ପୁଣି ଦଳ ପାଇଁ ଅଧିନାୟକ ଦାୟିତ୍ୱ ନେବେ ଏହି ଖେଳାଳି, ଏବଂ ଦାୟିତ୍ୱ ମିଳିଥିବାରୁ କହିଲେ ଏମିତି !

  1. Home
  2. IPL Special

ପୁଣି ଦଳ ପାଇଁ ଅଧିନାୟକ ଦାୟିତ୍ୱ ନେବେ ଏହି ଖେଳାଳି, ଏବଂ ଦାୟିତ୍ୱ ମିଳିଥିବାରୁ କହିଲେ ଏମିତି !

ବଲ ଟାମ୍ପରିଂ ପାଇଁ ବାସନ୍ଦ ହୋଇଥିବା କାରଣରୁ ୨୦୧୮ ସିଜନରେ ଖେଳିପାରି ନ ଥିବା ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନରଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ଓ୍ବାର୍ନରଙ୍କ ନେତୃତ୍ୱରେ ୨୦୧୬ ମେସିହାରେ ଆଇପିଏଲ ଚାମ୍ପିୟନ ହୋଇଥିଲା । ଆଇପିଏଲ ୨୦୨୦ ପାଇଁ ପୁଣି ଥରେ ମୋତେ …


ପୁଣି ଦଳ ପାଇଁ ଅଧିନାୟକ ଦାୟିତ୍ୱ ନେବେ ଏହି ଖେଳାଳି, ଏବଂ ଦାୟିତ୍ୱ ମିଳିଥିବାରୁ କହିଲେ ଏମିତି !

ବଲ ଟାମ୍ପରିଂ ପାଇଁ ବାସନ୍ଦ ହୋଇଥିବା କାରଣରୁ ୨୦୧୮ ସିଜନରେ ଖେଳିପାରି ନ ଥିବା ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ଓ୍ବାର୍ନରଙ୍କ ନେତୃତ୍ୱରେ ୨୦୧୬ ମେସିହାରେ ଆଇପିଏଲ ଚାମ୍ପିୟନ ହୋଇଥିଲା ।

ପୁଣି ଦଳ ପାଇଁ ଅଧିନାୟକ ଦାୟିତ୍ୱ ନେବେ ଏହି ଖେଳାଳି, ଏବଂ ଦାୟିତ୍ୱ ମିଳିଥିବାରୁ କହିଲେ ଏମିତି !

ଆଇପିଏଲ ୨୦୨୦ ପାଇଁ ପୁଣି ଥରେ ମୋତେ ଅଧିନାୟକ ଦାୟିତ୍ୱ ମିଳିଥିବାରୁ ମୁଁ ଉତ୍ସାହିତ ଏବଂ ବହୁତ ଖୁସି । ଏବଂ କହିଛନ୍ତି ଯେ ଆଇପିଏଲ ୨୦୨୦ ସଂସ୍କରଣ ରେ ଟ୍ରଫି ଜିତିବା ପାଇଁ ଶତଚେଷ୍ଟା କରିବୁ ବୋଲି କହିଛନ୍ତି ଓ୍ବାର୍ନର ।

ପୁଣି ଦଳ ପାଇଁ ଅଧିନାୟକ ଦାୟିତ୍ୱ ନେବେ ଏହି ଖେଳାଳି, ଏବଂ ଦାୟିତ୍ୱ ମିଳିଥିବାରୁ କହିଲେ ଏମିତି !

ଓ୍ବାର୍ନର ୨୦୧୫, ୨୦୧୭ ଓ ୨୦୧୯ରେ ଅରେଞ୍ଜ କ୍ୟାପ ଅଧିକାର ହୋଇଥିଲେ । ସେ ୧୨୬ ମ୍ୟାଚ୍‌ ଖେଳି ୪୭୦୬ ରନ୍‌ ସହ ଆଇପିଏଲରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ବିରାଟ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମା ଟପ୍‌ ୩ରେ ରହିଛନ୍ତି।