IPL Top News
ପଞ୍ଜାବ ଠାରୁ ମ୍ୟାଚ୍ ଜିତିବା ପରେ ବି ସଞ୍ଜୁ ସାମସନ୍ ହେଲେ ନିରାଶା, କହିଲେ "ଏମିତି ହେଲେ ଆମେ ପ୍ଲେ ଅଫ ରେ ପହଞ୍ଚିବା ଅସମ୍ଭହବ"
Satyaprangya Gouda
ମେ 19 ରେ, ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସକୁ 4 ୱିକେଟରେ ପରାସ୍ତ କରିଛି। ଲିଗ୍ 2023 ର 66 ତମ ମ୍ୟାଚ୍ ଦୁଇ ଦଳ ମଧ୍ୟରେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ହାରିବା