IPL: ପାଣ୍ଡ୍ୟାଙ୍କୁ ମିଶାଇ କେବଳ ଏହି 4 ଜଣ ଅଧିନାୟକ ଜିତି ପାରିଛନ୍ତି IPL ଟ୍ରଫି, ଦେଖନ୍ତୁ ଲିଷ୍ଟ

  1. Home
  2. IPL Special

IPL: ପାଣ୍ଡ୍ୟାଙ୍କୁ ମିଶାଇ କେବଳ ଏହି 4 ଜଣ ଅଧିନାୟକ ଜିତି ପାରିଛନ୍ତି IPL ଟ୍ରଫି, ଦେଖନ୍ତୁ ଲିଷ୍ଟ


ରବିବାର 29 ମଇ ଫାଇନାଲ୍‌ରେ RR ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ଦୁଇ ଖେଳାଳି ଜୋସ୍ ବଟଲର୍ (39) ଏବଂ ସିମରନ୍ ହେଟମେୟର (11)ଙ୍କୁ ଆଉଟ କରି ରାଜସ୍ଥାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ IPL 2022 କୁ ଜିତି ଇତିହାସ ତିଆରି କଲା ।

gt-winners

ପାଣ୍ଡ୍ୟା ହେଲେ IPL ଟ୍ରଫି ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ:

pandya ipl trophy

ଭାରତୀୟ ଅଧିନାୟକ ଭାବେ IPL ଟ୍ରଫି ଜିତିବାରେ ହାର୍ଦିକ୍‌ ପାଣ୍ଡ୍ୟା ଚତୁର୍ଥ ହୋଇଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି, ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମା ଆଇପିଏଲ୍‌ ଟ୍ରଫି ଜିତିଥିଲେ।

News Hub