ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

  1. Home
  2. Cric Special

ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

କ୍ରିକେଟ୍ ଖବର : କ୍ରିକେଟ ଖେଳରେ ଶୂନ ରନରେ ଆଉଟ୍ ହେବା ସେହି କ୍ରିକେଟରଙ୍କ ପାଇଁ ଏକ ଲଜ୍ଜିତ କଥା। ଆଉ ଯଦି ଜଣେ କ୍ରିକେଟର ବେଶୀ କିମ୍ବା ଗୋଟିଏ ରୁ ଦୁଇଟି ବଲ ଖେଳି ଆଉଟ୍ ହୋଇଯାଏ ତେବେ ତ କଥା ସରିଲା। ଅନେକ କ୍ରିକେଟ୍ ପ୍ରେମୀ ସେହି କ୍ରିକେଟରଙ୍କ ବିଷୟରେ ଅନେକ କଥା …


ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ  ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

କ୍ରିକେଟ୍ ଖବର : କ୍ରିକେଟ ଖେଳରେ ଶୂନ ରନରେ ଆଉଟ୍ ହେବା ସେହି କ୍ରିକେଟରଙ୍କ ପାଇଁ ଏକ ଲଜ୍ଜିତ କଥା। ଆଉ ଯଦି ଜଣେ କ୍ରିକେଟର ବେଶୀ କିମ୍ବା ଗୋଟିଏ ରୁ ଦୁଇଟି ବଲ ଖେଳି ଆଉଟ୍ ହୋଇଯାଏ ତେବେ ତ କଥା ସରିଲା। ଅନେକ କ୍ରିକେଟ୍ ପ୍ରେମୀ ସେହି କ୍ରିକେଟରଙ୍କ ବିଷୟରେ ଅନେକ କଥା କହିବେ। ଆଉ ଯଦି କୌଣସି ବଡ଼ ଖେଳାଳି ଶୂନ ରନରେ ଆଉଟ୍ ହୁଏ ତେବେ ତାଙ୍କୁ ଆମେ ଟ୍ରୋଲ୍ କରିବା ପାଇଁ ପଛେଇ ନ ଥାଉ। କିନ୍ତୁ କଣ ଆପଣ ଜାଣିଛନ୍ତି ବିଶ୍ୱ କ୍ରିକେଟରେ ଏମିତି ବି କିଛି କ୍ରିକେଟ୍ ଖେଳାଳି ଅଛନ୍ତି ଯେଉଁମାନେକି କେବେବି ଶୁନ ରନରେ ଆଉଟ୍ ହୋଇନାହାନ୍ତି। ତେବେ ଆଜି ଆମେ ଏପରି ୪ ଜଣ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ କି ବିଶ୍ୱ କ୍ରିକେଟରେ କେବେବି ଶୁନ ରନରେ ଆଉଟ୍ ହୋଇନାହାନ୍ତି।

୧) ବ୍ରେଣ୍ଡନ୍ ନେଶ୍ :

ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ  ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ଏପରି କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯାହାର ନାମ ଟି-୨୦ କ୍ରିକେଟ୍ ରେ ବହୁତ ଥର ଆଲୋଚନାର କେନ୍ଦ୍ରବିନ୍ଦୁ ସାଜନ୍ତି। ଗୋଟିଏ ପକ୍ଷରେ ୱେଷ୍ଟଇଣ୍ଡିଜ୍ ଦଳରେ ଅନେକ ମହାନ ବ୍ୟାଟ୍ସମ୍ୟାନ୍ ରହିଛନ୍ତି, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇଁ ୪୦ ଟି ଇନିଂସ ଖେଳିଥିବା ବ୍ରେଣ୍ଡନ୍ ନେଶ୍ ଟିକେ ଭିନ୍ନ। ସେ ୱେଷ୍ଟଇଣ୍ଡିଜ୍ ପାଇଁ ୨୧ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଆଉ ସେ କେବେବି ଶୂନ ରନ୍ ସ୍କୋର କରି ଆଉଟ୍ ହୋଇନାହାଁନ୍ତି। ଏହା ଏକ ସ୍ବତନ୍ତ୍ର ରେକର୍ଡ ହୋଇ ରହିଛି।

୨) ଜ୍ୟାକ୍ ରୁଡଲ୍ଫ୍ :

ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ  ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ ରୁଡଲ୍ଫ୍ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍। ଜ୍ୟାକ୍ ରୁଡଲ୍ଫ୍ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଦୀର୍ଘ ବର୍ଷ ଧରି କ୍ରିକେଟ୍ ଖେଳିଛନ୍ତି। ଏହି ସମୟରେ ସେ ODI କ୍ରିକେଟ୍ ରେ ମଧ୍ୟ କିଛି ମ୍ୟାଚ୍ ଖେଳିଛନ୍ତି। ତାଙ୍କ ସମୟରେ ODI କ୍ରିକେଟ୍ ରେ ରୁଡଲ୍ଫ୍ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳ ପାଇଁ ୪୫ ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହି 45 ଟି ODI ମ୍ୟାଚରେ ରୁଦ୍ରଲ୍ଫ ୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ, ସେ ଶୂନ ରନ୍ ସ୍କୋରରେ କେବେବି ଆଉଟ୍ ହୋଇନାହାନ୍ତି। ODI କ୍ୟାରିୟରରେ ସେ ଥରେ ମଧ୍ୟ ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି।

୩) କେପଲର ୱେସେଲ :

ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ  ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

ଯଦି ବିଶ୍ୱ କ୍ରିକେଟକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ପ୍ରତ୍ୟାବର୍ତ୍ତନରେ କିଏ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସେ ହେଲେ କେପଲର ୱେସେଲ । ତାଙ୍କ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଗର୍ବିତ। ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଲୋକଲୋଚନକୁ ଆଣିଛନ୍ତି କେପଲର। ତାଙ୍କୁ ସବୁଶ୍ରେୟ ଦିଆଯାଏ। ତେବେ ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ କେପଲର ୱେସେଲ ୧୯୯୨ ମସିହାରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ହୋଇଥିଲେ। ୱେସେଲ୍ସ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ପାଇଁ ବହୁତ ଭଲ କାମ କରିଛନ୍ତି। ସେ ଏହି ଦଳ ପାଇଁ ୧୦୯ ଟି ଦିନିକିଆ ଖେଳିଥିଲେ କିନ୍ତୁ ସେ କେବେବି ଶୁନ ରନରେ ଆଉଟ୍ ହୋଇନାହାନ୍ତି।

୪) ଯଶପାଲ ଶର୍ମା :

ଆନ୍ତର୍ଜାତୀୟ କ୍ରିକେଟ୍ ରେ, ଏହି ୪ ଜଣ  ବ୍ୟାଟ୍ସମ୍ୟାନ୍ କେବେବି ଶୂନ ସ୍କୋରରେ ଆଉଟ୍ ହୋଇନାହାନ୍ତି, ନମ୍ବର ୪ ଖେଳାଳି ତ ଭାରତର…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଯଶପାଲ ଶର୍ମା କିଛି ବର୍ଷ ଧରି ଭାରତୀୟ ଦଳ ପାଇଁ ବହୁତ ମ୍ୟାଚ ଖେଳିଛନ୍ତି। ୟଶପାଲ ଶର୍ମା ଭାରତ ପାଇଁ ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ସେ କ୍ରିକେଟ୍ ବିଶେଷଜ୍ଞ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଛନ୍ତି। ବ୍ୟାଟ୍ସମ୍ୟାନ୍ ଭାବରେ ସେ ଭାରତ ପାଇଁ ୪୨ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ, ଯଶପାଲ ଶର୍ମାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସେ କେବେବି ଶୂନ ରନ୍ ସ୍କୋରରେ ଆଉଟ୍ ହୋଇନାହାନ୍ତି।