ମ୍ୟାକଗ୍ରାଥ ଙ୍କୁ ପଚରାଗଲା ଲାରା ଏବଂ ସଚିନଙ୍କ ମଧ୍ୟରୁ କାହାକୁ ଆଉଟ କରିବା ଅଧିକ କଷ୍ଟ ଥିଲା, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

  1. Home
  2. Cric Special

ମ୍ୟାକଗ୍ରାଥ ଙ୍କୁ ପଚରାଗଲା ଲାରା ଏବଂ ସଚିନଙ୍କ ମଧ୍ୟରୁ କାହାକୁ ଆଉଟ କରିବା ଅଧିକ କଷ୍ଟ ଥିଲା, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ଦଳର ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରାଥ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଚିନ୍ ତେନ୍ଦୁଲକରଙ୍କ ଅପେକ୍ଷା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ଆଉଟ କରିବା ଅଧିକ କଷ୍ଟସାଧ୍ୟ। ସାକ୍ଷାତକାରରେ ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ଗ୍ଲେନ୍ ମ୍ୟାକଗ୍ରା ଉତ୍ତର ଦେଇଥିଲେ। ତେବେ ଆସନ୍ତୁ ଜାଣିବା ସେ ଦେଇଥିବା କିଛି ପ୍ରଶ୍ନର ଉତର …


ମ୍ୟାକଗ୍ରାଥ ଙ୍କୁ ପଚରାଗଲା ଲାରା ଏବଂ ସଚିନଙ୍କ ମଧ୍ୟରୁ କାହାକୁ ଆଉଟ କରିବା ଅଧିକ କଷ୍ଟ ଥିଲା, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ଦଳର ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରାଥ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଚିନ୍ ତେନ୍ଦୁଲକରଙ୍କ ଅପେକ୍ଷା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ଆଉଟ କରିବା ଅଧିକ କଷ୍ଟସାଧ୍ୟ। ସାକ୍ଷାତକାରରେ ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ଗ୍ଲେନ୍ ମ୍ୟାକଗ୍ରା ଉତ୍ତର ଦେଇଥିଲେ। ତେବେ ଆସନ୍ତୁ ଜାଣିବା ସେ ଦେଇଥିବା କିଛି ପ୍ରଶ୍ନର ଉତର ବିଷୟରେ,

ମ୍ୟାକଗ୍ରାଥ ଙ୍କୁ ପଚରାଗଲା ଲାରା ଏବଂ ସଚିନଙ୍କ ମଧ୍ୟରୁ କାହାକୁ ଆଉଟ କରିବା ଅଧିକ କଷ୍ଟ ଥିଲା, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ଯେତେବେଳେ ଗ୍ଲେନ୍ ମ୍ୟାକଗ୍ରାଥଙ୍କୁ ସଚିନ୍ ଏବଂ ବ୍ରାଏନ୍ ଲାରାଙ୍କ ମଧ୍ୟରୁ ଗୋଟିଏ ବାଛିବା ପାଇଁ କୁହାଗଲା, ସେ କହିଥିଲେ ଯେ ଗୋଟିଏ ବାଛିବା ବହୁତ କଷ୍ଟକର କିନ୍ତୁ ମୁଁ ତଥାପି ବ୍ରାଏନ୍ ଲାରାଙ୍କୁ ବାଛିବି କାରଣ ପଡ଼ିଆରେ ତାଙ୍କୁ ଆଉଟ କରିବା ସଚିନ୍ ତେନ୍ଦୁଲକରଙ୍କ ଠାରୁ ଅଧିକ କଷ୍ଟସାଧ୍ୟ ଥିଲା ।

ମ୍ୟାକଗ୍ରାଥ ଙ୍କୁ ପଚରାଗଲା ଲାରା ଏବଂ ସଚିନଙ୍କ ମଧ୍ୟରୁ କାହାକୁ ଆଉଟ କରିବା ଅଧିକ କଷ୍ଟ ଥିଲା, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ସେ କହିଛନ୍ତି ଯେ ଉଭୟ ସଚିନ୍ ଏବଂ ବ୍ରାଏନ୍ ଲାରା ଦୁହେଁ ବହୁତ ପ୍ରତିଭା ଶାଳୀ ଖେଳାଳି ତେଣୁ ସେମାନଙ୍କୁ ବୋଲିଂ କରିବା ଏତେ ସହଯ ସହଜ ମଧ୍ୟ ନଥିଲା। ବିଶ୍ୱର ଏହି ୩ ଜଣ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡ ତାଙ୍କ ସ୍ବପ୍ନର ହ୍ୟାଟ୍ରିକ ନେବେ ବୋଲି ଏକ ପତ୍ରକାର ର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।

ମ୍ୟାକଗ୍ରାଥ ଙ୍କୁ ପଚରାଗଲା ଲାରା ଏବଂ ସଚିନଙ୍କ ମଧ୍ୟରୁ କାହାକୁ ଆଉଟ କରିବା ଅଧିକ କଷ୍ଟ ଥିଲା, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ଗ୍ଲେନ୍ ମ୍ୟାକଗ୍ରାଥ କହିଛନ୍ତି ଯେ ବ୍ୟାଟ୍ସମ୍ୟାନ୍ଙ୍କ ଅପେକ୍ଷା ବୋଲରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ଏମିତିକି କ୍ରମାଗତ ଖେଳିବା ପାଇଁ ଦ୍ରୁତ ବୋଲରମାନେ ଅତ୍ୟଧିକ କଠିନ ପରିଶ୍ରମ ଆବଶ୍ୟକ କରଥାନ୍ତି ।

News Hub