ନ୍ୟୁଜିଲ୍ୟାଣ୍ଡର ଏହି ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜୋକ୍ ଏଡୱାର୍ଡସ୍ ଙ୍କ ହେଲା ଦେହାନ୍ତ, CDCA ପକ୍ଷରୁ..

  1. Home
  2. Cric Special

ନ୍ୟୁଜିଲ୍ୟାଣ୍ଡର ଏହି ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜୋକ୍ ଏଡୱାର୍ଡସ୍ ଙ୍କ ହେଲା ଦେହାନ୍ତ, CDCA ପକ୍ଷରୁ..

ନ୍ୟୁଜିଲାଣ୍ଡ ପାଇଁ ଏଡୱାର୍ଡସ୍ ଆଠଟି ଟେଷ୍ଟ ଏବଂ ୬ ଟି ଏକ ଦିନିକିଆ ଅନ୍ତର୍ଜାତୀୟ ସହ ମୋଟ ଦୁଇଟି ଫର୍ମାଟରେ ଏଥିରେ ୫୧୫ ରନ୍ ସଂଗ୍ରହ କରିଥିଲେ,ସେଣ୍ଟ୍ରାଲ୍ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପାଇଁ ଏଡୱାର୍ଡସ୍ ୬୭ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୧୯୭୦ ରୁ ୧୯୮୦ ଦଶକ ମଧ୍ୟରେ ସେ ୩୧ଟି ଦିନିକିଆ ମ୍ୟାଚ୍ …


ନ୍ୟୁଜିଲ୍ୟାଣ୍ଡର ଏହି ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜୋକ୍ ଏଡୱାର୍ଡସ୍ ଙ୍କ ହେଲା ଦେହାନ୍ତ, CDCA ପକ୍ଷରୁ..

ନ୍ୟୁଜିଲାଣ୍ଡ ପାଇଁ ଏଡୱାର୍ଡସ୍ ଆଠଟି ଟେଷ୍ଟ ଏବଂ ୬ ଟି ଏକ ଦିନିକିଆ ଅନ୍ତର୍ଜାତୀୟ ସହ ମୋଟ ଦୁଇଟି ଫର୍ମାଟରେ ଏଥିରେ ୫୧୫ ରନ୍ ସଂଗ୍ରହ କରିଥିଲେ,ସେଣ୍ଟ୍ରାଲ୍ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପାଇଁ ଏଡୱାର୍ଡସ୍ ୬୭ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୧୯୭୦ ରୁ ୧୯୮୦ ଦଶକ ମଧ୍ୟରେ ସେ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଏହି ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜୋକ୍ ଏଡୱାର୍ଡସ୍ ଙ୍କ ହେଲା ଦେହାନ୍ତ, CDCA ପକ୍ଷରୁ..

ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ CDCA ପକ୍ଷରୁ କିମ୍ବଦନ୍ତୀ’ ଏଡୱାର୍ଡସର ପରିବାର ଏବଂ ବନ୍ଧୁମାନଙ୍କୁ ହୃଦୟରୁ ସମବେଦନା ଜଣାଇଛି । ବଡଚ ରେ ଖେଳିବା ସହ ସେ ନିଉଜ଼ଲାଣ୍ଡ ଦଳ ପାଇଁ ଆଠଟି ଟେଷ୍ଟ ଏବଂ ୬ ଟି ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଏହି ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜୋକ୍ ଏଡୱାର୍ଡସ୍ ଙ୍କ ହେଲା ଦେହାନ୍ତ, CDCA ପକ୍ଷରୁ..

୧୯୭୬-୭୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ସିରିଜ ସମୟରେ ନ୍ୟୁଜିଲାଣ୍ଡ ପାଇଁ ଏଡୱାର୍ଡ ଏକ ଭଲ ବେଟ୍ସମ୍ୟାନ ଭାବରେ ଡେବ୍ୟୁ କରିଥିଲେ। ଏବଂ ପରେ ସେ ଵିକେଟ କିପର ଭାବେ ମଧ୍ୟ ଦେଖିବାକୁ ମିଳିଥିଲା ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ୧୯୮୧ ମସିହାରେ ଭାରତ ବିପକ୍ଷ ୮ଟି ଟେଷ୍ଟର ଶେଷ ମ୍ୟାଚ୍ ଖେଳିଥିଲେ।