ଦେଖନ୍ତୁ ଭିଡ଼ିଓ: କ୍ରିକେଟ ଗ୍ରାଉଣ୍ଡ ରେ ଫୁଟ ବଲ୍ ଖେଳିବା ପଡିଲା ଭାରି, ମୁଶଫିକୁର ରହୀମ ଏମିତି ଅଜବ ଢଙ୍ଗରେ ହେଲେ ଆଉଟ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: କ୍ରିକେଟ ଗ୍ରାଉଣ୍ଡ ରେ ଫୁଟ ବଲ୍ ଖେଳିବା ପଡିଲା ଭାରି, ମୁଶଫିକୁର ରହୀମ ଏମିତି ଅଜବ ଢଙ୍ଗରେ ହେଲେ ଆଉଟ

MushFiqur-Rahim-out


ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି, ଯାହାର ତୃତୀୟ ମ୍ୟାଚ୍ ଢାକା ର ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଛି । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିଥିଲା ।

ତେବେ ତୃତୀୟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ଖେଳାଯାଇଥିଲା । ମ୍ୟାଚ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ମୁଶଫିକୁର ରହୀମ ଆଉଟ ହୋଇଥିଲେ । ତାଙ୍କର ଏହି ୱିକେଟ୍ ର ଭିଡିଓ ଖୁବ୍ ଭାଇରାଲ୍ ହେଉଛି ।

ବଲ୍ ସହିତ ଫୁଟବଲ୍ ଖେଳିବା ମୁଶଫିକୁ ପଡିଥିଲା ଭାରି:

MushFiqur-Rahim-out

ବାସ୍ତବରେ ବାଂଲାଦେଶ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ତରଫରୁ 5 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମୁଶଫିକୁର ରହୀମଙ୍କ ଠାରୁ ବହୁତ ଆଶା ଥିଲା । କିନ୍ତୁ ଏହି ସମୟ ମଧ୍ୟରେ ସେ ନ୍ୟୁଜିଲାଣ୍ଡ ଦଳର ମାରାତ୍ମକ ବୋଲର ଲକି ଫର୍ଗୁସନ୍ ଙ୍କ ସମ୍ମୁଖରେ ଏକ ଅଜବ ଢଙ୍ଗରେ ଆଉଟ ହୋଇଥିଲେ ।

ଦେଖନ୍ତୁ ଭିଡ଼ିଓ:

ଏହି ପୂରା ଘଟଣା 15 ତମ ଓଭରରେ ଘଟିଥିଲା ​​ଯେତେବେଳେ ମୁଶଫିକୁର ଗୋଡ଼ରେ ବଲକୁ ଵିକେଟ କୁ ନ ବାଜିବା ପାଇଁ ଆଡଉ ଥିଲେ । କିନ୍ତୁ ବଲ୍ ୱିକେଟ୍ ବାଜିବା କଣ ତାଙ୍କର ଏହି ଭୁଲ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଏବଂ ସେ ନିଜେ ୱିକେଟ୍ ଉପରେ ପାଦ ଦେଇଥିଲେ ।