ଆଇପିଏଲ୍‌ ଏପ୍ରିଲ ୧୫ କୁ ସ୍ଥଗିତ କରିବା ପରେ ଘରକୁ ଫେରି ସୁରେଶ ରାଇନା ଟ୍ୱିଟର ରେ ଏକ ଫୋଟ ସେୟାର କରି କହିଲେ ଏମିତି…

  1. Home
  2. Cric Special

ଆଇପିଏଲ୍‌ ଏପ୍ରିଲ ୧୫ କୁ ସ୍ଥଗିତ କରିବା ପରେ ଘରକୁ ଫେରି ସୁରେଶ ରାଇନା ଟ୍ୱିଟର ରେ ଏକ ଫୋଟ ସେୟାର କରି କହିଲେ ଏମିତି…

ମାର୍ଚ୍ଚ ୨୯ ରେ ଆଇପିଏଲର ଉଦଘାଟନୀ ମ୍ୟାଚରେ ୱାନକେଡେ ଷ୍ଟାଡିୟମରେ ସିଏସକେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାର କାର୍ଯ୍ୟକ୍ରମ ଥିଲା ହେଲେ କିନ୍ତୁ କରୋନାଭାଇରସ୍ ମହାମାରୀର ପ୍ରସାରକୁ ନେଇ ଏହାକୁ ଏପ୍ରିଲ ୧୫ କୁ ସ୍ଥଗିତ ରଖାଯାଇଛି ଏବଂ ଏପ୍ରିଲ୍ ୧୫ ପରେ ପରିସ୍ଥିତି ଦେଖିବା ପରେ କାର୍ଯ୍ୟସୂଚୀ ସ୍ଥିର କରାଯାଇପାରେ ବୋଲି ଆଇପିଏଲ ଫ୍ରାଞ୍ଚାଇଜ ସ୍ପଷ୍ଟ …


ଆଇପିଏଲ୍‌ ଏପ୍ରିଲ ୧୫ କୁ ସ୍ଥଗିତ କରିବା ପରେ ଘରକୁ ଫେରି ସୁରେଶ ରାଇନା ଟ୍ୱିଟର ରେ ଏକ ଫୋଟ ସେୟାର କରି କହିଲେ ଏମିତି…

ମାର୍ଚ୍ଚ ୨୯ ରେ ଆଇପିଏଲର ଉଦଘାଟନୀ ମ୍ୟାଚରେ ୱାନକେଡେ ଷ୍ଟାଡିୟମରେ ସିଏସକେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାର କାର୍ଯ୍ୟକ୍ରମ ଥିଲା ହେଲେ କିନ୍ତୁ କରୋନାଭାଇରସ୍ ମହାମାରୀର ପ୍ରସାରକୁ ନେଇ ଏହାକୁ ଏପ୍ରିଲ ୧୫ କୁ ସ୍ଥଗିତ ରଖାଯାଇଛି ଏବଂ ଏପ୍ରିଲ୍ ୧୫ ପରେ ପରିସ୍ଥିତି ଦେଖିବା ପରେ କାର୍ଯ୍ୟସୂଚୀ ସ୍ଥିର କରାଯାଇପାରେ ବୋଲି ଆଇପିଏଲ ଫ୍ରାଞ୍ଚାଇଜ ସ୍ପଷ୍ଟ କରିଥିଲା ।

ଆଇପିଏଲ୍‌ ଏପ୍ରିଲ ୧୫ କୁ ସ୍ଥଗିତ କରିବା ପରେ ଘରକୁ ଫେରି ସୁରେଶ ରାଇନା ଟ୍ୱିଟର ରେ ଏକ ଫୋଟ ସେୟାର କରି କହିଲେ ଏମିତି…

ସୂଚନା ଯୋଗ୍ୟ ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଜୋରଦାର୍‌ ଅଭ୍ୟାସ କରୁଥିବା ଧୋନି ବର୍ତମାନ ଘରକୁ ଫେରିଛନ୍ତି କାହିଁକିନା ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ସ୍ଥଗିତ ରଖାଯାଇଛି । ହାପୂର୍ବରୁ ଇଣ୍ଡିଆ ଓପନର୍ ତଥା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ସୋସିଆଲ ମିଡିଆ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସଚେତନ ଉପରେ କହିଥିଲେ ଥିଲେ।

ଆଇପିଏଲ୍‌ ଏପ୍ରିଲ ୧୫ କୁ ସ୍ଥଗିତ କରିବା ପରେ ଘରକୁ ଫେରି ସୁରେଶ ରାଇନା ଟ୍ୱିଟର ରେ ଏକ ଫୋଟ ସେୟାର କରି କହିଲେ ଏମିତି…

ଏବଂ ବର୍ତମାନ ମଧ୍ୟ ଦେଶର ବିଭିନ୍ନ ରାଜ୍ୟଗୁଡିକର ସରକାର ଲୋକମାନଙ୍କୁ ସମାବେଶରୁ ଦୂରେଇ ରହିବା ପାଇଁ ବିଦ୍ୟାଳୟ, ମଲ୍, ସିନେମା ହଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ବ୍ୟତୀତ ସାମାଜିକ ଦୂରତା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପରିପେକ୍ଷୀରେ ସୋମବାର ଦିନ ସୁରେଶ ରାଇନା କରୋନାଭାଇରସ ସହ ଜଡିତ ଭୁଲ ତଥ୍ୟ ବିସ୍ତାର ନକରିବା ଏବଂ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କୁ ଅଣଦେଖା ନ କରିବା କୁ ଚେତାବନୀ ମଧ୍ୟ ଦେଇଛନ୍ତି।