ସଚିନ୍-ସେହୱାଗ୍ ଯୋଡି ଙ୍କୁ ଏହି କାରଣ ପାଇଁ ବର୍ତମାନ ଦେଖିପାରିବେ ନାହିଁ ଦର୍ଶକ,ଏନେଇ ଜାଣନ୍ତୁ ସଚିନ୍ କଣ କହିଲେ

  1. Home
  2. Cric Special

ସଚିନ୍-ସେହୱାଗ୍ ଯୋଡି ଙ୍କୁ ଏହି କାରଣ ପାଇଁ ବର୍ତମାନ ଦେଖିପାରିବେ ନାହିଁ ଦର୍ଶକ,ଏନେଇ ଜାଣନ୍ତୁ ସଚିନ୍ କଣ କହିଲେ

ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ୍ ବଳକା ୭ ଟି ମ୍ୟାଚ ବର୍ତମାନ କରୋନା ଭାଇରସ ଭୟ ହେତୁ ଆୟୋଜକମାନେ ଏହି ଲିଗକୁ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ପରିସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ସିରିଜ କୁ ବନ୍ଦ କରିଦିଆଯାଇଛି । ସ୍ଥିତି ସ୍ୱାଭାବିକ ହେବ ଏବଂ …


ସଚିନ୍-ସେହୱାଗ୍ ଯୋଡି ଙ୍କୁ ଏହି କାରଣ ପାଇଁ ବର୍ତମାନ ଦେଖିପାରିବେ ନାହିଁ ଦର୍ଶକ,ଏନେଇ ଜାଣନ୍ତୁ ସଚିନ୍ କଣ କହିଲେ

ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ ବଳକା ୭ ଟି ମ୍ୟାଚ ବର୍ତମାନ କରୋନା ଭାଇରସ ଭୟ ହେତୁ ଆୟୋଜକମାନେ ଏହି ଲିଗକୁ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ପରିସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ସିରିଜ କୁ ବନ୍ଦ କରିଦିଆଯାଇଛି । ସ୍ଥିତି ସ୍ୱାଭାବିକ ହେବ ଏବଂ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ରେ ଏହି ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି ।

ସଚିନ୍-ସେହୱାଗ୍ ଯୋଡି ଙ୍କୁ ଏହି କାରଣ ପାଇଁ ବର୍ତମାନ ଦେଖିପାରିବେ ନାହିଁ ଦର୍ଶକ,ଏନେଇ ଜାଣନ୍ତୁ ସଚିନ୍ କଣ କହିଲେ

ଏହି ପରିପ୍ରେକ୍ଷୀରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟ ସ୍ଥଗିତ ରଖିବା ଠିକ୍ ନିଷ୍ପତ୍ତି। ସଡକ ସୁରକ୍ଷା ଉପରେ ଖେଳାଯାଉଥିବା ସିରିଜକୁ ସ୍ଥଗିତ ରଖିବା ଦୁର୍ଭାଗ୍ୟଜନକ, କିନ୍ତୁ ଏହା ଏକ ସଠିକ୍ ନିଷ୍ପତ୍ତି । ଆମେ ସମସ୍ତେ ଆଶା କରୁଛୁ ଯେ କରୋନାଭାଇରସ୍ ବ୍ୟାପିବାରେ ଏହା ସହାୟକ ପଦକ୍ଷେପ ।

ସଚିନ୍-ସେହୱାଗ୍ ଯୋଡି ଙ୍କୁ ଏହି କାରଣ ପାଇଁ ବର୍ତମାନ ଦେଖିପାରିବେ ନାହିଁ ଦର୍ଶକ,ଏନେଇ ଜାଣନ୍ତୁ ସଚିନ୍ କଣ କହିଲେ

ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ ରେ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଥିଲା, ଏହି ମ୍ୟାଚ ରେ ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ କୈଫ ୪୬ ରନ୍‌ ଫଳରେ ୧୮.୪ ଓଭରରେ ୫ ଉଇକେଟ ହରେଇ ଲକ୍ଷ ହାସଲ କରିନେଇଥିଲା ।