IPL ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ କଲେ ବ୍ରାଡ ହଗ୍ କହଲେ ଏହି ଖେଳାଳି ହେବ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ

  1. Home
  2. IPL Special

IPL ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ କଲେ ବ୍ରାଡ ହଗ୍ କହଲେ ଏହି ଖେଳାଳି ହେବ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ ଆରମ୍ଭ ହୋଇସାରିଛି। ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ବ୍ରାଡ ହଗ ଯିଏ ଏହି ସାହସିକ ଭବିଷ୍ୟବାଣୀ କରିଛନ୍ତି ସେ କହିଛନ୍ତି ଯେ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟର କେଉଁ ଖେଳାଳି ହେବ ତାହା ସେ ପୂର୍ବାନୁମାନ କରିସାରିଛନ୍ତି। ତାଙ୍କ କହିବାନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା …


IPL ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ କଲେ ବ୍ରାଡ ହଗ୍ କହଲେ ଏହି ଖେଳାଳି ହେବ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ ଆରମ୍ଭ ହୋଇସାରିଛି। ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ବ୍ରାଡ ହଗ ଯିଏ ଏହି ସାହସିକ ଭବିଷ୍ୟବାଣୀ କରିଛନ୍ତି ସେ କହିଛନ୍ତି ଯେ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟର କେଉଁ ଖେଳାଳି ହେବ ତାହା ସେ ପୂର୍ବାନୁମାନ କରିସାରିଛନ୍ତି। ତାଙ୍କ କହିବାନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ 2020 ର ଶ୍ରେଷ୍ଠ ଖେଳାଳି ହେବେ।

IPL ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ କଲେ ବ୍ରାଡ ହଗ୍ କହଲେ ଏହି ଖେଳାଳି ହେବ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ

ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଆହତ କାରଣରୁ ଦୀର୍ଘ ସମୟ ଛୁଟି ପରେ ସେ କ୍ରିକେଟକୁ ଫେରିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ସେ ୟୁଏଇରେ ହେବାକୁ ଥିବା ଆଇପିଏଲ ରେ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ ହୋଇଯିବେ ବୋଲି ସେ ନିଜ ୟୁଟ୍ୟୁବ୍ ଭ୍ଲଗ୍ (vlog) ରେ କହିଛନ୍ତି।

IPL ଦୁଇ ମାସ ବାକି ଥିବାବେଳେ ଭବିଷ୍ୟବାଣୀ କଲେ ବ୍ରାଡ ହଗ୍ କହଲେ ଏହି ଖେଳାଳି ହେବ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋ ଏହି ଦୁଇ ଦଳ ମୋର ପସନ୍ଦିତା ବୋଲି କହିଛନ୍ତି ଏବଂ ଆଇପିଏଲ୍ 2020 ଚଳିତ ବର୍ଷ ୟୁଏଇରେ ହେବାକୁ ଯାଉଥିବା ମୋର ଏହି ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରୁ ମୁମ୍ବାଇ ଚମ୍ପିୟାନ ହେବ ବୋଲି ସେ କହିଛନ୍ତି।