ହେରୋଇନ୍ ରଖିଥିବା ଅପରାଧରେ ଗିରଫ ହେବା ପରେ ଏବେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ କଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

  1. Home
  2. Cric Special

ହେରୋଇନ୍ ରଖିଥିବା ଅପରାଧରେ ଗିରଫ ହେବା ପରେ ଏବେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ କଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

ଡାହାଣହାତୀ ବୋଲର ତାଙ୍କୁ କାର୍ ଚଳାଇ ଯାଉଥିଲା ବେଳେ ରବିବାର ପୁଲିସ ଅଟକାଇଥିଲା,ସେତେବେଳେ ତାଙ୍କ ପାଖରେ ୨ ଗ୍ରାମ୍ ଓଜନର ନିଶାଦ୍ରବ୍ୟ ରଖିଥିବା ପୁଲିସ ସନ୍ଧାନ ପାଇଥିଲା ଫଳରେ ତାଙ୍କୁ ନାର୍କୋଟିକ୍ ରଖିବା ଅଭିଯୋଗରେ 23 ମଇରେ ଗିରଫ କରାଯାଇଥିଲା। ଉତ୍ତର-ପଶ୍ଚିମ ପ୍ରଦେଶର କୁଲିଆପିଟିଆର ମାଜିଷ୍ଟ୍ରେଟ୍ ତାଙ୍କୁ 2 ଜୁନ୍ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ …


ହେରୋଇନ୍ ରଖିଥିବା ଅପରାଧରେ ଗିରଫ ହେବା ପରେ ଏବେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ କଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

ଡାହାଣହାତୀ ବୋଲର ତାଙ୍କୁ କାର୍‌ ଚଳାଇ ଯାଉଥିଲା ବେଳେ ରବିବାର ପୁଲିସ ଅଟକାଇଥିଲା,ସେତେବେଳେ ତାଙ୍କ ପାଖରେ ୨ ଗ୍ରାମ୍‌ ଓଜନର ନିଶାଦ୍ରବ୍ୟ ରଖିଥିବା ପୁଲିସ ସନ୍ଧାନ ପାଇଥିଲା ଫଳରେ ତାଙ୍କୁ ନାର୍କୋଟିକ୍ ରଖିବା ଅଭିଯୋଗରେ 23 ମଇରେ ଗିରଫ କରାଯାଇଥିଲା। ଉତ୍ତର-ପଶ୍ଚିମ ପ୍ରଦେଶର କୁଲିଆପିଟିଆର ମାଜିଷ୍ଟ୍ରେଟ୍ ତାଙ୍କୁ 2 ଜୁନ୍ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ହେରୋଇନ୍ ରଖିଥିବା ଅପରାଧରେ ଗିରଫ ହେବା ପରେ ଏବେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ କଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

ନିଜ ପାଖରେ ହେରୋଇନ୍‌ ମହଜୁଦ୍‌ ରଖିଥିବା ଅପରାଧରେ ଗିରଫ ହେବାର ଦୁଇ ଦିନ ପରେ ସିଂହଳୀ ବୋର୍ଡ ତାଙ୍କୁ ନିଲମ୍ବିତ କରିଛି। ହେଲେ ବର୍ତମାନ ଦ୍ରୁତ ବୋଲର ସେହାନ୍‌ ମଦୁଶଙ୍କାଙ୍କୁ ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ ମଧ୍ୟ କରିଛି।

ହେରୋଇନ୍ ରଖିଥିବା ଅପରାଧରେ ଗିରଫ ହେବା ପରେ ଏବେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ କଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

ଏସସିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆସଲେ ଡିସିଲଭା କହିଥିଲେ ଯେ ଆମକୁ ଏ ବିଷୟରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇ ନାହିଁ। ସେ ଜଣେ ଚୁକ୍ତିଭିତ୍ତିକ ଖେଳାଳି, ଯଦି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ଆମେ ତାଙ୍କ ଚୁକ୍ତିନାମା ବାତିଲ କରିବାକୁ ପଦକ୍ଷେପ ନେବୁ ପୂର୍ବରୁ କହିଥିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ।