ଦେଖନ୍ତୁ ମଜାଦାର ଭିଡ଼ିଓ: ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲେ ଜାଡେଜା କିନ୍ତୁ ରୋହିତ ତାଙ୍କୁ ବ୍ୟାଟିଂ ପାଇଁ କହିଲେ

  1. Home
  2. IPL Top News

ଦେଖନ୍ତୁ ମଜାଦାର ଭିଡ଼ିଓ: ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲେ ଜାଡେଜା କିନ୍ତୁ ରୋହିତ ତାଙ୍କୁ ବ୍ୟାଟିଂ ପାଇଁ କହିଲେ

Ravindra-Jadeja-and-Rohit-Sharma


କ୍ରିକେଟ ଖବର: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।  କିନ୍ତୁ, ରବିନ୍ଦ୍ର ଜାଡେଜା ଟସ୍ ଜିତିବା ପରେ CSK ପାଇଁ ଏହା ଏକ ମଜାଦାର ଦୃଶ୍ୟ ଥିଲା। ଆଉ ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

mi vs csk

ଜାଡେଜା ଟସ୍ ଜିତିବା ପରେ ନିଜର କୌତୁକିଆ ଶୈଳୀ ପାଇଁ ଜଣାଶୁଣା ରୋହିତ ତାଙ୍କ ସହିତ ମଜାକ୍ କରିଛନ୍ତି। ରୋହିତ ଶର୍ମା ଜାଡେଜାଙ୍କୁ ପଚାରିଥିଲେ, 'ବ୍ୟାଟିଂ କହିଲୁ ନା ତୁ?'  ଯାହା ପରେ ଉଭୟ ରୋହିତ ଏବଂ ଜାଡେଜା ହସୁଥିବା ଦେଖାଯାଇଥିଲା। 

ଦେଖନ୍ତୁ ଭିଡ଼ିଓ :