ଦେଖନ୍ତୁ ଭିଡ଼ିଓ: ରକେଟ୍ ଭଳି ଯାଉଥିବା ବଲ୍ କୁ ଧରିପକାଇଥିଲେ ଶ୍ରେୟସ ଆୟର୍, ଏହି ଜବରଦସ୍ତ କେଚ ର ଭିଡ଼ିଓ ହେଲା ଭାଇରଲ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ରକେଟ୍ ଭଳି ଯାଉଥିବା ବଲ୍ କୁ ଧରିପକାଇଥିଲେ ଶ୍ରେୟସ ଆୟର୍, ଏହି ଜବରଦସ୍ତ କେଚ ର ଭିଡ଼ିଓ ହେଲା ଭାଇରଲ


କ୍ରିକେଟ୍ ଖବର : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ୨-୦ ରେ ଜିଣି ନେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ୱାନଡେ ରେ ଭାରତୀୟ ଟିମର ଜିତିବା ପାଇଁ ୩୧୨ ରନ ର ଲକ୍ଷ୍ୟ ଥିଲା । ଆଉ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ମ୍ୟାଚ କଥା କହିବାକୁ ଗଲେ ଟିମ ଇଣ୍ଡିଆର ବୋଲିଙ୍ଗର ଧୂଲାଇ ତ ବହୁତ ହୋଇଛି କିନ୍ତୁ ଫିଲ୍ଟର୍ସ ର କିଛି ଭୁଲ ନାହିଁ କ୍ୟାଚ ଧରିବା ପାଇଁ ନିଜର ଜି ଜାନ୍ ଲଗାଇ ଦେଇଥିଲେ। ଆଉ ଭଲ କ୍ୟାଚ ମଧ୍ୟ ଧରିଥିଲେ ଆମ ଫିଲ୍ଟର୍ସ।

ୱେଷ୍ଟଇଣ୍ଡିଜ ଟିମ ଯେତେବେଳେ ମଇଦାନରେ ବ୍ୟାଟିଂ କରୁଥିଲା , ସେତେବେଳେ ପ୍ରଂଶସକମାନଙ୍କୁ ରୋବମେନ ପାଁବଲେଙ୍କ ଉପରେ ରନର ଅଧିକ ଭରଷା ରହିଥିଲା। ୧ ଚୌକା ୧ ଛକା କରି ସେ ଏହି ମ୍ୟାଚରେ ସେ ବହୁତ ଭଲ ଖେଳିବା ଆଶାରେ ଥିଲେ କିନ୍ତୁ ତାଙ୍କ ଭାଗ୍ୟ ବୋଧ ହୁଏ ତାଙ୍କ ସାଥ ଦେଇନଥିଲା । 

iyer catch

ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ସେ ଏମିତି ଏକ ଶଟ ଲଗାଇଥିଲେ କି ଏମିତି ଲାଗୁଥିଲା ବଲ ଛକା ହୋଇଯିବ। କିନ୍ତୁ ଅବଶୋଷର କଥା କି ମିଶାଇଲ ପରି ତେଜରେ ଯାଉଥିବା ବଲକୁ ବାଟରେ ଶ୍ରେୟସ ଆୟର ଆସି ଏକ ସାନଦାର କ୍ୟାଚ ଧରି ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ପାଁବଲଙ୍କୁ ବିଶ୍ୱାସ ହେଉନଥିଲା କି ସେ ଏତେ ଭଲ ଶଟ ଖେଳିକି ମଧ୍ୟ ଆଉଟ କେମିତି ହେଲେ । 

ଦେଖନ୍ତୁ ଭିଡ଼ିଓ : 

News Hub