IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ
![IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ](https://cricketkhabara.com/static/c1e/client/93714/migrated/34a30c79653d97033098610502f46c48.jpg)
IND vs AUS: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍ 66 ରନ୍ ରେ ହାରି ଯାଇଛି । ଶୁକ୍ରବାର ଦିନ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ 375 ରନ୍ର ଏକ ବଡ଼ ଲକ୍ଷ୍ୟକୁ ଗୋଡ଼ାଇ ଭାରତୀୟ ଦଳ 50 ଓଭରରେ କେବଳ 308/8 ରନ୍ କରି ପାରିଲା ।
![IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ](https://cricketkhabara.com/static/c1e/client/93714/migrated/83088875e00fd2b06795ed66594b63a0.jpg)
ଏହି ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ 1-0 ଅଗ୍ରଣୀ ହାସଲ କରିଛି | 29 ନଭେମ୍ବରରେ ଏହି ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
![IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ](https://cricketkhabara.com/static/c1e/client/93714/migrated/b9662e6e64c68d2a713a3e664b038bed.jpg)
ହାର୍ଦ୍ଦିକ ପାଣ୍ଡ୍ୟା (90 ରନ୍) ଏବଂ ଶିଖର ଧାୱନ (74 ରନ୍) ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ 128 ରନ୍ ଭାଗିଦାରୀ ଆଶା ବଢ଼ାଇ ଦେଇଥିଲା, କିନ୍ତୁ ଆଦାମ ଜାମ୍ପା (10 ଓଭରରୁ 54-4) ଭାରତୀୟ ଦଳର 4 ଟି ୱିକେଟ୍ ନେଇଥିଲେ ।
ଏହି ପରାଜୟ ପରେ ଭାରତୀୟ ଦଳ ଗୋଟେ ନିରାଶଜନକ ରେକର୍ଡ ନିଜ ନାମରେ କରିଛି, ଭାରତ ଲଗାତାର 4ଟି ODI ମ୍ୟାଚ ହାରି ଯାଇଛି । ଯାହା ବହୁତ ବର୍ଷ ପରେ ଦେଖିବାକୁ ମିଳିଲା ।