ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ କିଏ ହିଟ୍ ମ୍ୟାନ୍ ବୋଲି ପ୍ରଥମେ ଏହି ଡାକନାମ ଦେଇଥିଲେ,ଜାଣନ୍ତୁ ରୋହିତ କଣ କହିଲେ

  1. Home
  2. Cric Special

ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ କିଏ ହିଟ୍ ମ୍ୟାନ୍ ବୋଲି ପ୍ରଥମେ ଏହି ଡାକନାମ ଦେଇଥିଲେ,ଜାଣନ୍ତୁ ରୋହିତ କଣ କହିଲେ

ଟିମ୍ ଇଣ୍ଡିଆର ବ୍ୟାଟିଂ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ ଲୋକମାନେ ତାଙ୍କୁ କାହିଁକି ‘ହିଟମ୍ୟାନ୍’ ବୋଲି ଡାକନ୍ତି ଏବଂ ଆପଣ ଜାଣନ୍ତି କି ରୋହିତ ଶର୍ମା ଏହି ଡାକନାମ କିପରି ପାଇଲେ? ରୋହିତ ଶର୍ମା ନିଜେ ଇନଷ୍ଟାଗ୍ରାମ ଲାଇଭରେ ଟିମ୍ ଇଣ୍ଡିଆର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କ ସହ ଏହି ରହସ୍ୟ କହିଥିଲେ । …


ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ କିଏ ହିଟ୍ ମ୍ୟାନ୍ ବୋଲି ପ୍ରଥମେ ଏହି ଡାକନାମ ଦେଇଥିଲେ,ଜାଣନ୍ତୁ ରୋହିତ କଣ କହିଲେ

ଟିମ୍ ଇଣ୍ଡିଆର ବ୍ୟାଟିଂ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ ଲୋକମାନେ ତାଙ୍କୁ କାହିଁକି ‘ହିଟମ୍ୟାନ୍’ ବୋଲି ଡାକନ୍ତି ଏବଂ ଆପଣ ଜାଣନ୍ତି କି ରୋହିତ ଶର୍ମା ଏହି ଡାକନାମ କିପରି ପାଇଲେ? ରୋହିତ ଶର୍ମା ନିଜେ ଇନଷ୍ଟାଗ୍ରାମ ଲାଇଭରେ ଟିମ୍ ଇଣ୍ଡିଆର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କ ସହ ଏହି ରହସ୍ୟ କହିଥିଲେ ।

ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ କିଏ ହିଟ୍ ମ୍ୟାନ୍ ବୋଲି ପ୍ରଥମେ ଏହି ଡାକନାମ ଦେଇଥିଲେ,ଜାଣନ୍ତୁ ରୋହିତ କଣ କହିଲେ

ଅଶ୍ୱିନ୍ ଇନଷ୍ଟାଗ୍ରାମରେ ଟିମ୍ ଇଣ୍ଡିଆର ରୋହିତ ଙ୍କ ସହ ଲାଇଭ ଇଣ୍ଟରାକ୍ଟ ରେ କହିଥିଲେ ଯେ ବାଙ୍ଗାଲୋରରେ 2013 ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ୍ ଥିଲା ଯେଉଁଥିରେ ରୋହିତ ଶର୍ମା ତାଙ୍କର ତିନିଟି ODI ଦ୍ୱିଶତକରୁ 209 ରନ୍ କରିଥିବା ପ୍ରଥମ ଦ୍ୱିଶତକ ଇନିଂସ ସ୍କୋର କରିଥିଲେ। ଏହି ଇନିଂସ ବିଷୟରେ ଆଲୋଚନା କରିବା ସହ ରୋହିତ ଶର୍ମାଙ୍କ 209 ରନର ଏହି ଇନିଂସରୁ ହିଟମ୍ୟାନ୍ ନାମର ସଂଯୋଗ ହୋଇଥିବା କାହାଣୀ କହିଥିଲେ ।

ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ କିଏ ହିଟ୍ ମ୍ୟାନ୍ ବୋଲି ପ୍ରଥମେ ଏହି ଡାକନାମ ଦେଇଥିଲେ,ଜାଣନ୍ତୁ ରୋହିତ କଣ କହିଲେ

ଯେତେବେଳେ ଅଶ୍ୱିନ୍ ରୋହିତଙ୍କୁ ପଚାରିଲେ ତୁମେ କିପରି “ହିଟମ୍ୟାନ୍” ର ନାମ କିଭଳି ପାଇଲ, ରୋହିତ କହିଥିଲେ ଯେ ନିଜେ ବାଙ୍ଗାଲୋରରେ 209 ରନ୍ ଇନିଂସ ପରେ ସେତେବେଳେ ମୁଁ ପତ୍ରକାର ଚ୍ୟାନେଲଗୁଡ଼ିକୁ ସାକ୍ଷାତକାର ଦେବାକୁ ଚାହୁଁଥିଲି, ସେହି ସମୟରେ ୟୁଜଭେନ୍ଦ୍ର ଚହଲ ଯାହାକୁ ଆମେ PD ବୋଲି କହିଥାଉ ଏହା ପରେ ସେ ଏବଂ ଅଶ୍ୱିନ ଉଭୟ ହସିବାକୁ ଲାଗିଲେ। ଅଶ୍ୱିନ୍ କହିଛନ୍ତି ଯେ ହଁ, ସେହି ନିର୍ମାତା, ନିର୍ଦ୍ଦେଶକ(PD) ମୁଁ ତାଙ୍କୁ ଜାଣେ,

ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଙ୍କୁ କିଏ ହିଟ୍ ମ୍ୟାନ୍ ବୋଲି ପ୍ରଥମେ ଏହି ଡାକନାମ ଦେଇଥିଲେ,ଜାଣନ୍ତୁ ରୋହିତ କଣ କହିଲେ

ଏବଂ ପରେ ରୋହିତ କହିଛନ୍ତି ଯେ ସେ ବାରମ୍ବାର କହୁଥିଲେ, ଯେ ଆରେ ତୁମେ ଜଣେ ହିଟମ୍ୟାନ ଭଳି ଖେଳିଲ,ହିଟମ୍ୟାନ୍ ପରି ଛକା ବି ମାରିଲ କହିବା ସମୟରେ ରବି ଶାସ୍ତ୍ରୀ ମଧ୍ୟ ସେଠାରେ ଠିଆ ହୋଇଥିଲେ, ସେ ହିଟମ୍ୟାନ୍ ଶବ୍ଦକୁ ଶୁଣିଦେଇଥିଲେ ଏବଂ ମ୍ୟାଚ୍ ପରେ ପୁରସ୍କାର ବିତରଣ ସମୟରେ ସେ ମୋତେ ବାରମ୍ବାର ମଞ୍ଚରୁ ହିଟମ୍ୟାନ୍ ରୋହିତ ଶର୍ମା ବୋଲି ଡାକିଥିଲେ ଏବଂ ଦିନ ଠାରୁ ସମସ୍ତେ ମୋତେ ହିଟମ୍ୟାନ୍ ବୋଲି ଡାକିବା ଆରମ୍ଭ କରିଦେଇଥିଲେ ।