ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

  1. Home
  2. Cric Special

ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ଆନ୍ତର୍ଜାତୀୟ କ୍ରିକେଟ୍ ରେ ବହୁତ କମ୍ ବୋଲର ଅଛନ୍ତି ଯେଉଁମାନେ ନିଜ ବୋଲିଂ ଦ୍ୱାରା ବ୍ୟାଟ୍ସମ୍ୟାନ୍ ମାନଙ୍କୁ ପ୍ରଭାବିତ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ର ସବୁଠାରୁ ୫ ଟି ଦ୍ରୁତ ବଲ୍ ବିଷୟରେ ଜାଣିବା । ଶୋଏବ ଅଖତର, ପାକିସ୍ଥାନ – ଘଣ୍ଟା ପ୍ରତି ୧୬୧.୩ କିମି (100.2 ml/ …


ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ଆନ୍ତର୍ଜାତୀୟ କ୍ରିକେଟ୍ ରେ ବହୁତ କମ୍ ବୋଲର ଅଛନ୍ତି ଯେଉଁମାନେ ନିଜ ବୋଲିଂ ଦ୍ୱାରା ବ୍ୟାଟ୍ସମ୍ୟାନ୍ ମାନଙ୍କୁ ପ୍ରଭାବିତ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ର ସବୁଠାରୁ ୫ ଟି ଦ୍ରୁତ ବଲ୍ ବିଷୟରେ ଜାଣିବା ।

ଶୋଏବ ଅଖତର, ପାକିସ୍ଥାନ – ଘଣ୍ଟା ପ୍ରତି ୧୬୧.୩ କିମି (100.2 ml/ h)

ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ଦ୍ରୁତ ବୋଲର ବୋଲିଂ ହେତୁ ଶୋଏବ ଅଖତର ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା । ୨୦୦୨ ରେ, ଏହି ପାକିସ୍ତାନୀ ବୋଲର ଅନ୍ତର୍ଜାତୀୟ କ୍ରିକେଟ୍ ରେ ଦ୍ରୁତତମ ବୋଲିଂର ରେକର୍ଡ ସୃଷ୍ଟି କରି ଘଣ୍ଟା ପ୍ରତି ୧୦୦ ମାଇଲ୍ ବେଗରେ ବଲ୍ ପକାଇ ଥିଲେ, ଯାହା ର ରେକର୍ଡ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି ।

ବ୍ରେଟ୍ ଲି, ଅଷ୍ଟ୍ରେଲିଆ – ଘଣ୍ଟା ପ୍ରତି ୧୬୧.୧ କିମି (100.1 mi / h)

ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ବ୍ରେଟ୍ ଲି ତାଙ୍କର ଆକ୍ରମଣାତ୍ମକ ବୋଲିଂ ପାଇଁ ଜଣାଶୁଣା। ତାଙ୍କ ବୋଲିଂ କେବଳ ବ୍ୟାଟ୍ସମ୍ୟାନ୍ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ନଥିଲା ବରଂ ସେମାନଙ୍କୁ ଭୟଭୀତ ମଧ୍ୟ କରିଥାଏ । ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବଲ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଲି ନାପିଅର୍ରେ ବୋଲିଂ କରିଥିଲେ।

ଶାନ୍ ଟାଇଟ୍, ଅଷ୍ଟ୍ରେଲିଆ – ଘଣ୍ଟା ପ୍ରତି ୧୬୧.୧ କିମି (100.1 mi / h)

ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ଅଷ୍ଟ୍ରେଲିଆ କ୍ରିକେଟ୍ ପାଇଁ ଅନେକ ମହାନ ଦ୍ରୁତ ବୋଲର ମଧ୍ୟରୁ ଶାନ୍ ଟାଇଟ୍ ଭିନ୍ନ ଥିଲେ କ୍ୟାରିୟରର ପ୍ରାରମ୍ଭ ଦିନ ରୁ ‘ୱାଇଲ୍ଡ ଥିଙ୍ଗ୍’ ଭାବରେ ଜଣାଶୁଣା ଟାଇଟ୍ ,ତୃତୀୟ ବୋଲର ଭାବରେ ଲର୍ଡସ୍ ଠାରେ ଐତିହାସିକ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଏକ ଦିନିକିଆ ମ୍ୟାଚ୍ ରେ ୧୦୦ ମାଇଲ୍ ସ୍ପିଡ଼ ରେ ପକାଇଥିଲେ।

ଜେଫ୍ ଥୋମସନ୍, ଅଷ୍ଟ୍ରେଲିଆ – ଘଣ୍ଟା ପ୍ରତି ୧୬୦.୬ କିମି (99.79 mi / h)

ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ଅଷ୍ଟ୍ରେଲିଆ ର ମହାନ ବୋଲର ଜେଫ ଥମସନ କ୍ରିକେଟ୍ ଇତିହାସର ଦ୍ରୁତତମ ବୋଲର ଭାବରେ ବିବେଚିତ ହୋଇଛନ୍ତି,ଥମସନ ୧୯୭୫ ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଥମସନ 160.6 କିଲୋମିଟର ଘଣ୍ଟା ପ୍ରତି ପକାଇଥିଲେ,ବହୁ ବର୍ଷ ପରେ ଶୋଏବ ଅଖତରଙ୍କ ଦ୍ୱାରା ଏହି ରେକର୍ଡ ଭାଙ୍ଗିଥିଲା।

ମିଚେଲ ଷ୍ଟାର୍କ, ଅଷ୍ଟ୍ରେଲିଆ – ଘଣ୍ଟା ପ୍ରତି ୧୬୦.୪ କିମି (99.7 mi / h)

ଆଜି ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ବେଗରେ ପକାଯାଇଥିବା ୫ ଟି ଦ୍ରୁତ ବଲ୍ ଲିଷ୍ଟ, ନମ୍ବର ୧ ଙ୍କ ଘଣ୍ଟା ପ୍ରତି ୧୬୧.୩ କିମି ଅଟେ

ଅଷ୍ଟ୍ରେଲିୟ ବାମହାତୀ ବୋଲର ଷ୍ଟାର୍କ କ୍ୟାରିୟରରେ ଦ୍ରୁତତମ ବଲ୍ ଏବଂ ପର୍ଥରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ରେ କପାଇଥିଲେ ।