Asia Cup 2022 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା, ଦେଖନ୍ତୁ ଉଭୟ ଦଳର ପ୍ଲେଇଂ XI

  1. Home
  2. Cric Special

Asia Cup 2022 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା, ଦେଖନ୍ତୁ ଉଭୟ ଦଳର ପ୍ଲେଇଂ XI


କ୍ରିକେଟ୍ ଖବର : ଆଗାମୀ ଏସିଆ କପ୍ ପାଇଁ ଭାରତ ଏବଂ ପାକିସ୍ତାନ ହେଉଛନ୍ତି ପ୍ରଥମ ଦୁଇଟି ଦଳ ଯେଉଁମାନେ କି ନିଜ ନିଜର ଖେଳାଳି ତାଲିକା ଘୋଷଣା କରିଛନ୍ତି। ଚଳିତ ବର୍ଷର ଏସିଆ କପ୍ ଟୁର୍ନାମେଣ୍ଟ ଅଗଷ୍ଟ 27 ତାରିଖରୁ ଆରମ୍ଭ ହୋଇ 11 ସେପ୍ଟେମ୍ବରରେ ଏହାର ଫାଇନାଲ୍ ମ୍ୟାଚ ଖେଳାଯିବ। ତେବେ ଆସନ୍ତୁ ଥରେ ନଜର ପକାଇବା ଉଭୟ ଦଳର ଖେଳାଳି ତାଲିକା ଉପରେ। 

ଏସିଆ କପ୍ 2022 ଟୁର୍ନାମେଣ୍ଟରେ ଛଅଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଯାହା ଅଗଷ୍ଟ 27 ରୁ 11 ସେପ୍ଟେମ୍ବର ମଧ୍ୟରେ ୟୁଏଇରେ ଅନୁଷ୍ଠିତ ହେବ। ଆଉ ଭାରତ ଏବଂ ପାକିସ୍ତାନ ଦଳ ଗୋଟିଏ ଗ୍ରୁପରେ ଅଛନ୍ତି । ଉଭୟ ଦଳ "ଗ୍ରୁପ ଏ"ରେ ରହିଛନ୍ତି। ସେହିପରି " ଗ୍ରୁପ ବି " ରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଦଳ ରହିଛନ୍ତି।

ଭାରତୀୟ ଦଳ :

Team-India-bumrah-out-asia-cup

ରୋହିତ ଶର୍ମା ( ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁମାର ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର।

ବ୍ୟାକ୍ ଅପ୍ ଭାରତୀୟ ଖେଳାଳି : ଶ୍ରେୟସ୍ ଆୟର, ଅକ୍ସର ପଟେଲ ଏବଂ ଦୀପକ ଚହର।, ଦୀପକ ହୁଡା, ଆର ଅଶ୍ୱିନ, ରବି ବିଷ୍ଣୁ, ଆବେଶ ଖାନ

ପାକିସ୍ତାନ ଦଳ :

pak team

ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଆସିଫ ଅଲି, ଫଖର ଜମାନ, ହାୟଦାର ଅଲି, ହରିସ ରାଉଫ, ଇଫ୍ଟିକର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍, ମହମ୍ମଦ ୱାସିମ୍ ଜନ୍, ନାସିମ୍ ଶାହା, ଶାହିନ୍ ଶାହା ଆଫ୍ରିଦି, ଶାହନାୱାଜ ଡାହାନି, ଉସମାନ କାଦିର।