ଦେଖନ୍ତୁ ଭିଡ଼ିଓ: କାହିଁକି ଲାଇଭ୍ ମ୍ୟାଚରେ ମୁକେଶ ଚୌଧୁରୀ ଉପରେ ବର୍ଷିଲେ ଧୋନି, କହିଲେ - ଟିକିଏ ମୁଣ୍ଡ ଖର୍ଚ କରି ବୋଲିଂ କର

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: କାହିଁକି ଲାଇଭ୍ ମ୍ୟାଚରେ ମୁକେଶ ଚୌଧୁରୀ ଉପରେ ବର୍ଷିଲେ ଧୋନି, କହିଲେ - ଟିକିଏ ମୁଣ୍ଡ ଖର୍ଚ କରି ବୋଲିଂ କର


କ୍ରିକେଟ୍ ଖବର : ଚେନ୍ନାଇ ସୁପର କିଙ୍ଗ୍ସ (CSK) ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୁକେଶ ଚୌଧୁରୀଙ୍କ ଉପରେ ମ୍ୟାଚ ମଝିରେ ହିଁ କ୍ରୋଧିତ ହେଲେ। ଏହି  ବାମହାତୀ ପେସର ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ମ୍ୟାଚରେ ଥିମା ପ୍ରଦର୍ଶନ କରିଥିଲେ।

ବାସ୍ତବରେ ହାଇଦ୍ରାବାଦକୁ ଶେଷ ଓଭରରେ ଜିତିବା ପାଇଁ 38 ରନ୍ ଆବଶ୍ୟକ ଥିଲା ଆଉ ମୁକେଶ ଶେଷ ଓଭର ବୋଲିଂ କରୁଥିଲେ। ଆଉ କାରିବିଆନ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରାନ୍ ପ୍ରଥମ ଦୁଇଟି ବଲ୍ ଯଥାକ୍ରମେ 6 ଏବଂ 4 ମାରିଥିଲେ ।  ଆଉ ଚାରି ନମ୍ବର ବଲ୍ ୱାଇଡ ଥିଲା। 

dhoni and mukesh

ଏହା ଉପରେ ମାହି, ମୁକେଶଙ୍କ ଉପରେ ରାଗି ଯାଇଥିଲେ।  ସେ ତାଙ୍କ ପାଖକୁ ଯାଇ ବହୁତ ସମୟ ତାଙ୍କୁ ବୁଝାଇଲେ। ଆଉ ଠିକ ଢଙ୍ଗରେ ବଲ୍ ପକାଇବାକୁ କହିଥିଲେ। ଶେଷରେ ଏହି ଲାଷ୍ଟ ଓଭରରେ 24 ରନ ବ୍ୟୟ କଲେ ମୁକେଶ। ଯଦି ଆଉ ଦୁଇ ତିନୋଟି ବଲ୍ ଯଦି ଅଧିକ ହୋଇଥାନ୍ତା ତେବେ ପୁରନ ହାଇଦ୍ରାବାଦକୁ ମ୍ୟାଚ ଜିତାଇ ପାରନ୍ତେ।

ତେବେ ଧୋନି ଯେତେବେଳେ ମୁକେଶକୁ ପାଟି କରି ବୁଝାଉଥିଲେ ସେତେବେଳେ ଏହି ମୁହୂର୍ତ୍ତର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। 

News Hub