IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

  1. Home
  2. IPL Special

IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

କ୍ରିକେଟ୍ ଖବର : ଚଳିତ ଆଇପିଏଲ୍ ର ୫୦ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ତେବେ ଏହି ମ୍ୟାଚରେ ଧୋନିଙ୍କ ନାମ ସମେତ ଦୁଇ ଦଳ ମଧ୍ୟରେ କିଛିଟା ଖରାପ ରେକର୍ଡ ସୃଷ୍ଟି ହୋଇଥିଲା। ଯାହାକି ଆମେ ଏହି ପୋଷ୍ଟରେ ଉଲେଖ୍ୟ କରିଛୁ। ତେବେ ଚାଲନ୍ତୁ ଜାଣିବା …


IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

କ୍ରିକେଟ୍ ଖବର : ଚଳିତ ଆଇପିଏଲ୍ ର ୫୦ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ତେବେ ଏହି ମ୍ୟାଚରେ ଧୋନିଙ୍କ ନାମ ସମେତ ଦୁଇ ଦଳ ମଧ୍ୟରେ କିଛିଟା ଖରାପ ରେକର୍ଡ ସୃଷ୍ଟି ହୋଇଥିଲା। ଯାହାକି ଆମେ ଏହି ପୋଷ୍ଟରେ ଉଲେଖ୍ୟ କରିଛୁ। ତେବେ ଚାଲନ୍ତୁ ଜାଣିବା ସେହି ସବୁ ଖରାପ ରେକର୍ଡ ବିଷୟରେ।

IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

୧) ୨୦୨୧ ଆଇପିଏଲରେ ଆକ୍ସର ପଟେଲଙ୍କର ଇକୋନାମୀ ସ୍କୋର ସର୍ବନିମ୍ନ ରହିଛି। ଏଯାବତ୍ ଆକ୍ସର ପଟେଲଙ୍କର ଇକୋନାମୀ ସ୍କୋର ୬.୦୬ ରହିଛି। ଯେତେବେଳେକି ତାଙ୍କ ପରେ ପରେ ରହିଛନ୍ତି ରସିଦ୍ ଖାନ୍ (୬.୧୭) , ରବି ବିଷ୍ଣୁ (୬.୪୧) ସୁନୀଲ ନାରିନ (୬.୪୨)।

IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

୨) ଆଇପିଏଲ୍ ରେ ୨୦ଟି ବଲ ଖେଳି ୧୦୦ ରୁ କମ୍ ଷ୍ଟ୍ରାଇକ୍ ରେଟ୍ ଥିବା ଖେଳାଳିଙ୍କ ନାମରେ ମହେନ୍ଦ୍ର ସିଂ ଧୋନିଙ୍କ ନାମ ଯୋଡି ହୋଇଯାଇଛି। ଧୋନି ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି।

IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

୩) ଏହି ମ୍ୟାଚରେ ଏମଏସ ଧୋନିଙ୍କ ନାମରେ ଆଉ ଏକ ଲଜ୍ଜାଜନକ ରେକର୍ଡ ଯୋଡାହୋଇଛି। ତାହା ହେଲା ସେ ଚଳିତ ଆଇପିଏଲରେ ସର୍ବନିମ୍ନ ଷ୍ଟ୍ରାଇକ୍ ହାର ସ୍କୋର କରିଥିବା ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ଇଶାନ୍ କିଶାନ୍ (୮୬.୯୯) ରହିଥିବା ବେଳେ, ଲଲିତ ଯାଦବ (୯୩.୪୫) ଦ୍ୱିତୀୟ, ରିଦ୍ଧିମାନ ସାହା (୯୩.୭୦) ତୃତୀୟ ଓ ୯୭.୬୭ ଷ୍ଟ୍ରାଇକ୍ ରେଟ୍ ସହିତ ଧୋନି ଚତୁର୍ଥ ସ୍ଥାନରେ ରହିଛନ୍ତି।

୪) ମୁମ୍ବାଇ ଇଣ୍ଡିଆନ୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲରେ ଲଗାତାର ୪ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି।

IPL ର 50ତମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏହି ଖରାପ ରେକର୍ଡ ଯୋଡି ହୋଇଯାଇଛି, ଜାଣନ୍ତୁ କଣ

୫) ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ର ଏହା ହେଉଛି ଦଶମ ବିଜୟ। ଏପର୍ଯ୍ୟନ୍ତ ଉଭୟ ଦଳ ଆଇପିଏଲରେ ୨୫ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଡିସି ୧୦ ଟି ମ୍ୟାଚ୍ ଜିତିଥିବାବେଳେ ସିଏସକେ ୧୫ ଟି ମ୍ୟାଚ୍ ଜିତିଛି।