ଏମଏସ ଧୋନି ଏବଂ ଫ୍ଲେମିଙ୍ଗ ଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଚେନ୍ନାଇ ଦଳ ତରଫରୁ ଖେଳୁଥିବା ଅଲରାଉଣ୍ଡର ସେନ୍ ୱାଟସନ୍

  1. Home
  2. IPL Special

ଏମଏସ ଧୋନି ଏବଂ ଫ୍ଲେମିଙ୍ଗ ଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଚେନ୍ନାଇ ଦଳ ତରଫରୁ ଖେଳୁଥିବା ଅଲରାଉଣ୍ଡର ସେନ୍ ୱାଟସନ୍

ଚେନ୍ନାଇ ସୁପର କିଙ୍ଗ୍ସର ଇନଷ୍ଟାଗ୍ରାମ ଲାଇଭରେ ୩୮ ବର୍ଷିୟ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ କହିଛନ୍ତି ଯେ ଖେଳାଳିଙ୍କ ଦକ୍ଷତା ଉପରେ ନିର୍ଭର କରିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର ସଫଳତାର ରହସ୍ୟ, ତେବେ ଆସନ୍ତୁ ଜାଣିବା କାହିଁକି ଏମିତି କହିଲେ ୱାଟସନ । ଏବଂ ଏମଏସ ଧୋନି ଏବଂ ଷ୍ଟିଫେନ ଫ୍ଲେମିଙ୍ଗଙ୍କୁ …


ଏମଏସ ଧୋନି ଏବଂ ଫ୍ଲେମିଙ୍ଗ ଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଚେନ୍ନାଇ ଦଳ ତରଫରୁ ଖେଳୁଥିବା ଅଲରାଉଣ୍ଡର ସେନ୍ ୱାଟସନ୍

ଚେନ୍ନାଇ ସୁପର କିଙ୍ଗ୍ସର ଇନଷ୍ଟାଗ୍ରାମ ଲାଇଭରେ ୩୮ ବର୍ଷିୟ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ କହିଛନ୍ତି ଯେ ଖେଳାଳିଙ୍କ ଦକ୍ଷତା ଉପରେ ନିର୍ଭର କରିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର ସଫଳତାର ରହସ୍ୟ, ତେବେ ଆସନ୍ତୁ ଜାଣିବା କାହିଁକି ଏମିତି କହିଲେ ୱାଟସନ ।

ଏମଏସ ଧୋନି ଏବଂ ଫ୍ଲେମିଙ୍ଗ ଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଚେନ୍ନାଇ ଦଳ ତରଫରୁ ଖେଳୁଥିବା ଅଲରାଉଣ୍ଡର ସେନ୍ ୱାଟସନ୍

ଏବଂ ଏମଏସ ଧୋନି ଏବଂ ଷ୍ଟିଫେନ ଫ୍ଲେମିଙ୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି କାରଣ ଗତ ଶୀଜନ ରେ ଲଗାତାର ୧୦ ଟି ମ୍ୟାଚରେ ରନ୍ ସ୍କୋର କରି ପାରିନଥିଲି ହେଲେ ମଧ୍ୟ ମୋ ଉପରେ ଭରସା ରଖି ଦଳରୁ ବାହାର କରିନଥିଲେ। ଗତ ସିଜିନର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୫୯ ବଲରୁ ୮୦ ରନର ଏକ ଇନିଂସ ଖେଳିଥିଲି। ଦୁର୍ଭାଗ୍ୟବଶତଃ ମାତ୍ର ଏକ ରନ ରେ ମ୍ୟାଚ ହାରିଯାଇଥିଲୁ , ଲଗାତାର ୧୦ ଟି ମ୍ୟାଚରେ ବିଫଳ ହେବା ପରେ ମଧ୍ୟ ମୋ ଉପରେ ବିଶ୍ୱାସ ରଖିଥିଲେ,ୱାଟସନ୍ କହିଛନ୍ତି ଯେ ଏହା ହେଉଛି ନେତୃତ୍ୱର ମହାନ ଶକ୍ତି,ଥିପାଇଁ ମୁଁ ଏମଏସ ଧୋନି ଏବଂ ଫ୍ଲେମିଙ୍ଗଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।

ଏମଏସ ଧୋନି ଏବଂ ଫ୍ଲେମିଙ୍ଗ ଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଚେନ୍ନାଇ ଦଳ ତରଫରୁ ଖେଳୁଥିବା ଅଲରାଉଣ୍ଡର ସେନ୍ ୱାଟସନ୍

ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ ରାଜସ୍ଥାନ ରୟାଲ୍ସ ଦଳ ତରଫରୁ ଖେଳିଥିଲେ ଏବଂ ଦଳ ମଧ୍ୟ ପ୍ରଥମ ଟାଇଟଲ ଜିତିଥିଲା। ଏହା ପରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳିଥିଲେ,ଅଲରାଉଣ୍ଡର ସେନ୍ ୱାଟସନ୍ ୨୦୧୮ ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଫାଇନାଲ ମ୍ୟାଚରେ ୫୭ ବଲରେ ୧୧୭ ରନ୍‌ର ବିଶାଳ ସ୍କୋର କରିଥିଲେ ଫଳରେ ୧୭୯ ରନ୍‌ର ଟାର୍ଗେଟକୁ ସହଜରେ ଜିତିନେଥିଲେ ଏବଂ ତାଙ୍କର ଏହି ଇନିଂସ ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ଜିତିଥିଲା, ଏହି ମ୍ୟାଚ ରେ ସେ ୧୧ ଟି ଚୌକା ଓ ୮ ଟି ଛକା ମାରିଥିଲେ।