ଦେଖନ୍ତୁ ଭାଇରଲ ଭିଡିଓ: ସମସ୍ତଙ୍କ ଆଗରେ ଏହି କାରଣରୁ ଦୀପକ ଚହରଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କଲେ ଧୋନି, ତାପରେ...

  1. Home
  2. IPL Top News

ଦେଖନ୍ତୁ ଭାଇରଲ ଭିଡିଓ: ସମସ୍ତଙ୍କ ଆଗରେ ଏହି କାରଣରୁ ଦୀପକ ଚହରଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କଲେ ଧୋନି, ତାପରେ...


କ୍ରିକେଟ ଖବର: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି ପଡ଼ିଆରେ ଶାନ୍ତ ସ୍ଵଭାବ ବା ପ୍ରକୃତି ପାଇଁ ଜଣାଶୁଣା। ତେବେ କ୍ୟାପଟେନ୍ କୁଲଙ୍କ ଏକ ଭିଡ଼ିଓ ଭାଇରାଲ୍ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସେ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲେ। 

ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର୍ ବୋଲର ଦୀପକ ଚହରଙ୍କ ସହ ଥଟ୍ଟା କରିଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଧୋନି ଚହରଙ୍କୁ ଚାପୁଡ଼ା ମାରିବା ପାଇଁ ପ୍ରୟାସ କରନ୍ତି ଏବଂ ଚହର ଭୟଭୀତ ହୋଇଯାଆନ୍ତି।  ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। 

dhoni slap chahar

ସୂଚନାଯୋଗ୍ୟ ଯେ, ବୁଧବାର, ସିଏସକେ ଦଳ ଦିଲ୍ଲୀ ବିପକ୍ଷରେ 27 ରନ୍ ବିଜୟ ହାସଲ କରିଛି। ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକି ଦଳ ପାଇଁ ଉତ୍ତମ ସାବ୍ୟସ୍ତ ହୋଇଛି। ଆଉ ଦଳ ବର୍ତ୍ତମାନ 15 ପଏଣ୍ଟ ସହ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: ବିପଦରେ ଧୋନିଙ୍କ ଏହି ବଡ଼ ରେକର୍ଡ, ଏମିତି ଯଦି କାର୍ତ୍ତିକ କରିବାରେ ସଫଳ ହୁଅନ୍ତି ତେବେ ଭାଙ୍ଗିଯିବ ଧୋନିଙ୍କ ରେକର୍ଡ