ରାଜସ୍ଥାନ ରୟାଲ୍ସର ସିଇଓ ଆଇପିଏଲ୍ କୁ ନେଇ ଦେଲେ ଏଭଳି ମତ କହିଲେ କେବଳ ଭାରତୀୟ ଖେଳାଳି…

  1. Home
  2. IPL Special

ରାଜସ୍ଥାନ ରୟାଲ୍ସର ସିଇଓ ଆଇପିଏଲ୍ କୁ ନେଇ ଦେଲେ ଏଭଳି ମତ କହିଲେ କେବଳ ଭାରତୀୟ ଖେଳାଳି…

ମାର୍ଚ୍ଚ ୨୯ ତାରିଖରେ ହେବାକୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇଭେଣ୍ଟ ପାଇଁ ବିସିସିଆଇ ସବୁ ପ୍ରକାର ସମ୍ଭାବନା ପାଇଁ ଚେଷ୍ଟା କରିଥିଲା ହେଲେ କିନ୍ତୁ କରୋନା ଭୁତାଣୁ ସଂକ୍ରମଣ କୁ ନେଇ ଆଇପିଏଲର ଏହି ଶୀଜନ କୁ ସ୍ଥଗିତ କରିଦିଆଯାଇଥିଲା, କିନ୍ତୁ ବର୍ତମାନ କ୍ରମାଗତ ଭାବ ଚର୍ଚ୍ଚା ହେବାକୁ ଲାଗିଛି ଯେ ଅଗଷ୍ଟ-ସେପ୍ଟେମ୍ବରରେ ଟୁର୍ନାମେଣ୍ଟ ଆୟୋଜନ …


ରାଜସ୍ଥାନ ରୟାଲ୍ସର ସିଇଓ ଆଇପିଏଲ୍ କୁ ନେଇ ଦେଲେ ଏଭଳି ମତ କହିଲେ କେବଳ ଭାରତୀୟ ଖେଳାଳି…

ମାର୍ଚ୍ଚ ୨୯ ତାରିଖରେ ହେବାକୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇଭେଣ୍ଟ ପାଇଁ ବିସିସିଆଇ ସବୁ ପ୍ରକାର ସମ୍ଭାବନା ପାଇଁ ଚେଷ୍ଟା କରିଥିଲା ହେଲେ କିନ୍ତୁ କରୋନା ଭୁତାଣୁ ସଂକ୍ରମଣ କୁ ନେଇ ଆଇପିଏଲର ଏହି ଶୀଜନ କୁ ସ୍ଥଗିତ କରିଦିଆଯାଇଥିଲା, କିନ୍ତୁ ବର୍ତମାନ କ୍ରମାଗତ ଭାବ ଚର୍ଚ୍ଚା ହେବାକୁ ଲାଗିଛି ଯେ ଅଗଷ୍ଟ-ସେପ୍ଟେମ୍ବରରେ ଟୁର୍ନାମେଣ୍ଟ ଆୟୋଜନ ହୋଇପାରେ କିମ୍ବା ନଭେମ୍ବରରେ ଏକ ଛୋଟ ଆଇପିଏଲର ବିକଳ୍ପ ଉପରେ ଆଲୋଚନା ମଧ୍ୟ ହେଉଛି ।

ରାଜସ୍ଥାନ ରୟାଲ୍ସର ସିଇଓ ଆଇପିଏଲ୍ କୁ ନେଇ ଦେଲେ ଏଭଳି ମତ କହିଲେ କେବଳ ଭାରତୀୟ ଖେଳାଳି…

ଏଭଳି ସମୟରେ ରାଜସ୍ଥାନ ରୟାଲ୍ସର ସିଇଓ ରଞ୍ଜିତ ବରଠାକୁର ବୁଧବାର କହିଛନ୍ତି ଯେ ଏଭଳି କଷ୍ଟ ସମୟରେ ଆଇପିଏଲ୍ ନହେବା ପରିବର୍ତ୍ତେ କେବଳ ଭାରତୀୟ ଖେଳାଳିଙ୍କ ସହ ଟୁର୍ନାମେଣ୍ଟ ଆୟୋଜନ କରିବା ଭଲ ହେବ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଯଦି ବା ଏହି ଟି -୨୦ ଲିଗ ହୁଏ ତାହାହେଲେ ଏପ୍ରିଲ ୧୫ ପୂର୍ବରୁ ସ୍ଥିର ହେବାର କୌଣସି ବି ସମ୍ଭାବନା ନାହିଁ।

ରାଜସ୍ଥାନ ରୟାଲ୍ସର ସିଇଓ ଆଇପିଏଲ୍ କୁ ନେଇ ଦେଲେ ଏଭଳି ମତ କହିଲେ କେବଳ ଭାରତୀୟ ଖେଳାଳି…

ରାଜସ୍ଥାନ ରୟାଲ୍ସର ସିଇଓ ରଞ୍ଜିତ ବରଠାକୁର ଏହା ମଧ୍ୟ କହିଛନ୍ତି ଯେ ମୋର ବିଶ୍ୱାସ ଯେ ଏପ୍ରିଲ ୧୫ ପରେ ହିଁ ଏଭଳି ନିଷ୍ପତ୍ତି ନିଆଯିବା ଉଚିତ ହୋଇପାରେ । ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ହୋଇଥିବାବେଳେ ଏହା ବର୍ତମାନ ଅସମ୍ଭବ କିନ୍ତୁ କୋଭିଡ -୧୯ ମହାମାରୀ କୁ ଦୃଷ୍ଟିରେ ରଖି ବିସିସିଆଇ ବର୍ଷ ଶେଷରେ ଆଇପିଏଲ୍ ଆୟୋଜନ କରିବାର ବିକଳ୍ପ ମଧ୍ୟ ରହିଛି।