ସେହୱାଗଙ୍କ ବୟାନ, କହିଲେ 2007 T-20 WC ରେ ଯଦି ଧୋନିଙ୍କ ସ୍ଥାନରେ ମୁ ଅଧିନାୟକ ହୋଇଥାନ୍ତି ତେବେ ହାରିଥାନ୍ତା ଭାରତ

  1. Home
  2. Cric Special

ସେହୱାଗଙ୍କ ବୟାନ, କହିଲେ 2007 T-20 WC ରେ ଯଦି ଧୋନିଙ୍କ ସ୍ଥାନରେ ମୁ ଅଧିନାୟକ ହୋଇଥାନ୍ତି ତେବେ ହାରିଥାନ୍ତା ଭାରତ

ଭାରତର ସବୁଠାରୁ ସଫଳ ଅଧିନାୟକ ମଧ୍ୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ୟତମ । ଧୋନିଙ୍କ ପ୍ରଶଂସା କେବଳ ଦର୍ଶକ ମାନେ ନୁହେ ବରଂ ବହୁ ନାମୀ ଦାମୀ ଖେଳାଳି ମଧ୍ୟ କରନ୍ତି । ବିରେନ୍ଦର ସେହୱାଗ ଏବଂ ଧୋନି ଙ୍କ ମଧ୍ୟରେ କେବେ ବିବାଦ ହୋଇଥିଲେ ମଧ୍ୟ, ସେ ଧୋନିଙ୍କ ଅଧିନାୟକତ୍ୱ ର …


ସେହୱାଗଙ୍କ ବୟାନ, କହିଲେ 2007 T-20 WC ରେ ଯଦି ଧୋନିଙ୍କ ସ୍ଥାନରେ ମୁ ଅଧିନାୟକ ହୋଇଥାନ୍ତି ତେବେ ହାରିଥାନ୍ତା ଭାରତ

ଭାରତର ସବୁଠାରୁ ସଫଳ ଅଧିନାୟକ ମଧ୍ୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ୟତମ । ଧୋନିଙ୍କ ପ୍ରଶଂସା କେବଳ ଦର୍ଶକ ମାନେ ନୁହେ ବରଂ ବହୁ ନାମୀ ଦାମୀ ଖେଳାଳି ମଧ୍ୟ କରନ୍ତି । ବିରେନ୍ଦର ସେହୱାଗ ଏବଂ ଧୋନି ଙ୍କ ମଧ୍ୟରେ କେବେ ବିବାଦ ହୋଇଥିଲେ ମଧ୍ୟ, ସେ ଧୋନିଙ୍କ ଅଧିନାୟକତ୍ୱ ର ପ୍ରଶଂସା କରିଥାନ୍ତି ।

ସେହୱାଗଙ୍କ ବୟାନ, କହିଲେ 2007 T-20 WC ରେ ଯଦି ଧୋନିଙ୍କ ସ୍ଥାନରେ ମୁ ଅଧିନାୟକ ହୋଇଥାନ୍ତି ତେବେ ହାରିଥାନ୍ତା ଭାରତ

ଭାରତର ବିସ୍ଫୋରକ ଖେଳାଳି ସେହୱାଗ କୁହନ୍ତି ଧୋନିଙ୍କ ପରି ଜଣେ ଅଧିନାୟକ ମିଳିବା କଷ୍ଟକର । ତାଙ୍କତ ସ୍ଥାନ ତାଙ୍କର ପ୍ରତିଭା କାହା ସହ ମଧ୍ୟ ତୁଳନା କରିବା ଠିକ ନୁହଁ ।

ତେବେ ସେହୱାଗ ଏହି ସବୁ ମଧ୍ୟରେ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି 2007 ଟି -20 ବିଶ୍ୱକପ ସମୟରେ ଧୋନୀଙ୍କ ସ୍ଥାନରେ ଯଦି ସେ ନିଜେ ବି ଅଧିନାୟକ ହୋଇଥାନ୍ତେ, ତେବେ ଟିମ୍ ଇଣ୍ଡିଆ ଫାଇନାଲ ଜିତିପାରିନଥାନ୍ତା । ଭାରତ କୁ ଫାଇନାଲ ଜିତାଇବାର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଯାଏ ।

ସେହୱାଗଙ୍କ ବୟାନ, କହିଲେ 2007 T-20 WC ରେ ଯଦି ଧୋନିଙ୍କ ସ୍ଥାନରେ ମୁ ଅଧିନାୟକ ହୋଇଥାନ୍ତି ତେବେ ହାରିଥାନ୍ତା ଭାରତ

IPL ରେ ମଧ୍ୟ CSK ଦଳ ଧୋନିଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିଛନ୍ତି, କାରଣ ଧୋନି ୱିକେଟ୍ ପଛରେ ଠିଆ ହୋଇ ସବୁ କରିଥାନ୍ତି । ଏହା ସମସ୍ତେ ଜାଣନ୍ତି ଯେ ଧୋନି ହେଉଛନ୍ତି ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ତାଙ୍କ ଅଧିନାୟକତ୍ୱରେ ସମସ୍ତ ତିନୋଟି ଆଇସିସି ଟ୍ରଫି (2007 ଟି -20 ବିଶ୍ୱକପ, 2011 ODI ବିଶ୍ୱକପ ଏବଂ 2013 ଚାମ୍ପିଅନ୍ସ ଟ୍ରଫି) ଜିତିଛନ୍ତି ।