ଦେଖନ୍ତୁ VIDEO: କେହି ମିଳିଲେ ନାହିଁ ତ କେ ଏଲ ରାହୁଲ ନେଟରେ ଝୁଲନ୍ ଗୋସ୍ୱାମୀଙ୍କ ବଲ୍ ରେ କଲେ ପ୍ରାକ୍ଟିସ

  1. Home
  2. Cricket News

ଦେଖନ୍ତୁ VIDEO: କେହି ମିଳିଲେ ନାହିଁ ତ କେ ଏଲ ରାହୁଲ ନେଟରେ ଝୁଲନ୍ ଗୋସ୍ୱାମୀଙ୍କ ବଲ୍ ରେ କଲେ ପ୍ରାକ୍ଟିସ

rahul practice jhulan


କ୍ରିକେଟ୍ ଖବର : ସର୍ଜରୀ କାରଣରୁ ଦୀର୍ଘ ସମୟ ଧରି ଖେଳୁନଥିବା କେ.ଏଲ ରାହୁଲ ଆଇପିଏଲ ୨୦୨୨ ପରେ ପୁଣିଥରେ ମଇଦାନକୁ ଫେରିବେ। ରାହୁଲଙ୍କର ଗତମାସରେ ସ୍ପୋଟସ ହାନିଆ କାରଣରୁ ତାଭ୍କର ସଫଳ ଅସ୍ତ୍ରୋପଚାର ପରେ ସେ ପୁଣି ଖେଳଜଗତକୁ ଫେରିଛନ୍ତି। ରାହୁଲ ବର୍ତ୍ତମାନ ବାଙ୍ଗାଲୋରର ଏନସିଏ ରେ ରହି ନେଟ୍ସରେ କ୍ରିକେଟ୍ ଅଭ୍ୟାସ କରୁଛନ୍ତି। 

Rahul-jhulan

କିଛି ଦିନ ପୂର୍ବରୁ ଏକ ପୋଷ୍ଟ କରାଯାଇଥିବା ଭିଡ଼ିଓରେ ରାହୁଲଙ୍କୁ ନେଟ ପ୍ରାଟିସ କରୁଥିବାର ଦେଖିବାକୁ ମିଳିଥିଲା। ଯାହାକି ରାହୁଲଙ୍କ ପ୍ରଶଂସକମାନଙ୍କ ପାଇଁ ଆଶ୍ୱସ୍ତିକର ସୂଚନା । ଆଉ ଏକ ଭିଡ଼ିଓ ସୋମବାର ପୋଷ୍ଟ କରାଯାଇଥିଲା ଯେଉଁଥିରେ ମହିଳା କ୍ରିକେଟ ଟିମର ଲିଜାଣ୍ଡ ଝୁଲନ ଗୋସ୍ୱାମୀ  ଓ ରାହୁଲ ଖେଳୁଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଝୁଲନ ବୋଲିଂ କରୁଥିଲେ ଓ ରାହୁଲ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା ।

ଦେଖନ୍ତୁ ଭିଡ଼ିଓ :