କରୋନାଭାଇରସ୍ ସଂକ୍ରମଣ ଫଳରେ ଇଲଣ୍ଡରେ ଏହି କ୍ରିକେଟ୍ କ୍ଲବର ଚେୟାରମ୍ୟାନ୍ ଙ୍କ ଗଲା ଜୀବନ…

  1. Home
  2. Cric Special

କରୋନାଭାଇରସ୍ ସଂକ୍ରମଣ ଫଳରେ ଇଲଣ୍ଡରେ ଏହି କ୍ରିକେଟ୍ କ୍ଲବର ଚେୟାରମ୍ୟାନ୍ ଙ୍କ ଗଲା ଜୀବନ…

କରୋନାଭାଇରସ୍ କାରଣରୁ ଲଙ୍କାସାୟର କ୍ରିକେଟ୍ କ୍ଲବ୍ର ଚେୟାରମ୍ୟାନ୍ ଡେଭିଡ୍ ହୋଡ୍କକିସ୍ (David Hodgkiss) ଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି,ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ପ୍ରାୟ ୨୨ ବର୍ଷ ଧରି ଓଲ୍ଡ ଟ୍ରାଫର୍ଡରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ୧୯୯୮ ରେ ଏଥିରେ ଯୋଗ ଦେଇଥିଲେ ଏବଂ ଏପ୍ରିଲ୍ ୨୦୧୭ …


କରୋନାଭାଇରସ୍ ସଂକ୍ରମଣ ଫଳରେ ଇଲଣ୍ଡରେ ଏହି କ୍ରିକେଟ୍ କ୍ଲବର ଚେୟାରମ୍ୟାନ୍ ଙ୍କ ଗଲା ଜୀବନ…

କରୋନାଭାଇରସ୍ କାରଣରୁ ଲଙ୍କାସାୟର କ୍ରିକେଟ୍ କ୍ଲବ୍ର ଚେୟାରମ୍ୟାନ୍ ଡେଭିଡ୍ ହୋଡ୍କକିସ୍ (David Hodgkiss) ଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି,ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ପ୍ରାୟ ୨୨ ବର୍ଷ ଧରି ଓଲ୍ଡ ଟ୍ରାଫର୍ଡରେ ମଧ୍ୟ କାର୍ଯ୍ୟ କରିଥିଲେ।

କରୋନାଭାଇରସ୍ ସଂକ୍ରମଣ ଫଳରେ ଇଲଣ୍ଡରେ ଏହି କ୍ରିକେଟ୍ କ୍ଲବର ଚେୟାରମ୍ୟାନ୍ ଙ୍କ ଗଲା ଜୀବନ…

ସେ ୧୯୯୮ ରେ ଏଥିରେ ଯୋଗ ଦେଇଥିଲେ ଏବଂ ଏପ୍ରିଲ୍ ୨୦୧୭ ରେ ଏହାର ଚେୟାରମ୍ୟାନ୍ ହୋଇଥିଲେ। ସେ ପ୍ରଥମ କୋଷାଧ୍ୟକ୍ଷ ତଥା ଡେପୁଟି ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଲଙ୍କାସାୟର କ୍ରିକେଟ୍ କ୍ଲବ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାନିଏଲ୍ ଗିଡନୀ କହିଛନ୍ତି ଯେ ମୋର ମହାନ ବନ୍ଧୁଙ୍କୁ ହରାଇବା ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି,

କରୋନାଭାଇରସ୍ ସଂକ୍ରମଣ ଫଳରେ ଇଲଣ୍ଡରେ ଏହି କ୍ରିକେଟ୍ କ୍ଲବର ଚେୟାରମ୍ୟାନ୍ ଙ୍କ ଗଲା ଜୀବନ…

ଏବଂ ଇଂଲଣ୍ଡର କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ଆଶଲି ଯାଇଲ୍ସ କହିଛନ୍ତି ଯେ, ଲଙ୍କାସାୟର କ୍ରିକେଟ୍ ର ଚେୟାରମ୍ୟାନ୍ ଡେଭିଡ୍ ହୋଡ୍କକିସ୍ ଙ୍କ ମୃତ୍ୟୁରେ ମୁଁ ଦୁଖିତଃ ଏବଂ ସେ ଜଣେ ଅତି ସୁନ୍ଦର ଏବଂ ଭଲ ମଣିଷ ଯିଏ ସର୍ବଦା ସ୍ମରଣୀୟ ହେବ ବୋଲି କହିଛନ୍ତି ଏବଂ ସମସ୍ତେ ତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।