ସୁନୀଲ ଗାଭାସ୍କର ଙ୍କ ବଡ ବୟାନ କହିଲେ ଏହି ଖେଳାଳି ଙ୍କୁ ଟିମ୍‌ ଇଣ୍ଡିଆ ର ଆଗାମୀ କ୍ୟାପ୍ଟେନ ଦାୟିତ୍ୱ ମିଳିପାରେ

  1. Home
  2. Cric Special

ସୁନୀଲ ଗାଭାସ୍କର ଙ୍କ ବଡ ବୟାନ କହିଲେ ଏହି ଖେଳାଳି ଙ୍କୁ ଟିମ୍‌ ଇଣ୍ଡିଆ ର ଆଗାମୀ କ୍ୟାପ୍ଟେନ ଦାୟିତ୍ୱ ମିଳିପାରେ

ଅଷ୍ଟ୍ରେଲିଆ ଟୁର ଅଧାରେ ଅଚାନକ ଧୋନୀ ଟେଷ୍ଟ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରିବା ଫଳରେ ଅଧିନାୟକତ୍ୱରେ ବିରାଟ କୋହଲି ଙ୍କୁ ଟିମ୍ ଦାୟିତ୍ୱ ଦିଆ ଯାଇଥିଲା,ସେ କେବଳ ଟିମ୍ ଇଣ୍ଡିଆକୁ କ୍ରିକେଟର ସବୁ ଫର୍ମାଟରେ ନୂଆ ଉଚ୍ଚତା ମଧ୍ୟ ଦେଇଥିଲେ । କିନ୍ତୁ ଏଭଳି ପରିସ୍ଥିତିରେ ଏବେ ଚର୍ଚ୍ଚା ହେବାକୁ ଲାଗିଛି ଯେ, ଆଗାମୀ …


ସୁନୀଲ ଗାଭାସ୍କର ଙ୍କ ବଡ ବୟାନ କହିଲେ ଏହି ଖେଳାଳି ଙ୍କୁ ଟିମ୍‌ ଇଣ୍ଡିଆ ର ଆଗାମୀ କ୍ୟାପ୍ଟେନ ଦାୟିତ୍ୱ ମିଳିପାରେ

ଅଷ୍ଟ୍ରେଲିଆ ଟୁର ଅଧାରେ ଅଚାନକ ଧୋନୀ ଟେଷ୍ଟ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରିବା ଫଳରେ ଅଧିନାୟକତ୍ୱରେ ବିରାଟ କୋହଲି ଙ୍କୁ ଟିମ୍‌ ଦାୟିତ୍ୱ ଦିଆ ଯାଇଥିଲା,ସେ କେବଳ ଟିମ୍‌ ଇଣ୍ଡିଆକୁ କ୍ରିକେଟର ସବୁ ଫର୍ମାଟରେ ନୂଆ ଉଚ୍ଚତା ମଧ୍ୟ ଦେଇଥିଲେ ।

ସୁନୀଲ ଗାଭାସ୍କର ଙ୍କ ବଡ ବୟାନ କହିଲେ ଏହି ଖେଳାଳି ଙ୍କୁ ଟିମ୍‌ ଇଣ୍ଡିଆ ର ଆଗାମୀ କ୍ୟାପ୍ଟେନ ଦାୟିତ୍ୱ ମିଳିପାରେ

କିନ୍ତୁ ଏଭଳି ପରିସ୍ଥିତିରେ ଏବେ ଚର୍ଚ୍ଚା ହେବାକୁ ଲାଗିଛି ଯେ, ଆଗାମୀ ଖେଳାଳି ଯିଏ ବିରାଟଙ୍କ ସ୍ଥାନ ନେଇପାରିବେ, ଏନେଇ ଟିମ୍‌ ଇଣ୍ଡିଆ ଭାଇସ କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ପରିକଳ୍ପନା କରାଯାଇପାରେ। କିନ୍ତୁ ଉଭୟଙ୍କ ବୟସ ପ୍ରାୟ ସମାନ ଥିବା ବେଳେ ଅନ୍ୟ ଖେଳାଳି ବିକଳ୍ପ ମଧ୍ୟ ଚର୍ଚାର ବିଷୟ ପାଲଟିଛି ।

ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଏନେଇ କହିଛନ୍ତି ଯେ କେ.ଏଲ. ରାହୁଲ ସେ ଯଦି ତାଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଇବେ ତାଙ୍କୁ ହୁଏତ ଏବେଠୁ ଟିମ୍‌ର ଭାଇସ୍‌ କ୍ୟାପ୍ଟେନ ଦାୟିତ୍ୱ ଦେବା ପାଇଁ ପ୍ରସ୍ତୁତ କରାଯାଇପାରେ ବୋଲି ନିଜ ମତ ରଖିଛନ୍ତି ।