ଧୋନିଙ୍କ ଜଣେ ବଡ ପ୍ରଶଂସକ, ତାଙ୍କ ପରି ଜଣେ ‘ଫିନିସର୍’ ହେବାକୁ ଚାହାଁନ୍ତି ବୋଲି କହିଲେ ଏହି ବିସ୍ପୋଟକା ଖେଳାଳି

  1. Home
  2. IPL Special

ଧୋନିଙ୍କ ଜଣେ ବଡ ପ୍ରଶଂସକ, ତାଙ୍କ ପରି ଜଣେ ‘ଫିନିସର୍’ ହେବାକୁ ଚାହାଁନ୍ତି ବୋଲି କହିଲେ ଏହି ବିସ୍ପୋଟକା ଖେଳାଳି

ଦକ୍ଷିଣ ଆଫ୍ରିକା ଖେଳାଳି ଡେଭିଡ୍ ମିଲର୍ ମହେନ୍ଦ୍ର ସିଂହ ଧୋନୀ ଙ୍କ ଖେଳିବା ପାଇଁ ଚାହୁଁଛନ୍ତି,ଡେଭିଡ୍ ମିଲର୍ ଏକ ସାକ୍ଷାତକାରରେ କହିଛନ୍ତି, ‘ଧୋନୀ ଯେମିତି ଖେଳୁଛନ୍ତି ମୁଁ ସେମିତି ଖାଳିବା ପାଇଁ ଚାଁହୁଞ୍ଚି ଏବଂ ମୁଁ ତାଙ୍କ ଭଳି ଫିନିସର୍ ହେବାକୁ ଚାହୁଁଛି। ସେ କହିଥିଲେ, ଆସନ୍ତୁ ଦେଖିବା ମୋର କ୍ୟାରିୟର ପରବର୍ତ୍ତୀ କ’ଣ? କେବଳ …


ଧୋନିଙ୍କ ଜଣେ ବଡ ପ୍ରଶଂସକ, ତାଙ୍କ ପରି ଜଣେ ‘ଫିନିସର୍’ ହେବାକୁ ଚାହାଁନ୍ତି ବୋଲି କହିଲେ ଏହି ବିସ୍ପୋଟକା ଖେଳାଳି

ଦକ୍ଷିଣ ଆଫ୍ରିକା ଖେଳାଳି ଡେଭିଡ୍‌ ମିଲର୍ ମହେନ୍ଦ୍ର ସିଂହ ଧୋନୀ ଙ୍କ ଖେଳିବା ପାଇଁ ଚାହୁଁଛନ୍ତି,ଡେଭିଡ୍‌ ମିଲର୍‌ ଏକ ସାକ୍ଷାତକାରରେ କହିଛନ୍ତି, ‘ଧୋନୀ ଯେମିତି ଖେଳୁଛନ୍ତି ମୁଁ ସେମିତି ଖାଳିବା ପାଇଁ ଚାଁହୁଞ୍ଚି ଏବଂ ମୁଁ ତାଙ୍କ ଭଳି ଫିନିସର୍‌ ହେବାକୁ ଚାହୁଁଛି।

ଧୋନିଙ୍କ ଜଣେ ବଡ ପ୍ରଶଂସକ, ତାଙ୍କ ପରି ଜଣେ ‘ଫିନିସର୍’ ହେବାକୁ ଚାହାଁନ୍ତି ବୋଲି କହିଲେ ଏହି ବିସ୍ପୋଟକା ଖେଳାଳି

ସେ କହିଥିଲେ, ଆସନ୍ତୁ ଦେଖିବା ମୋର କ୍ୟାରିୟର ପରବର୍ତ୍ତୀ କ’ଣ? କେବଳ ସେତେବେଳେ ମୁଁ ମୂଲ୍ୟାଙ୍କନ କରିବାକୁ ସମର୍ଥ ହେବି। ଧୋନି ଦୁନିଆର ସର୍ବୋତ୍ତମ ଫିନିସର୍ମାନଙ୍କ ମଧ୍ୟରେ ଜଣେ ଏବଂ ଅନେକ ଥର ଏହା ପ୍ରମାଣ କରିଛନ୍ତି। ମୁଁ ତାଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରେ।

ଗତ ବର୍ଷ ପଞ୍ଜାବ ପାଇଁ 10 ଟି ମ୍ୟାଚରେ ମିଲର 213 ରନ୍ ସଂଗ୍ରହ କରିଛନ୍ତି। ସେ କହିଛନ୍ତି, ‘ଗତ କିଛି ବର୍ଷ ହେଲା ମୁଁ ପଞ୍ଜାବ ପାଇଁ ଅଧିକ ଖେଳି ନଥିଲି ଏବଂ ସେଥିପାଇଁ ମୁଁ ମଧ୍ୟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇ ନଥିଲି। ବର୍ତ୍ତମାନ ମୋର ଅଧିକ ଅଭିଜ୍ଞତା ହୋଇସାରିଛି ଏବଂ ଦଳ ପାଇଁ ଫିନିସର୍ ଭୂମିକା ନିଭାଇ ପାରିବି ।