IPL ର ପ୍ରାରମ୍ଭିକ ସିଜନରେ କାହିଁକି KKR ଦଳ ବିଫଳ ହୋଇଥିଲା ଏନେଇ ଶାହରୁଖ୍ ଖାନ୍ ଙ୍କୁ ଦାୟୀ କରି ଗାଙ୍ଗୁଲି କଲେ ବଡ଼ ଖୁଲାସା

  1. Home
  2. IPL Special

IPL ର ପ୍ରାରମ୍ଭିକ ସିଜନରେ କାହିଁକି KKR ଦଳ ବିଫଳ ହୋଇଥିଲା ଏନେଇ ଶାହରୁଖ୍ ଖାନ୍ ଙ୍କୁ ଦାୟୀ କରି ଗାଙ୍ଗୁଲି କଲେ ବଡ଼ ଖୁଲାସା

IPL -ଭାରତୀୟ କ୍ରିକେଟ୍ ଟିମର ପୂର୍ବତମ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବଦା ଖେଳାଳିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଉଥିଲେ। କିନ୍ତୁ ତାଙ୍କ ପକ୍ଷେ ସେଭଳି ହୋଇନଥିଲା ବୋଲି ସେ ନିଜେ କହିଛନ୍ତି । ଆଇପିଏଲ ର କେକେଆର ର୍କ୍ୟାପଟେନ୍ସିକୁ ନେଇ ବଡ଼ ଖୁଲାସା କହିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଏକ ଇଣ୍ଟରଭ୍ୟୁରେ …


IPL ର ପ୍ରାରମ୍ଭିକ ସିଜନରେ କାହିଁକି KKR ଦଳ ବିଫଳ ହୋଇଥିଲା ଏନେଇ ଶାହରୁଖ୍ ଖାନ୍ ଙ୍କୁ ଦାୟୀ କରି ଗାଙ୍ଗୁଲି କଲେ ବଡ଼ ଖୁଲାସା

IPL -ଭାରତୀୟ କ୍ରିକେଟ୍ ଟିମର ପୂର୍ବତମ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବଦା ଖେଳାଳିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଉଥିଲେ। କିନ୍ତୁ ତାଙ୍କ ପକ୍ଷେ ସେଭଳି ହୋଇନଥିଲା ବୋଲି ସେ ନିଜେ କହିଛନ୍ତି । ଆଇପିଏଲ ର କେକେଆର ର୍କ୍ୟାପଟେନ୍ସିକୁ ନେଇ ବଡ଼ ଖୁଲାସା କହିଛନ୍ତି।

IPL ର ପ୍ରାରମ୍ଭିକ ସିଜନରେ କାହିଁକି KKR ଦଳ ବିଫଳ ହୋଇଥିଲା ଏନେଇ ଶାହରୁଖ୍ ଖାନ୍ ଙ୍କୁ ଦାୟୀ କରି ଗାଙ୍ଗୁଲି କଲେ ବଡ଼ ଖୁଲାସା

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଏକ ଇଣ୍ଟରଭ୍ୟୁରେ ଗୌତମ ଗମ୍ଭୀର କହିଥିଲେ ଯେ ଶାହରୁଖ୍ ତାଙ୍କୁ ନେତୃତ୍ୱ ନେବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି। ଚେନ୍ନାଇ ସୁପର୍ କିଙ୍ଗସରେ ମହେନ୍ଦ୍ର ସିଂ ଧୋନି ଓ ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ୍ ଶର୍ମାଙ୍କୁ ଯେଉଁଭଳି ସ୍ୱାଧୀନତା ମିଳିଛି, ମୁଁ ମଧ୍ୟ ଟିମରେ ସେହିଭଳି ସ୍ୱାଧୀନତା ଚାହୁଁଥିଲି। କିନ୍ତୁ ଏଭଳି ହୋଇନଥିଲା।

IPL ର ପ୍ରାରମ୍ଭିକ ସିଜନରେ କାହିଁକି KKR ଦଳ ବିଫଳ ହୋଇଥିଲା ଏନେଇ ଶାହରୁଖ୍ ଖାନ୍ ଙ୍କୁ ଦାୟୀ କରି ଗାଙ୍ଗୁଲି କଲେ ବଡ଼ ଖୁଲାସା

କେକେଆର ର କ୍ୟାପଟେନ୍ ଭାବେ ମୋତେ ସବୁ ସ୍ୱାଧୀନତା ମିଳିବା ନେଇ ଶାହରୁଖ୍ ଖାନ୍ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କ୍ୟାପଟେନ୍ସି ପାଇଁ ସେଭଳି ପୂର୍ଣ୍ଣ ସ୍ୱାଧୀନତା ଦେଇନଥିଲେ,ଏବଂ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଗୌତମ ଗମ୍ଭୀର କହିଥିଲେ ଯେ ଶାହରୁଖ୍ ତାଙ୍କୁ ନେତୃତ୍ୱ ନେବା ପାଇଁ ପୂରା ସ୍ୱାଧୀନତା ଦେଇଥିଲେ,ଏବଂ ଏହା ମଧ୍ୟ କହିଥିଲେ ଯେ ଗୋଟିଏ ଆଇପିଏଲ୍ ସେତେବେଳେ ଭଲ ଟିମ୍ ହେବ, ଯେତେବେଳେ ସେହି ଟିମର ସବୁ ଦାୟିତ୍ୱ ଖେଳାଳିଙ୍କ ଉପରେ ଛଡ଼ାଯିବ। ଯେଭଳି ଚେନ୍ନାଇ ସୁପରକିଙ୍ଗସ ଧୋନି ଓ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି,ତେଣୁ ଏସବୁ ପାଇଁ କେକେଆର୍ ଆଇପିଏଲର ପ୍ରାରମ୍ଭିକ ସିଜନରେ ବିଫଳ ହେଲା ବୋଲି ଗାଙ୍ଗୁଲି କହିଛନ୍ତି।