CSK ହାରିବା ସତ୍ୱେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ହେଲା ଏହି ଦୁଇଟି ରେକର୍ଡ, ଜାଣନ୍ତୁ ସେହି ରେକର୍ଡ ବିଷୟରେ

  1. Home
  2. IPL Special

CSK ହାରିବା ସତ୍ୱେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ହେଲା ଏହି ଦୁଇଟି ରେକର୍ଡ, ଜାଣନ୍ତୁ ସେହି ରେକର୍ଡ ବିଷୟରେ

ଆଇପିଏଲର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୩୭ ରନ୍ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇ ସୁପର କିଙ୍ଗସ ଲଗାତାର ବ୍ୟାଟସମ୍ୟାନଙ୍କ ଖରାପ ପଦର୍ଶନ ଯୋଗୁଁ ଦଳ ପରାଜୟ ହୋଇଥିଲା । ବିରାଟଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମ ଇନିଂସରେ ଆରସିବି ୧୬୯ ରନ କରିବାରେ ସକ୍ଷମ ହୋଇଥିଲା। ଏହାକୁ ପିଛା କରି …


CSK ହାରିବା ସତ୍ୱେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ହେଲା ଏହି ଦୁଇଟି ରେକର୍ଡ, ଜାଣନ୍ତୁ ସେହି ରେକର୍ଡ ବିଷୟରେ

ଆଇପିଏଲର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇ ସୁପର କିଙ୍ଗସ ଲଗାତାର ବ୍ୟାଟସମ୍ୟାନଙ୍କ ଖରାପ ପଦର୍ଶନ ଯୋଗୁଁ ଦଳ ପରାଜୟ ହୋଇଥିଲା ।

CSK ହାରିବା ସତ୍ୱେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ହେଲା ଏହି ଦୁଇଟି ରେକର୍ଡ, ଜାଣନ୍ତୁ ସେହି ରେକର୍ଡ ବିଷୟରେ

ବିରାଟଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମ ଇନିଂସରେ ଆରସିବି ୧୬୯ ରନ କରିବାରେ ସକ୍ଷମ ହୋଇଥିଲା। ଏହାକୁ ପିଛା କରି ୨ୟ ଇନିଂସରେ ସିଏସକେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୩୨ ରନ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା। ଚେନ୍ନାଇ ସୁପର କିଙ୍ଗସ ହାରିବା ସତ୍ୱେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ହେଲା ଏହି ଦୁଇଟି ରେକର୍ଡ,

CSK ହାରିବା ସତ୍ୱେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ହେଲା ଏହି ଦୁଇଟି ରେକର୍ଡ, ଜାଣନ୍ତୁ ସେହି ରେକର୍ଡ ବିଷୟରେ

ପ୍ରଥମତଃ ଟି-୨୦ କ୍ରିକେଟରେ ୩୦୦ ଛକା ମାରିବା କ୍ଲବରେ ୩ୟ ଭାରତୀୟ ଖେଳାଳି ଓ ଦ୍ୱିତୀୟ ରେକର୍ଡ ଭାବେ ଆଇପିଏଲରେ ସବୁଠୁ ଅଧିକ କ୍ୟାଚ (୧୦୬ଟି) ନେଇଥିବା ଓ୍ବିକେଟକିପର ହୋଇଛନ୍ତି। ଟି-୨୦ କ୍ରିକେଟରେ ୩୦୦ ଛକା ମାରିବା କ୍ଲବରେ ରୋହିତ ଶର୍ମା ଓ ସୁରେଶ ରାଇନା ପରେ ବର୍ତମାନ ଧୋନି ଏହି କ୍ଲବ ରେ ହେଲେ ସାମିଲ ।