ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ, ଜାଣନ୍ତୁ ମୋଟ ଦର୍ଶକ ସଂଖ୍ୟା କେତେ…

  1. Home
  2. Cric Special

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ, ଜାଣନ୍ତୁ ମୋଟ ଦର୍ଶକ ସଂଖ୍ୟା କେତେ…

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍ ସ୍ଥାନୀୟ ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ ରେ ବିଶ୍ୱର ପ୍ରଥମ ଥର ପାଇଁ ଏକ ମହିଳା କ୍ରିକେଟ ମ୍ୟାଚ ଦେଖିବା ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିବାକୁ ମିଳିଛି, ଏହି ଫାଇନାଲ ମ୍ୟାଚ …


ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ, ଜାଣନ୍ତୁ ମୋଟ ଦର୍ଶକ ସଂଖ୍ୟା କେତେ…

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ସ୍ଥାନୀୟ ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ ରେ ବିଶ୍ୱର ପ୍ରଥମ ଥର ପାଇଁ ଏକ ମହିଳା କ୍ରିକେଟ ମ୍ୟାଚ ଦେଖିବା ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିବାକୁ ମିଳିଛି, ଏହି ଫାଇନାଲ ମ୍ୟାଚ ରେ ମୋଟ ୮୬,୧୭୬ ଜଣ ଦର୍ଶକ ବା ଖେଳ ପ୍ରେମୀ ଦେଖିବାକୁ ଷ୍ଟାଡିୟମ ରେ ଉପସ୍ଥିତ ଥିଲେ ।

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ, ଜାଣନ୍ତୁ ମୋଟ ଦର୍ଶକ ସଂଖ୍ୟା କେତେ…

ଏତେ ମାତ୍ରାରେ ଦର୍ଶକ ପ୍ରଥମ ଥର ପାଇଁ କୌଣସି ଏକ ମହିଳା କ୍ରିକେଟ ମ୍ୟାଚ ଦେଖିବା ପାଇଁ ଯାଇଥିବା ବିଶ୍ୱରେ ପ୍ରଥମ ଘଟଣା ଥିଲା, ଏବଂ ଏହି ଫାଇନାଲ ମ୍ୟାଚ ରେ ଭାରତ କୁ ଅଷ୍ଟ୍ରେଲିଆ ଦଳ ବୃହତ୍‌ ୮୫ ରନରେ ହରେଇ ପଞ୍ଚମ ଥର ପାଇଁ ବିଶ୍ୱ କପ ବିଜୟୀ ହୋଇଥିଲା ।

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ଦର୍ଶକ, ଜାଣନ୍ତୁ ମୋଟ ଦର୍ଶକ ସଂଖ୍ୟା କେତେ…

ଏହାସହ ଅଷ୍ଟ୍ରେଲିଆ ନିର୍ଧାରିତ ୨୦ ଓଭର ରେ ୪ ଉଇକେଟ ବିନିମୟରେ ୧୮୫ ରନର ବିଶାଳ ସ୍କୋର ସହ ବିଶ୍ୱକପ ଫାଇନାଲ ରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ କରିଥିଲା ।