ବିଶ୍ୱକପ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସମ୍ବନ୍ଧ ରଖିବାକୁ ଦିଆଯିବ ସୁନ୍ଦରୀ ଝିଅ, କୋଚଙ୍କ ବୟାନ ଶୁଣି ତାଯୁବ ହେବେ ଆପଣ

  1. Home
  2. Cricket News

ବିଶ୍ୱକପ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସମ୍ବନ୍ଧ ରଖିବାକୁ ଦିଆଯିବ ସୁନ୍ଦରୀ ଝିଅ, କୋଚଙ୍କ ବୟାନ ଶୁଣି ତାଯୁବ ହେବେ ଆପଣ

wc 2023 girl


୨୦୨୩ ବିଶ୍ୱକପ୍ ପୁର୍ବରୁ କ୍ରିକେଟର ମାନଙ୍କୁ ଉପହାର ରେ ଦିଆଯିବ ସୁନ୍ଦରୀ ମହିଳା। ଯାହାକୁ ମନ ଭାରି ଉପଭୋଗ କରି ନିଜ ମନର ଉତ୍ତେଜନାକୁ କମ୍ କରିବେ କ୍ରିକେଟର। ୨୦୨୩ ବିଶ୍ଵକପ ଜିତିବାକୁ ହେଲେ ଏପରି କରିବାକୁ ହେବ ବୋଲି କହିଲେ ଖେଳର କୋଚ୍। କିଛି ଲୋକ ଏହାର ସପକ୍ଷରେ ରହିଥିବା ବେଳେ କିଛି ଲୋକ ଏହାର ବିରୋଧ କରିଛନ୍ତି।

ସମର୍ଥନ ଜଣାଉଥିବା ବ୍ୟକ୍ତି ମାନେ କହିଛନ୍ତି ଏପରି କରିବା ଦ୍ୱାରା ଖେଳାଳି ମାନଙ୍କର ମାନସିକ ଚାପକୁ କମ୍ କରାଯାଇ ପାରିବ। ଏବଂ ସେମାନେ ବିଶେଷ ଧ୍ୟାନର ସହ ମ୍ୟାଚ୍ ଖେଳି ଜିତିପାରିବେ।

wc 2023

୨୦୧୧ ବିଶ୍ୱକପ୍ ସମୟରେ ଭାରତୀୟ ଦଳର ପୂର୍ବତନ ମାନସିକ ପ୍ରଶିକ୍ଷକ ପ୍ୟାଡି ଅପ୍ଟନ ଏପରି ପରାମର୍ଶ ଦେଇଥିଲେ। ହେଲେ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଏହି ପରାମର୍ଶ କୁ ଖାରଜ କରିଥିଲେ। ଏବଂ ପରେ ପେଡ଼ି ଏ ନେଇ ଗ୍ୟାରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ପ୍ୟାଡ଼ି ନିଜ ପୁସ୍ତକ ଖାଲି ପାଦ କୋଚ୍ ରେ ଏହି କଥାକୁ ପ୍ରକାଶ କରିଛନ୍ତି। ତେବେ ୨୦୧୧ ପରେ ୨୦୨୩ ଅକ୍ଟୋବର ପାଞ୍ଚରେ ଭାରତରେ ପୁଣି ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱକପ୍। ଏଥର ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ଵ ନେଇଥିବା ବେଳେ ପେଡ଼ି ତାଙ୍କର ଏକ ଭଲ ବନ୍ଧୁ ଭାବେ ରହିଛନ୍ତି। ତେବେ ଏଥର ସମସ୍ତଙ୍କ ନଜର ରହିଛି ପେଡିଙ୍କ ଉପରେ। ପେଡ଼ି ପୁଣି ନିଜର ପ୍ରସ୍ତାବ ଦୋହରାଉଛନ୍ତି କି ନାହିଁ ତାହା ଦେଖିବା ଏବେ ବାକି ରହିଲା।