ଡି ଭିଲିୟର୍ସ ଚୟନ କଲେ ଦୁନିଆର ଟପ 5 ଦ୍ରୁତ ବୋଲର, ଦେଖନ୍ତୁ ଲିଷ୍ଟ ଏବଂ ଦିଅନ୍ତୁ ନିଜର ମତାମତ

  1. Home
  2. Cric Special

ଡି ଭିଲିୟର୍ସ ଚୟନ କଲେ ଦୁନିଆର ଟପ 5 ଦ୍ରୁତ ବୋଲର, ଦେଖନ୍ତୁ ଲିଷ୍ଟ ଏବଂ ଦିଅନ୍ତୁ ନିଜର ମତାମତ

କ୍ରିକେଟ୍ ଖବର : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ଦୁନିଆର ୫ ଜଣ ବିପଜ୍ଜନକ ବୋଲରଙ୍କୁ ଚୟନ କରିଛନ୍ତି। ଯାହା ଆଗରେ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଡି ଭିଲିୟର୍ସ ଅଷ୍ଟ୍ରେଲିଆର ୩ ଜଣ ବୋଲରଙ୍କୁ ଏହି ତାଲିକାରେ ରଖିଥିବା …


ଡି ଭିଲିୟର୍ସ ଚୟନ କଲେ ଦୁନିଆର ଟପ 5 ଦ୍ରୁତ ବୋଲର, ଦେଖନ୍ତୁ ଲିଷ୍ଟ ଏବଂ ଦିଅନ୍ତୁ ନିଜର ମତାମତ

କ୍ରିକେଟ୍ ଖବର : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ଦୁନିଆର ୫ ଜଣ ବିପଜ୍ଜନକ ବୋଲରଙ୍କୁ ଚୟନ କରିଛନ୍ତି। ଯାହା ଆଗରେ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।  ଡି ଭିଲିୟର୍ସ ଅଷ୍ଟ୍ରେଲିଆର ୩ ଜଣ ବୋଲରଙ୍କୁ ଏହି ତାଲିକାରେ ରଖିଥିବା ବେଳେ , ପାକିସ୍ତାନ, ଇଂଲଣ୍ଡରୁ ଜଣେ ଲେଖାଏଁ ବୋଲରଙ୍କୁ ଏହି ତାଲିକାରେ ରଖିଛନ୍ତି।  ଆଶ୍ଚର୍ଯ୍ୟର କଥା, ଏହା ଯେ, ଏହି ତାଲିକାରେ କୌଣସି ଭାରତୀୟ ବୋଲରଙ୍କୁ ସେ ସ୍ଥାନ ଦେଇନାହାନ୍ତି।

ଡି ଭିଲିୟର୍ସ ଚୟନ କଲେ ଦୁନିଆର ଟପ 5 ଦ୍ରୁତ ବୋଲର, ଦେଖନ୍ତୁ ଲିଷ୍ଟ ଏବଂ ଦିଅନ୍ତୁ ନିଜର ମତାମତ

Cricket.com.au ସହିତ ବାର୍ତ୍ତାଳାପ ସମୟରେ ବିପଦଜ୍ଜନକ ବୋଲରଙ୍କ ତାଲିକାରେ ଏବି ଡି ଭିଲିୟର୍ସ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନ୍ ବୋଲର ସେଣ୍ଣ ୱାର୍ନଙ୍କ ପ୍ରଥମ ନାମ ନେଇଛନ୍ତି |  ଏହା ପଛର କାରଣ ବର୍ଣ୍ଣନା କରି ସେ କହିଛନ୍ତି, ସେଣ୍ଣ ୱାର୍ନ ଜଣେ ମହାନ ବୋଲର। ତାଙ୍କର ବୋଲିଂ କୌଶଳ ଅତ୍ୟନ୍ତ ଉନ୍ନତ । ସେ ବୋଲିଂ କରୁଥିବା ସମୟରେ ବ୍ୟାଟିଂ କରିବା ଅସମ୍ଭବ।

ଯେତେବେଳେ ମୋର ବୟସ ୨୨ ବର୍ଷ ହୋଇଥିଲା ଏବଂ ବୋଲର ୱାର୍ନ ଏବଂ ୱିକେଟ୍ କିପର ଗିଲକ୍ରିଷ୍ଟ ଥିଲେ ସେତେବେଳେ ମୋତେ ଖେଳିବା ଟିକେ କଷ୍ଟକର ହୋଇପଡିଥିଲା ।  ଏହା ବ୍ୟତୀତ ସେ ଏହି ତାଲିକାରେ ଅଷ୍ଟ୍ରେଲିଆର ଅନ୍ୟ ଦୁଇ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ଜୋସ୍ ହାଜଲେଉଡଙ୍କୁ ମଧ୍ୟ ସାମିଲ କରିଛନ୍ତି।

ଏବି ଡି ଭିଲିୟର୍ସଙ୍କ ଦ୍ୱାରା ମନୋନୀତ ହୋଇଥିବା ଦୁନିଆର ୫ ଜଣ ବିପଜ୍ଜନକ ବୋଲର: 

ଡି ଭିଲିୟର୍ସ ଚୟନ କଲେ ଦୁନିଆର ଟପ 5 ଦ୍ରୁତ ବୋଲର, ଦେଖନ୍ତୁ ଲିଷ୍ଟ ଏବଂ ଦିଅନ୍ତୁ ନିଜର ମତାମତ

ସେନ ୱାର୍ନ, ମହମ୍ମଦ ଆସିଫ, ପ୍ୟାଟ କମିନ୍ସ, ଜୋଶ ହାଜଲେଉଡ ଓ ଷ୍ଟୁଆର୍ଡ ବ୍ରଡ