ଅଷ୍ଟ୍ରେଲିଆର ପୂର୍ବତମ ଦ୍ରୁତ ବୋଲର ଜେସନ ଗିଲିପ୍ସ ଇଂଲଣ୍ଡରୁ ଫେରିବା ପରେ ଟ୍ୱିଟ କରି କହିଲେଏମିତି…

  1. Home
  2. Cric Special

ଅଷ୍ଟ୍ରେଲିଆର ପୂର୍ବତମ ଦ୍ରୁତ ବୋଲର ଜେସନ ଗିଲିପ୍ସ ଇଂଲଣ୍ଡରୁ ଫେରିବା ପରେ ଟ୍ୱିଟ କରି କହିଲେଏମିତି…

ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପଡିଥିବାର ନଜର ଆସିଛି, ଏମିତିକି ସମଗ୍ର ଦେଶରେ ସମସ୍ତ ପ୍ରକାର କ୍ରୀଡା ଅନୁଷ୍ଠିତ ହେବାକୁ ଥିବା ବାତିଲ ମଧ୍ୟ କରିଦିଆଯାଇଛି,ପୂର୍ବରୁ ମଧ୍ୟ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ନିଶ୍ଚିତ କରିଛି ଯେ ଦେଶରେ ସମସ୍ତ …


ଅଷ୍ଟ୍ରେଲିଆର ପୂର୍ବତମ ଦ୍ରୁତ ବୋଲର ଜେସନ ଗିଲିପ୍ସ ଇଂଲଣ୍ଡରୁ ଫେରିବା ପରେ ଟ୍ୱିଟ କରି କହିଲେଏମିତି…

ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପଡିଥିବାର ନଜର ଆସିଛି, ଏମିତିକି ସମଗ୍ର ଦେଶରେ ସମସ୍ତ ପ୍ରକାର କ୍ରୀଡା ଅନୁଷ୍ଠିତ ହେବାକୁ ଥିବା ବାତିଲ ମଧ୍ୟ କରିଦିଆଯାଇଛି,ପୂର୍ବରୁ ମଧ୍ୟ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ନିଶ୍ଚିତ କରିଛି ଯେ ଦେଶରେ ସମସ୍ତ କ୍ରିକେଟ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେ ୧୪ ଦିନ ପାଇଁ ଆଇସୋଲେସନ ରହିବେ ବୋଲି କହିଛନ୍ତି ।

ଅଷ୍ଟ୍ରେଲିଆର ପୂର୍ବତମ ଦ୍ରୁତ ବୋଲର ଜେସନ ଗିଲିପ୍ସ ଇଂଲଣ୍ଡରୁ ଫେରିବା ପରେ ଟ୍ୱିଟ କରି କହିଲେଏମିତି…

ସାରା ବିଶ୍ୱରେ ମାରାତ୍ମକ କରୋନାଭାଇରସ୍ ବ୍ୟାପିବାରେ ଲାଗିଥିବା ବେଳେ ଏଭଳି ନିର୍ଣ୍ଣୟ ନେଇଥିଲା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ, ଅନ୍ତତ ପକ୍ଷେ ମେ ୨୮ ପର୍ଯ୍ୟନ୍ତ ଦେଶରେ କ୍ରିକେଟ୍ ସ୍ଥଗିତରହିବ । ଏବଂ ଟ୍ୱିଟ କରି ଏମିତି କହିଛନ୍ତି ..

ଅଷ୍ଟ୍ରେଲିଆର ପୂର୍ବତମ ଦ୍ରୁତ ବୋଲର ଜେସନ ଗିଲିପ୍ସ ଇଂଲଣ୍ଡରୁ ଫେରିବା ପରେ ଟ୍ୱିଟ କରି କହିଲେଏମିତି…

ଅଷ୍ଟ୍ରେଲିଆର ପୂର୍ବତମ ଦ୍ରୁତ ବୋଲର ଗିଲିପ୍ସ କହିଛନ୍ତି ଯେ ସେମାନଙ୍କ ଖେଳାଳି ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସେମାନଙ୍କର ପ୍ରଥମ ପ୍ରାଥମିକତା ହୋଇଥିବାରୁ କେପଟାଉନରେ ସସେକ୍ସ କାଉଣ୍ଟି କ୍ଲବ୍ର ପ୍ରି-ସିଜନ୍ ଯାତ୍ରା ସ୍ଥଗିତରହିବ ।