ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ, ରାଇନା ଦଳକୁ ଫେରିବାକୁ ନେଇ ଦଳର ସିଇଓ ଏଭଳି ପ୍ରତିକ୍ରିୟା

  1. Home
  2. IPL Special

ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ, ରାଇନା ଦଳକୁ ଫେରିବାକୁ ନେଇ ଦଳର ସିଇଓ ଏଭଳି ପ୍ରତିକ୍ରିୟା

ଦୁବାଇ : ରାଜସ୍ଥାନ ରୟାଲ୍ସ ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିବା ଚେନ୍ନାଇ ସୁପର୍ କିଙ୍ଗସ ପାଇଁ ଚିନ୍ତାର ବିଷୟ ପାଲଟିଛି,ଉଦଘାଟନୀ ମ୍ୟାଚ୍ ଜିତିବା ପି[ଆର ଠାରୁ ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ । ଏଭଳି ପରିସ୍ତିସ୍ଥିରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । …


ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ, ରାଇନା ଦଳକୁ ଫେରିବାକୁ ନେଇ ଦଳର ସିଇଓ ଏଭଳି ପ୍ରତିକ୍ରିୟା

ଦୁବାଇ : ରାଜସ୍ଥାନ ରୟାଲ୍ସ ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିବା ଚେନ୍ନାଇ ସୁପର୍ କିଙ୍ଗସ ପାଇଁ ଚିନ୍ତାର ବିଷୟ ପାଲଟିଛି,ଉଦଘାଟନୀ ମ୍ୟାଚ୍ ଜିତିବା ପି[ଆର ଠାରୁ ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ ।

ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ, ରାଇନା ଦଳକୁ ଫେରିବାକୁ ନେଇ ଦଳର ସିଇଓ ଏଭଳି ପ୍ରତିକ୍ରିୟା

ଏଭଳି ପରିସ୍ତିସ୍ଥିରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଷ୍ଟାର୍ ଅଲରାଉଣ୍ଡର ସୁରେଶ ରାଇନା ନିଜ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ନଖେଳି ଦୁବାଇରୁ ଚାଲି ଆସିଥିଲେ । ଏନେଇ ଦଳ ମାଲିକ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଲଗାତାର ଦୁଇଟି ମ୍ୟାଚ ରେ ପରାସ୍ତ ହୋଇଛି ଧୋନି ବାହିନୀ, ରାଇନା ଦଳକୁ ଫେରିବାକୁ ନେଇ ଦଳର ସିଇଓ ଏଭଳି ପ୍ରତିକ୍ରିୟା

ରାଇନା ଫେରିବେ ନା ନାହିଁ ତାହା ସ୍ପଷ୍ଟ କରିଛନ୍ତି ଦଳର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ, ରାଇନା ନିଜେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରି ଯାଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ଦଳ ସମ୍ମାନ କରେ । ଏବଂ ତାଙ୍କ ବିନା ଦଳ ପୁଣି କମ ବ୍ୟାକ କରିପାରିବ ବୋଲି ସେ କହିଥିବା ଜଣା ପଡିଛି, ଏଥିରୁ ସ୍ପଷ୍ଟ ଯେ ରାଇନା ଦଳକୁ ଫେରିବା ବହୁତ କମ ।