ଏହି ଖେଳାଳିଙ୍କ ଉପରେ କ୍ୟାପଟେନ ରୋହିତ ଦେଖାଇବନି କୌଣସି ଦୟା, ଦଳରୁ ବାହାର କରିବେ ନିଶ୍ଚିତ !

  1. Home
  2. Cricket News

ଏହି ଖେଳାଳିଙ୍କ ଉପରେ କ୍ୟାପଟେନ ରୋହିତ ଦେଖାଇବନି କୌଣସି ଦୟା, ଦଳରୁ ବାହାର କରିବେ ନିଶ୍ଚିତ !


କ୍ରିକେଟ ଖବର : ନିକଟରେ ଭାରତୀୟ ଦଳ ଚମତ୍କାର ଢ଼ଙ୍ଗରେ ଇଂଲଣ୍ଡ ବିପକ୍ଷ ଟି -20 ସିରିଜ ଜିତିଛି। କିନ୍ତୁ ଜଣେ ଭାରତୀୟ ଖେଳାଳି ଇଂଲଣ୍ଡ ବିପକ୍ଷରେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି।  ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ବଡ ବୋଝ ହୋଇସାରିଛି । ଏଭଳି ପରିସ୍ଥିତିରେ ଆଗାମୀ ମ୍ୟାଚ୍‌ ଗୁଡ଼ିକରେ ଅଧିନାୟକ ରୋହିତ ଶର୍ମା ଏହି ଖେଳାଳିଙ୍କୁ ଆଉ ଦଳରେ ସାମିଲ କରିବେ ନାହିଁ ବୋଲି ଆଲୋଚନା ହେଉଛି।

ଏହି ଖେଳାଳିଙ୍କ ଉପରେ ନିରାଶ ହୋଇଛନ୍ତି ରୋହିତ :

ରୋହିତ ନିରାଶ ହୋଇଥିବା ଖେଳାଳି ଜଣକ ହେଲେ ଶ୍ରେୟସ ଆୟାର। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ କିଛି ଖାସ କରି ପାରି ନଥିଲେ। ଭାରତ ମ୍ୟାଚ ହାରି ଯାଇଥିଲା। ଆଉ ସେ ତୃତୀୟ ମ୍ୟାଚ ରେ କେବଳ 28 ରନ୍ କରିଥିଲେ।

shreyash iyer

ଏହି କାରଣରୁ ତାଙ୍କୁ ଦଳରେ ରଖିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।  ଚତୁର୍ଥ ନମ୍ବର ପାଇଁ ଶ୍ରେୟସ୍ ଆୟର ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ସର୍ବୋତ୍ତମ ବିକଳ୍ପ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

News Hub