ଭାରତୀୟ ଦଳର ପୂର୍ବତମ କ୍ରିକେଟର ଯୁବରାଜ ସିଂ ମଧ୍ୟ PM-CARES fund କୁ ଦାନ କଲେ ଏତେ ଲକ୍ଷ ଟଙ୍କା

  1. Home
  2. Cric Special

ଭାରତୀୟ ଦଳର ପୂର୍ବତମ କ୍ରିକେଟର ଯୁବରାଜ ସିଂ ମଧ୍ୟ PM-CARES fund କୁ ଦାନ କଲେ ଏତେ ଲକ୍ଷ ଟଙ୍କା

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା …


ଭାରତୀୟ ଦଳର ପୂର୍ବତମ କ୍ରିକେଟର ଯୁବରାଜ ସିଂ ମଧ୍ୟ PM-CARES fund କୁ ଦାନ କଲେ ଏତେ ଲକ୍ଷ ଟଙ୍କା

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି।

ଭାରତୀୟ ଦଳର ପୂର୍ବତମ କ୍ରିକେଟର ଯୁବରାଜ ସିଂ ମଧ୍ୟ PM-CARES fund କୁ ଦାନ କଲେ ଏତେ ଲକ୍ଷ ଟଙ୍କା

ଏମିତିକି ଭାରତୀୟ ପୂର୍ବତମ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି, ଏବଂ ଟ୍ୱିଟ କରି ଏହା ମଧ୍ୟ କହିଛନ୍ତି ଯେ ଏହି ମହାମାରୀକୁ ରୋକିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ ଏବଂ ସମସ୍ତେ କିଛି ପରିମାଣରେ ଦାନ କରିବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି।

ଭାରତୀୟ ଦଳର ପୂର୍ବତମ କ୍ରିକେଟର ଯୁବରାଜ ସିଂ ମଧ୍ୟ PM-CARES fund କୁ ଦାନ କଲେ ଏତେ ଲକ୍ଷ ଟଙ୍କା

ଏବଂ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ମଧ୍ୟ ରବିବାର ରାତି ୯ଟାରେ ଦୀପ ମଧ୍ୟ ଜଳାଇଥିଲେ।