ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

  1. Home
  2. Cric Special

ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ଖୋଲାସା କରିଛନ୍ତି ଯେ ଭେଟେରାନ ବ୍ୟାଟ୍ସମ୍ୟାନ୍ ଜାଭେଦ୍ ମିଆଁଦାଦ୍ ୧୯୯୬ ବିଶ୍ୱକପ ପାଇଁ ନିଜକୁ ଦଳରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ‘Times Of India.com’ ସହିତ ଏକ ବାର୍ତ୍ତାଳାପରେ ବାସିତ ଅଲି କହିଛନ୍ତି ଯେ ମୁଁ ଏପରି କିଛି ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଆପଣ …


ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ଖୋଲାସା କରିଛନ୍ତି ଯେ ଭେଟେରାନ ବ୍ୟାଟ୍ସମ୍ୟାନ୍ ଜାଭେଦ୍ ମିଆଁଦାଦ୍ ୧୯୯୬ ବିଶ୍ୱକପ ପାଇଁ ନିଜକୁ ଦଳରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ‘Times Of India.com’ ସହିତ ଏକ ବାର୍ତ୍ତାଳାପରେ ବାସିତ ଅଲି କହିଛନ୍ତି ଯେ ମୁଁ ଏପରି କିଛି ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଆପଣ ଜାଣି ନଥିବେ,୧୯୯୬ ବିଶ୍ୱକପ ଦଳରେ ଜାଭେଦ୍ ମିଆଁଦାଦ୍ ସାମିଲ କରାଯାଇନଥିଲା ଏବଂ ମୁ ୧୫ ଜଣିଆ ଦଳରେ ସାମିଲ ଥିଲି ।

ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

ବାସିତ କହିଥିଲେ ଯେ ଯେବେ ଜାଭେଦ୍ ମିଆଁଦାଦ୍ ଚାହୁଁଥିଲେ ଯେ ସେ ବିଶ୍ୱକପ ଖେଳିବା ପାଇଁ ଏବଂ ସର୍ବାଧିକ ବିଶ୍ୱକପ୍ ମ୍ୟାଚ୍ ଖେଳିବାରେ ରେକର୍ଡ ମଧ୍ୟ କରିବା ପାଇଁ ଚାହୁଁଥିଲେ,ଏବଂ ସମସ୍ତ ଖେଳାଳିଙ୍କୁ ଅନୁରୋଧ ବି କରୁଥିଲେ,କିନ୍ତୁ ସମସ୍ତଙ୍କ ର ସ୍ବପ୍ନ ଥିଲା ବିଶ୍ୱକପ ଖେଳିବା ପାଇଁ,ସେ ସମୟରେ ମୁ ଚାରି ନମ୍ବର ରେ ବେଟିଂ କରିବା ପାଇଁ ଆସୁଥିଲି ମୁଁ ବଡ଼ ଶଟ୍‌ ପାଇଁ ଜଣାଶୁଣା ଥିଲି ଏବଂ ଜାଭେଦ୍ ମିଆଁଦାଦ୍ ଙ୍କ ସହ ମୋତେ ତୁଳନା ବି କରାଯାଉଥିଲା,ସତ କହିବାକୁ ଗଲେ ମୁଁ ଜାଭେଦ୍ ମିଆଁଦାଦ୍ ଙ୍କ ଏକ ପ୍ରତିଶତ ମଧ୍ୟ ନଥିଲି।

ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

ଚତୁର୍ଥ ନମ୍ବରରେ ମୋର ରନ ହାର ୫୫ ଥିଲା । ଜାଭେଦ୍ ମିଆଁଦାଦ୍ ଦଳରୁ ବାହାର ହେବା ପରେ ମୋତେ ନମ୍ବର ୬ ରେ ବେଟିଂ କରିବା ପାଇଁ କୁହାଯାଇଥିଲା ଏବଂ ପରେ ପରେ ସମ୍ପୂର୍ଣ ଦଳ ରୁ ବାହାର କରିଦିଆଯାଇଥିଲା । ବାସିତ କହିଥିଲେ ଯେ ମୁ ଦଳରୁ ଓହରି ଯାଇଥିଲି କାରଣ ଜାଭେଦ୍ ମିଆଁଦାଦ୍ ବହୁତ ସମ୍ମାନ କରୁଥିଲି ଏବଂ ମିଆଁଦାଦ୍ ବିଶ୍ୱକପ୍ ମ୍ୟାଚ୍ ଖେଳନ୍ତୁ ବୋଲି ଚାହୁଁଥିଲି।

ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

ବାସିତ ଅଲି ଖୋଲାସା କରି କହିଛନ୍ତି ଯେ ୧୯୯୩ ରେ ଇମ୍ରାନ ଖାନ ଜାଭେଦ୍ ମିଆଁଦାଦ୍ ଙ୍କୁ ଦଳରୁ ବାହାର କରିବା ପାଇଁ ଦାୟୀ ଥିଲେ, ତାଙ୍କୁ ଦଳରୁ ବାହାର କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା ।

ଜାଭେଦ୍ ମିଆଁଦାଦ୍ ଙ୍କୁ ନେଇ କ୍ରିକେଟର ବାସିତ ଅଲି ଇମ୍ରାନ ଖାନ ଙ୍କୁ ଏହି କାରଣ ପାଇଁ ଷଢ଼ଯନ୍ତ୍ରକାରୀ ବୋଲି କହିଲେ..

କିନ୍ତୁ ଜାଭେଦ୍ ମିଆଁଦାଦ୍ ଙ୍କୁ ଦଳରୁ ବାହାର କରିବା ପାଇଁ ଇମ୍ରାନ ଖାନଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି,ୱାସିମ ଆକ୍ରାମ ସେତେବେଳେ ଅଧିନାୟକ ଥିଲେ ସତ କିନ୍ତୁ ଇମ୍ରାନ ଖାନଙ୍କ ଆଦେଶରେ ସବୁକିଛି କରାଯାଇଥିଲା ।