ସୁରେଶ ରାଇନା ଚଳିତ ବର୍ଷ IPL ନ ଖେଳି‌ ହଠାତ୍ କାହିଁକି UAE ରୁ ଫେରିଲେ ଭାରତ, ଜାଣନ୍ତୁ ଏହା ପଛର କାରଣ

  1. Home
  2. IPL Special

ସୁରେଶ ରାଇନା ଚଳିତ ବର୍ଷ IPL ନ ଖେଳି‌ ହଠାତ୍ କାହିଁକି UAE ରୁ ଫେରିଲେ ଭାରତ, ଜାଣନ୍ତୁ ଏହା ପଛର କାରଣ

ଚଳିତ ବର୍ଷ କରୋନା ମହାମାରୀ ହେତୁ ବିସିସିଆଇ UAE ରେ ଆଇପିଏଲ୍ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ନିଷ୍ପତି ନେଇଥିଲା, ଆଇପିଏଲର 13 ତମ ସିଜନ 19 ସେପ୍ଟେମ୍ବରରୁ 10 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ଖେଳାଳି ଙ୍କ ସହ 21 ଅଗଷ୍ଟରେ ୟୁଏଇ ଅଭିମୁଖେ ଯାତ୍ରା କରିଥିଲେ। ସୁପର କିଙ୍ଗ୍ସର …


ସୁରେଶ ରାଇନା ଚଳିତ ବର୍ଷ IPL ନ ଖେଳି‌ ହଠାତ୍ କାହିଁକି UAE ରୁ ଫେରିଲେ ଭାରତ, ଜାଣନ୍ତୁ ଏହା ପଛର କାରଣ

ଚଳିତ ବର୍ଷ କରୋନା ମହାମାରୀ ହେତୁ ବିସିସିଆଇ UAE ରେ ଆଇପିଏଲ୍ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ନିଷ୍ପତି ନେଇଥିଲା, ଆଇପିଏଲର 13 ତମ ସିଜନ 19 ସେପ୍ଟେମ୍ବରରୁ 10 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଚେନ୍ନାଇ ସୁପର କିଙ୍ଗ୍‌ସର ସମସ୍ତ ଖେଳାଳି ଙ୍କ ସହ 21 ଅଗଷ୍ଟରେ ୟୁଏଇ ଅଭିମୁଖେ ଯାତ୍ରା କରିଥିଲେ। ସୁପର କିଙ୍ଗ୍‌ସର ସଦସ୍ୟମାନେ 15 ରୁ 20 ଅଗଷ୍ଟ ପର୍ଯ୍ୟନ୍ତ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଇଥିଲେ, ଏହି ସମୟରେ ବରିଷ୍ଠ ସ୍ପିନର ହରଭଜନ ସିଂ କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ସେ ୟୁଏଇ ଗସ୍ତରେ ଟିକେ ବିଳମ୍ବ କରିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ ।

ସୁରେଶ ରାଇନା ଚଳିତ ବର୍ଷ IPL ନ ଖେଳି‌ ହଠାତ୍ କାହିଁକି UAE ରୁ ଫେରିଲେ ଭାରତ, ଜାଣନ୍ତୁ ଏହା ପଛର କାରଣ

କିନ୍ତୁ ହଠାତ୍ ଭାରତ ଫେରି ଆସିଛନ୍ତି CSK ର ଧୁଆଁଧାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନା, ପାରିବାରିକ କାରଣ ପାଇଁ ସେ ଦେଶକୁ ଫେରିଆସିଛନ୍ତି ବୋଲି ସିଏସକେର ସିଇଓ ଟୁଇଟରେ ସୂଚନା ଦେଇଥିଲେ । ଏବଂ ସେ ପୁରା ସିଜିନ ଟିମରୁ ବାହାରି ଆସିଛନ୍ତି।

ସୁରେଶ ରାଇନା ଚଳିତ ବର୍ଷ IPL ନ ଖେଳି‌ ହଠାତ୍ କାହିଁକି UAE ରୁ ଫେରିଲେ ଭାରତ, ଜାଣନ୍ତୁ ଏହା ପଛର କାରଣ

ରୈନାଙ୍କ ସମ୍ପର୍କୀୟ ପରିବାର ଉପରେ ଆକ୍ରମଣ ହୋଇଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୂଚନା ମିଳିଛି । ଏହି ଆକ୍ରମଣରେ ରୈନାଙ୍କ ନିକଟତର ସଂପର୍କୀୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଜଣେ ସମ୍ପର୍କୀୟ ଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ରୈନାଙ୍କ ସଂପର୍କୀୟଙ୍କ ଉପରେ ପଠାନକୋଟ୍‌ର ଥରିୟାଲ ଗାଁରେ ମଧ୍ୟରାତ୍ରରେ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।