ଦେଖନ୍ତୁ ଭିଡ଼ିଓ: ଲାଇଭ ମ୍ୟାଚରେ ଏମିତି ଭାବରେ ଭେଙ୍କଟଶଙ୍କ ଉପରେ ଗର୍ଜିଲେ କ୍ୟାପ୍ଟେନ ଶ୍ରେୟସ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଲାଇଭ ମ୍ୟାଚରେ ଏମିତି ଭାବରେ ଭେଙ୍କଟଶଙ୍କ ଉପରେ ଗର୍ଜିଲେ କ୍ୟାପ୍ଟେନ ଶ୍ରେୟସ

Shreyash-Iyer-angry-On-Venkatesh


କ୍ରିକେଟ ଖବର: କୋଲକାତା ନାଇଟ ରାଇଡର୍ସକୁ ବ୍ରେବୋନ ଷ୍ଟାଡ଼ିୟମରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲସ ଠାରୁ ୭ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୨୧୮ ରନର ବିଜୟ ଲକ୍ଷ୍ୟକୁ ଟାର୍ଗେଟ କରି କେକେଆର ଟିମ୍ ୧୯.୪ ଓଭରରେ ୨୧୦ ରନରେ ଅଲଆଉଟ ହୋଇଯାଇଥିଲା।

ତେବେ ଏହି ମ୍ୟାଚରେ ଏଭଳି ଏକ ସମୟ ବି ଆସିଥିଲା ଯେଉଁଥିରେ ଶ୍ରେୟସ ନିଜର ସହଯୋଗୀ ଖେଳାଳୀ ଭେ୍‌ଙ୍କଟସ ଆୟରଙ୍କ ଉପରେ ରାଗୁଥିବା ନଜର ଆସିଥିଲେ । ଆଉ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। 

KKR-skipper-Shreyas-Iyer-Angrily-Shouts-At-Venkatesh-Iyer

ଟ୍ରେଣ୍ଟ ବୋଲ୍ଡ ଦ୍ୱାରା ପକାଯାଇଥିବା ୧୬ ଓଭରର ୬ଷ୍ଠ ବଲକୁ ଭୈଙ୍କଟଶ ଡିପ ବେକୱାର୍ଡ ପଏଣ୍ଟରେ ଖେଳିଥିଲେ। କ୍ୟାପ୍ଟେନ ଶ୍ରେୟସ ୨ ରନ ନେବାକୁ ଚାହୁଁଥିଲେ ଓ ଅଧା ପିଚ ଛାଡ଼ି ପୁଣି ଫେରିଆସିଥିଲେ କିନ୍ତୁ ଭେଙ୍କଟଶ ରନ୍ ନେବାକୁ ମନା କରିଦେଇଥିଲେ । ସେ ପର୍ଯ୍ୟନ୍ତ ଶିମରୋନ ହେଟମାୟର ବଲ କ୍ୟାଚ କରି ୱିକେଟକିପର ସଜୁଂ ସେମସନଙ୍କୁ ପକାଇସାରିଥିଲେ । ଭେଙ୍କଟଶଙ୍କ ଦ୍ୱାରା ୨ୟ ରନ ପାଇଁ ମନା କରିବା ପରେ ଶ୍ରେୟସ ରାଗିଯାଇଥିବା ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭାଇରାଲ ଭିଡ଼ିଓ :