ଦେଖନ୍ତୁ ଭିଡ଼ିଓ: ଫକର ଜମାନ ପୁରା ଚେଷ୍ଟା କରିଥିଲେ ଭାରତ କୁ ଜିତେଇବା ପାଇଁ କିନ୍ତୁ ଭାରତ ଫାଇଦା ଉଠାଇ ପାରିଲା ନାହିଁ..

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ଫକର ଜମାନ ପୁରା ଚେଷ୍ଟା କରିଥିଲେ ଭାରତ କୁ ଜିତେଇବା ପାଇଁ କିନ୍ତୁ ଭାରତ ଫାଇଦା ଉଠାଇ ପାରିଲା ନାହିଁ..

fakar zaman dropped the catch against india


କ୍ରିକେଟ୍ ଖବର : ଏସିଆ କପ ୨୦୨୨ ର ସୁପର-୪ ରାଉଣ୍ଡର ଦ୍ଵିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୮୧ ରନ କରିଥିଲା।  ଭାରତକୁ ୧୮୧ ରନ ନେବା ପର୍ଯ୍ୟନ୍ତ ପାକିସ୍ତାନ ଫିଲ୍ଡର ଫକର ଜମାନଙ୍କ ବହୁମୂଲ୍ୟ ଅବଦାନ ରହିଥିଲା।

ଫକର ଜମାନଙ୍କ ମିସ ଫିଲଡିଂ ପାଇଁ ଭାରତୀୟ ଟିମ ୧୮୦ରନ ଯାଏଁ କରିପାରିଥିଲା। ଖେଳର ଶେଷ ଓଭରରେ ବୋଲିଂ କରୁଥିଲେ ହାରିସ ରଉଫ ଏବଂ ଶେଷ ୨ ବଲରେ ଷ୍ଟ୍ରାଇକରେ ଥିଲେ ରବି ବିଷ୍ଣୋଇ । ରଉଫଙ୍କ ପଂଚମ ବଲରେ ଏକ ଚମତ୍କାର ଚୌକା ମାରିଥିଲେ ରବି।

fakhar-zaman-misfield-in-last-2-balls-against-india-in-asia-cup-2022-watch

ଏହାପରେ ରଉଫ ଶେଷ ବଲରେ ସେମିତି ବଲ ପକାଇଥିଲେ, ଆଉ ବିଷ୍ଣୋଇ ମଧ୍ୟ ଠିକ୍ ସମାନ ଶର୍ଟ ଖେଳିଥିଲେ । ଆଉ ଶେଷ ବଲ୍ ଟି ମଧ୍ୟ ଫକରଙ୍କ ହାତକୁ ଯାଇଥିଲା। ଆଉ ସେ କ୍ୟାଚ ଧରି ପାରି ନ ଥିଲେ। ଏହା ସାମନ୍ୟ କ୍ୟାଚ ଥିଲା କିନ୍ତୁ ଫକର ଦୁଇଟି ବଲ ଲଗାତାର ମିସ ଫିଲଡ଼ କରିଥିଲେ ଏବଂ କ୍ୟାଚ ଛାଡିଥିଲେ। ଯାହା ଫଳରେ ଭାରତ ଶେଷ ଦୁଇଟି ବଲରେ ୮ ରନ ନିଜ ଖାତାରେ ଯୋଡିଥିଲା।

ଦେଖନ୍ତୁ ଭିଡ଼ିଓ :