ଦେଖନ୍ତୁ ଭିଡ଼ିଓ: କଣ ଜୋ ରୁଟ ଜଣେ ମ୍ୟାଜିସିଆନ୍ ? ଏହି ଭାଇରାଲ୍ ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ହେବେ ତାଯୁବ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: କଣ ଜୋ ରୁଟ ଜଣେ ମ୍ୟାଜିସିଆନ୍ ? ଏହି ଭାଇରାଲ୍ ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ହେବେ ତାଯୁବ

joe root magic


କ୍ରିକେଟ ଖବର : ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଲର୍ଡସ ମଇଦାନରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ୩ଟି ଟେଷ୍ଟ ମ୍ୟାଚର ସିରିଜରେ ଇଂଲଣ୍ଡ ପ୍ରଥମ ମ୍ୟାଚ ୫ୱିକେଟରେ ଜିତିଥିଲା। ତାସହିତ ଇଂଲଣ୍ଡ ଟିମ ୧-୦ ରୁ ସିରିଜ୍ ଆଗରେ ରହିଛି। ଇଂଲଣ୍ଡ ଟିମ ପାଇଁ ହିରୋ ସାଜିଛନ୍ତି ଜୋ ରୁଟ । ଜୋ ରୁଟ ସେଂଚୁରି ମାରି ନିଜ ଟିମ କୁ ଜିତାଇଥିଲେ। ତେବେ ଏହି ମ୍ୟାଚରେ ଜୋ ରୁଟଙ୍କୁ ନେଇ ଘଟିଥିବା ଏକ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ତ୍ରୀବରେ ଭାଇରାଲ ହେବାରେ ଲାଗିଛି। 

ଏହି ମ୍ୟାଚ ପରେ ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଦେଖିକି ସବୁ ଲୋକ ଚିନ୍ତାରେ ପଡିଛନ୍ତି। ଭାଇରାଲ୍ ଭିଡ଼ିଓରେ ଆପଣ ଦେଖିବେ ଯେ, କାଇଲ  ଜମୀଜୋ ନିଜର ୨୩ ଓଭର ବୋଲିଂ କରୁଥିଲେ, ସେତେବେଳେ ଜୋ ରୁଟ ନନ-ଷ୍ଟ୍ରାଇକର ପାର୍ଶ୍ଵରେ ଥିଲେ।

root

ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ, ସେ ନିଜ ବ୍ୟାଟ୍ ହାତରେ ଧରି ନ ଥିଲେ। ବ୍ୟାଟକୁ ସେ ସାଇଟରେ ଠିଆ କରାଇଥିଲେ। ତେବେ ଏହି ଭିଡିଓଟି ଦେଖିବା ପରେ କିଛି ଲୋକ କହୁଛନ୍ତି କି ଜୋ ରୁଟ ଜାଦୁଗର ଅଟନ୍ତି । ତେଣୁ ସେ ନିଜର ବ୍ୟାଟକୁ ଠିଆ କରାଇ ପାରିଛନ୍ତି। 

ଦେଖନ୍ତୁ ଭିଡ଼ିଓ :