତୁ, ପୁନର୍ବାସ ପରେ ସେ ଘରୋଇ କ୍ରFri,28 Feb 2025Cric SpecialCric SpecialIND vs NZ: ଭାରତ ପାଇଁ ବଡ଼ ଖୁସିର ଖବର! ସମ୍ପୂର୍ଣ୍ଣ ଭାବରେ ଫିଟ୍ ହେଲେ ଚାମ୍ପିୟନ୍ ଖେଳାଳି….Ckt Khabar Bureauଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡ ସହିତ ଦଳର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ଏହି ଗ୍ରୁପରେ କିଏ ନମ୍ବର-୧ ଏବଂ ନମ୍ବର-୨ ଭାବରେThu,27 Feb 2025ODI CricketODI Cricketଚମ୍ପିୟନ ଟ୍ରଫି: ୫ ରେକର୍ଡ କରି ଐତିହାସିକ ଇନିଂସ ଖେଳିଲେ ଆଫଗାନିସ୍ତାନ ବ୍ୟାଟର ଇବ୍ରାହିମ ଜଦ୍ରାନ୍ ।Cricket Khabarଚାମ୍ପିୟନ ଟ୍ରଫି ମୁକାବିଲାରେ ବୁଧବାର ଇଂଲଣ୍ଡ ବିପକ୍ଷରେ ଖେଳି ଆଫଗାନିସ୍ତାନ ବ୍ୟାଟର ଇବ୍ରାହିମ ଜଦ୍ରାନ୍ କଲେ ବିଶ୍ୱ ରେକର୍ଡ। ଗୋଟିଏ ମ୍ୟାଚ୍ ରେ କଲେ ୫ ରେକର୍ଡ। ଜଦ୍ରାନ ଐତିହାସିକ ୧୭୭ ରନ୍ କରିଛନ୍ତି। ଏଥିରେ ସେ ୧୨ ଚୌକା ଏବଂ ୬ ଛକTue,25 Feb 2025Cric SpecialCric Specialନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ସୃଷ୍ଟି ହୋଇପାରେ ଏହି ୩ ସମସ୍ୟା! ଭୁଲ ନ ସୁଧାରିଲେ ମିଳିବ ପରାଜୟ….Ckt Khabar Bureauଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଟିମ୍ ଇଣ୍ଡିଆ ନିଜର ଉଭୟ ମ୍ୟାଚ୍ ସହଜରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ଶୁଭମାନ ଗିଲ ଏକ ଶତକ ହାସଲ କରିଥିଲେ ଏବଂ ଦ୍ୱିତୀୟ ମ୍ୟାଚରେ ବିରାଟ କୋହଲି ଏକ ଶତକ ହାସଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆ Tue,25 Feb 2025ODI CricketODI CricketIIT ବାବାଙ୍କ ଭବିଷ୍ୟବାଣୀ ହୋଇଗଲା ଫେଲ, ଭାରତର ବିଜୟ ପରେ ବାବାଙ୍କ ଅଜବ ପ୍ରତିକ୍ରିୟା...Cricket Khabarଭାରତ-ପାକିସ୍ତାନ : 23 ଫେବୃଆରୀ ରବିବାର ଦିନ ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ଶୋଚନୀୟ ଭାବରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍ରେ ପାକିସ୍ତାନ ଦୁର୍ବଳ ଏବଂ ଚାପଗ୍ରସ୍ତ ନଜର ଆସିଥିଲା। ରୋହିତ ଶ Previous12345Next You May also like Popular from Cricket Khabar ରୋମାଞ୍ଚକର ମ୍ୟାଚରେ କୋଲକାତା ଧରାଶାୟୀ! ଅଜିଙ୍କ୍ୟ ରାହାଣେଙ୍କ ମୂର୍ଖତା ପାଇଁ ବଦଳିଗଲା ମ୍ୟାଚର ରୂପରେଖ….ପୁଣିଥରେ ନିଜ ଭୁଲ ପାଇଁ ଅପମାନିତ ହେଲା ପାକିସ୍ତାନ! ଶତକ କରିଥିବା ଖେଳାଳିଙ୍କୁ ଦେଲା ଏଭଳି ଶସ୍ତା ଉପହାର…."ନା ଅଧିନାୟକତ୍ୱ ନା ବ୍ୟାଟିଂ", ଚେନ୍ନାଇ ବିପକ୍ଷରେ ପରାଜୟ ପରେ ରିଷଭ ପନ୍ତଙ୍କ ଉପରେ ବର୍ଷିଲେ ପ୍ରଶଂସକ, ସୋସିଆଲ ମିଡିଆରେ ମିଳିଲା ଗାଳି….CSK କୁ ମିଳିଗଲା ଋତୁରାଜଙ୍କ ରିପ୍ଲେସମେଣ୍ଟ! ସାମିଲ ହେଲେ ଏହି ଖେଳାଳି…..କରୁଣ ନାୟରଙ୍କୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କ ବିବାଦୀୟ ବୟାନ! ପ୍ରବଳ ଗାଳି ଦେଲେ ନେଟିଜେନ୍ସ….ସରୁନି CSKର ସମସ୍ୟା! ଲଗାତାର ପରାଜୟ ପରେ ଏବେ ଟିମ୍ ଭିତରେ ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା….ହାରିଲା ପଞ୍ଜାବ କିଙ୍ଗସ! କିନ୍ତୁ, ବିପକ୍ଷ ଦଳର ଖେଳାଳିଙ୍କ ସହିତ ସେଲିବ୍ରେସନ କରି ଚର୍ଚ୍ଚାରେ ପ୍ରୀତି ଜିଣ୍ଟା…..ଅଧିନାୟକ ହେବା ପରେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିଲେ ନାହିଁ ଧୋନି! କାହା ପାଇଁ ହାରିଲା CSK?