ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

  1. Home
  2. Entertainment

ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ଆଜି ଆମେ ଆପଣଙ୍କୁ ସେହି ଟପ-5 ଭାରତୀୟ ଯୋଡି ଙ୍କ ବିଷୟରେ କହିବୁ, ଯିଏ ODI କ୍ରିକେଟ ରେ ଭାରତ ତରଫରୁ ସବୁଠୁ ଅଧିକ ପାର୍ଟନରସିପ କରିଛନ୍ତି । ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରବିଡ଼ :- ଓପନିଂ ବ୍ୟାଟ୍ସମେନ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରବିଡ଼ 1999ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଵିକେଟ ପାଇଁ …


ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ଆଜି ଆମେ ଆପଣଙ୍କୁ ସେହି ଟପ-5 ଭାରତୀୟ ଯୋଡି ଙ୍କ ବିଷୟରେ କହିବୁ, ଯିଏ ODI କ୍ରିକେଟ ରେ ଭାରତ ତରଫରୁ ସବୁଠୁ ଅଧିକ ପାର୍ଟନରସିପ କରିଛନ୍ତି ।

ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରବିଡ଼ :-

ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ଓପନିଂ ବ୍ୟାଟ୍ସମେନ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରବିଡ଼ 1999ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଵିକେଟ ପାଇଁ 331 ରନ ର ପାର୍ଟନରସିପ କରିଥିଲେ, ଯାହା ODI କ୍ରିକେଟ ରେ ଭାରତ ତରଫରୁ ସବୁଠୁ ବଡ ପାର୍ଟନରସିପ କରିବାର ରେକର୍ଡ ଅଟେ ।

ମହମ୍ମଦ ଆଜାରୁଦ୍ଦିନ ଓ ଅଜୟ ଜଡେଜା :-

ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ପୂର୍ବ ଅଧିନାୟକ ବ୍ୟାଟ୍ସମେନ ମହମ୍ମଦ ଆଜାରୁଦ୍ଦିନ ଓ ଅଜୟ ଜଡେଜା 2006ରେ ଜିମ୍ବାୱେ ବିରୁଦ୍ଧରେ ଚତୁର୍ଥ ଵିକେଟ ପାଇଁ 275 ରନ ର ନାବାଦ ପାର୍ଟନରସିପ କରିଥିଲେ । ମହମ୍ମଦ ଆଜାରୁଦ୍ଦିନ ଏହି ମ୍ୟାଚରେ 153 ରନ ର ତୂଫାନୀ ପାଳି ଖେଳିଥିଲେ ।

ସୌରବ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର :-

ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ସୌରବ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର 2001ରେ କେନ୍ୟା ବିରୁଦ୍ଧରେ ପ୍ରଥମ ଵିକେଟ ପାଇଁ 258 ରନ ର ପାର୍ଟନରସିପ କରିଥିଲେ । ଏହି ଲିଷ୍ଟରେ ଦୁଇଜଣଙ୍କର ଏହି ଯୋଡି ନମ୍ବର 3 ରେ ଅଛି ।

ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନୀ :-

ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନୀ 2017ରେ ଇଂଲଣ୍ଡ ବିରୁଦ୍ଧରେ ଚତୁର୍ଥ ଵିକେଟ ପାଇଁ 256 ରନ ର ପାର୍ଟନରସିପ କରିଥିଲେ । ଯୁବରାଜ ସିଂ ଏହି ମ୍ୟାଚରେ 150 ରନ ର ତୂଫାନୀ ପାଳି ଖେଳିଥିଲେ ।

ରୋହିତ ଶର୍ମା ଓ ବିରାଟ କୋହଲୀ :-

ODI ମ୍ୟାଚରେ ସବୁଠୁ ଅଧିକା ରନ କରିଥିବା ଟପ-5 ପାର୍ଟନରସିପ ଯୋଡି ନମ୍ବର ୧ ଯୋଡି ଙ୍କ ରନ ଅବିଶ୍ୱାସନୀୟ

ରୋହିତ ଶର୍ମା ଓ ବିରାଟ କୋହଲୀ 2018ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଵିକେଟ ପାଇଁ 246 ରନ ର ପାର୍ଟନରସିପ କରିଥିଲେ । ଏହି ଲିଷ୍ଟରେ ଏହି ଯୋଡି ନମ୍ବର 5 ରେ ଅଛି ।