Asia Cup 2022 ମ୍ୟାଚ୍ ପୂର୍ବରୁ ବାବରଙ୍କ ସହ କଣ କଥା ହେଉଛନ୍ତି ରୋହିତ? ଭିଡ଼ିଓ ହେଉଛି ଭାଇରାଲ୍, ଦେଖନ୍ତୁ VIDEO

  1. Home
  2. Cricket News

Asia Cup 2022 ମ୍ୟାଚ୍ ପୂର୍ବରୁ ବାବରଙ୍କ ସହ କଣ କଥା ହେଉଛନ୍ତି ରୋହିତ? ଭିଡ଼ିଓ ହେଉଛି ଭାଇରାଲ୍, ଦେଖନ୍ତୁ VIDEO


କ୍ରିକେଟ୍ ଖବର : ଆରମ୍ଭ ହୋଇଛି ଏସିଆ ମହାଦେଶର ମହା କ୍ରିକେଟ୍ ସମର। ଏସିଆ କପ୍ ପାଇଁ 6 ଟି ଦଳ ମଧ୍ୟରେ ହେବ ଘମାଘୋଟ ଲଢେଇ। ଆଜି ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଆଉ ଆସନ୍ତାକାଲି ହେବ ହାଇଭୋଲଟେଜ ମ୍ୟାଚ୍। ଭାରତ ଆଉ ପାକିସ୍ତାନ ଆସନ୍ତକାଲି ନିଜର ପ୍ରଥମ ମ୍ୟାଚ୍ ଖେଳିବେ। 

india-vs-pakistan-match-in-asia-cup-2022-ind-vs-pak

ତେବେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧୀନାୟକ ବାବର ଆଜାମ୍ ଏବଂ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ କଥାବାର୍ତାର ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓଟି ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ନିଜର ସୋସିଆଲ ମିଡ଼ିଆରେ ସେୟାର କରିଛି। 

ଦେଖନ୍ତୁ ଭିଡ଼ିଓ :