ସଞ୍ଜୟ ମଞ୍ଜରେକର ଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ୍‌ ଦେବା ପରେ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା

  1. Home
  2. Cric Special

ସଞ୍ଜୟ ମଞ୍ଜରେକର ଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ୍‌ ଦେବା ପରେ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା

ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ ଦେଇଥିଲା ଫଳରେ ଧର୍ମଶାଳାରେ ଖେଳାଯିବାକୁ ଥିବା ଏକଦିବସୀୟ ମ୍ୟାଚ ରେ ସୁନୀଲ ଗାଭାସ୍କର, ଏଲ. ସିଭରାମକ୍ରିଷ୍ଣନ ଓ ମୁରଲୀ କାର୍ତ୍ତିକ ଉପସ୍ଥିତ ଥିବା ବେଳେ ସଞ୍ଜୟ ମଞ୍ଜରେକର ଉପସ୍ଥିତ ନଥିଲେ । ଏହା ପୂର୍ବରୁ ସଞ୍ଜୟ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ …


ସଞ୍ଜୟ ମଞ୍ଜରେକର ଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ୍‌ ଦେବା ପରେ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା

ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ ଦେଇଥିଲା ଫଳରେ ଧର୍ମଶାଳାରେ ଖେଳାଯିବାକୁ ଥିବା ଏକଦିବସୀୟ ମ୍ୟାଚ ରେ ସୁନୀଲ ଗାଭାସ୍କର, ଏଲ. ସିଭରାମକ୍ରିଷ୍ଣନ ଓ ମୁରଲୀ କାର୍ତ୍ତିକ ଉପସ୍ଥିତ ଥିବା ବେଳେ ସଞ୍ଜୟ ମଞ୍ଜରେକର ଉପସ୍ଥିତ ନଥିଲେ ।

ସଞ୍ଜୟ ମଞ୍ଜରେକର ଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ୍‌ ଦେବା ପରେ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା

ଏହା ପୂର୍ବରୁ ସଞ୍ଜୟ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଗଣମାଧ୍ୟମରେ ଚର୍ଚ୍ଚା ର ବିଷୟ ପାଲଟିଥିଲେ । ଏଭଲିକି ଗତବର୍ଷ ମଧ୍ୟ ପିଙ୍କ୍‌ ବଲ ଟେଷ୍ଟବେଳେ ହର୍ଶା ଭୋଗଲେଙ୍କ ସହ ଯୁକ୍ତିତର୍କ ହେବାର ନଜରକୁ ଆସିଥିଲା ।

ସଞ୍ଜୟ ମଞ୍ଜରେକର ଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ୍‌ ଦେବା ପରେ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା

ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ବାଦ ପଡିବା ପରେ ଏଭଳି ଏକ ଟ୍ୱିଟ କରି ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେୟାର କରିଛନ୍ତି ।