ପୂର୍ବତନ ସଭାପତି ବିନୋଦ ରାୟଙ୍କ ଖୁଲାସା ରବି ଶାସ୍ତ୍ରୀଙ୍କ ପରିବର୍ତ୍ତେ ଏହି ପୂର୍ବତମ ଖେଳାଳି ଭାରତୀୟ କ୍ରିକେଟ୍ ଦଳର କୋଚ୍ ହୋଇଥାନ୍ତେ…

  1. Home
  2. Cric Special

ପୂର୍ବତନ ସଭାପତି ବିନୋଦ ରାୟଙ୍କ ଖୁଲାସା ରବି ଶାସ୍ତ୍ରୀଙ୍କ ପରିବର୍ତ୍ତେ ଏହି ପୂର୍ବତମ ଖେଳାଳି ଭାରତୀୟ କ୍ରିକେଟ୍ ଦଳର କୋଚ୍ ହୋଇଥାନ୍ତେ…

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ପ୍ରଶାସକଙ୍କ ସମିତିର ପୂର୍ବତନ ସଭାପତି ବିନୋଦ ରାୟ ନିକଟରେ ଏକ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ଚର୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ,ରବି ଶାସ୍ତ୍ରୀ ଙ୍କ ପରିବର୍ତ୍ତେ ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ୍ ଦଳର କୋଚ୍ ପଦ ସମ୍ଭାଳି ଥାନ୍ତେ । ଏହା ପରେ ସେ ଏହା …


ପୂର୍ବତନ ସଭାପତି ବିନୋଦ ରାୟଙ୍କ ଖୁଲାସା ରବି ଶାସ୍ତ୍ରୀଙ୍କ ପରିବର୍ତ୍ତେ ଏହି ପୂର୍ବତମ ଖେଳାଳି ଭାରତୀୟ କ୍ରିକେଟ୍ ଦଳର କୋଚ୍ ହୋଇଥାନ୍ତେ…

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ପ୍ରଶାସକଙ୍କ ସମିତିର ପୂର୍ବତନ ସଭାପତି ବିନୋଦ ରାୟ ନିକଟରେ ଏକ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ଚର୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ,ରବି ଶାସ୍ତ୍ରୀ ଙ୍କ ପରିବର୍ତ୍ତେ ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ୍‌ ଦଳର କୋଚ୍ ପଦ ସମ୍ଭାଳି ଥାନ୍ତେ ।

ପୂର୍ବତନ ସଭାପତି ବିନୋଦ ରାୟଙ୍କ ଖୁଲାସା ରବି ଶାସ୍ତ୍ରୀଙ୍କ ପରିବର୍ତ୍ତେ ଏହି ପୂର୍ବତମ ଖେଳାଳି ଭାରତୀୟ କ୍ରିକେଟ୍ ଦଳର କୋଚ୍ ହୋଇଥାନ୍ତେ…

ଏହା ପରେ ସେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ସମାପ୍ତ ପରେ କାହିଁକି ଭାରତୀୟ କ୍ରିକେଟ୍‌ ଦଳର କୋଚ୍ ହେବାକୁ ମନା କରିଥିଲେ। ୨୦୧୭ରେ ଅନିଲ କୁମ୍ବଲେଙ୍କ ବିରାଟ କୋହଲିଙ୍କ ମଧ୍ୟରେ ମତାନ୍ତର ହେବାରୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଦ୍ରାବିଡଙ୍କୁ ଦଳର କୋଚ୍ ପଦ ଯଚା ଯାଇଥିଲା।

ପୂର୍ବତନ ସଭାପତି ବିନୋଦ ରାୟଙ୍କ ଖୁଲାସା ରବି ଶାସ୍ତ୍ରୀଙ୍କ ପରିବର୍ତ୍ତେ ଏହି ପୂର୍ବତମ ଖେଳାଳି ଭାରତୀୟ କ୍ରିକେଟ୍ ଦଳର କୋଚ୍ ହୋଇଥାନ୍ତେ…

ରାୟ ସ୍ପୋର୍ଟ୍ସକିଡା ସହ ସ୍ଵତନ୍ତ୍ର ଫେସବୁକ୍ ଲାଇଭରେ କହିଛନ୍ତି ଯେ ମାତ୍ର ଦ୍ରାବିଡ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଦ୍ରାବିଡ ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ୍ ଦଳର କୋଚ୍ ପଦରେ ରହିବାକୁ ଚାହୁଁଥିଲେ। ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳରେ ଯୁବ ଖେଳାଳିଙ୍କ ସହ ଆରମ୍ଭ କରିଥିବା କାମ ସାରିବାକୁ ଚାହୁଁଥିଲେ। ଏହା ପରେ ରବି ଶାସ୍ତ୍ରୀଙ୍କୁ କ୍ରିକେଟ୍ ଦଳର କୋଚ୍ ପଦ ଦିଆଯାଇଥିଲା ।