ଦେଖନ୍ତୁ ଭିଡ଼ିଓ: ଲାଇଭ୍ ମ୍ୟାଚରେ କଣ ଭାଇଗ୍ରା ଟାବଲେଟ୍ ଖାଇଲେ ସୂର୍ଯ୍ୟକୁମାର ଯାଦବ? ପଢନ୍ତୁ ରିପୋର୍ଟ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଲାଇଭ୍ ମ୍ୟାଚରେ କଣ ଭାଇଗ୍ରା ଟାବଲେଟ୍ ଖାଇଲେ ସୂର୍ଯ୍ୟକୁମାର ଯାଦବ? ପଢନ୍ତୁ ରିପୋର୍ଟ

Suryakumar-Yadav-took-white-medicine-during-live-match


କ୍ରିକେଟ୍ ଖବର: IPL 2022 ର 51ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚକୁ ମୁମ୍ବାଇ 5 ରନରେ ଜିତିନେଇଥିଲା। ତେବେ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାରଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ଏକ ଟାବଲେଟ୍ ଖାଉଥିବାର ଦେଖାଯାଉଛି। ସେ ଭାଇଗ୍ରା ମେଡିସିନ୍ ଖାଉଥିଲେ ବୋଲି କିଛି ଲୋକେ ଦାବି କରିଛନ୍ତି।

MI-GT

ତେବେ ଏହି ମ୍ୟାଚରେ ସେ ଏତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ମାତ୍ର 11ଟି ବଲରେ 13 ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ। ସେ ଗୁଜୁରାଟର ବୋଲର୍ ପ୍ରଦୀପ ସାଙ୍ଗୱାନଙ୍କ ବୋଲିଂରେ ରଶିଦ୍ ଖାନଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ତେବେ ଖେଳର 11 ତମ ଓଭରରେ ସୂର୍ଯ୍ୟକୁମାରଙ୍କୁ ଜଣେ ସପୋର୍ଟ ଷ୍ଟାଫ ଏକ ଟାବଲେଟ୍ ଖାଇବାକୁ ଦେଲେ। ଆଉ ତାହା ଥିଲା କେଉଁ ଟାବଲେଟ୍ ଜଣା ପଡ଼ିନାହିଁ। କିନ୍ତୁ ଏହି ଟାବଲେଟ୍ ଖାଇବି ଅଧିକ ସମୟ କ୍ରିଜରେ ତିଷ୍ଠି ପାରିଲେନି ସୂର୍ଯ୍ୟକୁମାର ଯାଦବ। ଆଉ ଅଳ୍ପ କେତୋଟି ବଲ୍ ଖେଳି ସେ ପାଭିଲିୟନ ଫେରିଗଲେ।

ଦେଖନ୍ତୁ ଭିଡିଓ :