ପୁଣି ଆରମ୍ଭ ହେବ ଭାରତ-ପାକିସ୍ତାନ ମହା ସଂଗ୍ରାମ, ପ୍ରତିଶୋଧ ଆଶା ରେ ଭାରତ, ଜାଣନ୍ତୁ କେବେ ଆରମ୍ଭ ହେବ ମ୍ୟାଚ

  1. Home
  2. Cric Special

ପୁଣି ଆରମ୍ଭ ହେବ ଭାରତ-ପାକିସ୍ତାନ ମହା ସଂଗ୍ରାମ, ପ୍ରତିଶୋଧ ଆଶା ରେ ଭାରତ, ଜାଣନ୍ତୁ କେବେ ଆରମ୍ଭ ହେବ ମ୍ୟାଚ

T-20 ବିଶ୍ଵକପରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ରେ ଭାରତୀୟ ଦଳ ପାକିସ୍ତାନ ହାତରୁ 10 ଓ୍ଵିକେଟ୍ର ଶୋଚନୀୟ ପରାଜୟ ପାଇଲା । ଇତିହାସରେ ପ୍ରଥମ ଥର ପାକିସ୍ତାନ ଭାରତକୁ ବିଶ୍ଵକପ୍ରେ ହରାଇବାରେ ସଫଳ ହେଲା । ଏବେ ସମସ୍ତେ ପୁଣି ଦୁଇ ଦେଶ ମଧ୍ୟରେ ମୁକାବିଲା ଦେଖିବାକୁ ଚାହୁଁଛନ୍ତି । ବର୍ତମାନ ଭାରତୀୟ ଦଳ ଚଳିତ …


ପୁଣି ଆରମ୍ଭ ହେବ ଭାରତ-ପାକିସ୍ତାନ ମହା ସଂଗ୍ରାମ, ପ୍ରତିଶୋଧ ଆଶା ରେ ଭାରତ, ଜାଣନ୍ତୁ କେବେ ଆରମ୍ଭ ହେବ ମ୍ୟାଚ

T-20 ବିଶ୍ଵକପରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ରେ ଭାରତୀୟ ଦଳ ପାକିସ୍ତାନ ହାତରୁ 10 ଓ୍ଵିକେଟ୍‌ର ଶୋଚନୀୟ ପରାଜୟ ପାଇଲା । ଇତିହାସରେ ପ୍ରଥମ ଥର ପାକିସ୍ତାନ ଭାରତକୁ ବିଶ୍ଵକପ୍‌ରେ ହରାଇବାରେ ସଫଳ ହେଲା । ଏବେ ସମସ୍ତେ ପୁଣି ଦୁଇ ଦେଶ ମଧ୍ୟରେ ମୁକାବିଲା ଦେଖିବାକୁ ଚାହୁଁଛନ୍ତି ।

ପୁଣି ଆରମ୍ଭ ହେବ ଭାରତ-ପାକିସ୍ତାନ ମହା ସଂଗ୍ରାମ, ପ୍ରତିଶୋଧ ଆଶା ରେ ଭାରତ, ଜାଣନ୍ତୁ କେବେ ଆରମ୍ଭ ହେବ ମ୍ୟାଚ

ବର୍ତମାନ ଭାରତୀୟ ଦଳ ଚଳିତ T-20 ବିଶ୍ଵକପ୍‌ରୁ ବାହାର ହୋଇ ଯାଇଛି । ଗ୍ରୁପ-2ରେ ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲାଣ୍ଡ ହାତରୁ ଲଜ୍ଜାଜନକ ପରାଜୟ ଭୋଗି ଟୁର୍ନାମେଣ୍ଟ ରୁ ବାହାର ହୋଇଯାଇଛି ।

ବଡ଼ ଖବର ହଉଚି ଆସନ୍ତା ବର୍ଷ ଅର୍ଥାତ 2022 ରେ ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯିବ। ଭାରତ ଓ ପାକିସ୍ତାନ ଉଭୟ ଏହି T-20 ଟୁର୍ଣ୍ଣାମେଣ୍ଟ ଖେଳିବେ । ଏଥିରୁ ସ୍ପଷ୍ଟ ଯେ, ଦୁଇ ଦଳ ମଧ୍ୟରେ ମୁକାବିଲା ନିଶ୍ଚୟ ହେବ ।

ପୁଣି ଆରମ୍ଭ ହେବ ଭାରତ-ପାକିସ୍ତାନ ମହା ସଂଗ୍ରାମ, ପ୍ରତିଶୋଧ ଆଶା ରେ ଭାରତ, ଜାଣନ୍ତୁ କେବେ ଆରମ୍ଭ ହେବ ମ୍ୟାଚ

ମିଡ଼ିଆ ରିପୋର୍ଟ ଅନୁଯାୟୀ, 2023 ରେ ବିଶ୍ଵକପ୍‌ର ଆୟୋଜନ ଭାରତରେ ହେବାକୁ ଯାଉଛି। ତାହାଲେ ପାକିସ୍ତାନ ଦଳ ଭାରତ ଗସ୍ତରେ ନିଶ୍ଚିତ ଆସିବ। ବିସିସିଆଇ ସଂପାଦକ ଜୟ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି ବିଶେଷ ସୂତ୍ର ରୁ ଜଣା ପଡିଛି ।

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ୍ ଖେଳାଯିବ ବୋଲି ସ୍ପଷ୍ଠ ହୋଇଛି । ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ମୁହାଁମୁହିଁ ହୋଇ ପାରନ୍ତି ବୋଲି ଆଶା ।