ରିକି ପଣ୍ଟିଂ ଙ୍କ ନେତୃତ୍ୱ କାଳରେ ଏହି ବିବାଦିଅ ଘଟଣା ଯାହା ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଖେଳ ଜଗତରୁ ଦୁରେଇ ଦେଇଥିଲା !

  1. Home
  2. Cric Special

ରିକି ପଣ୍ଟିଂ ଙ୍କ ନେତୃତ୍ୱ କାଳରେ ଏହି ବିବାଦିଅ ଘଟଣା ଯାହା ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଖେଳ ଜଗତରୁ ଦୁରେଇ ଦେଇଥିଲା !

ଅଷ୍ଟ୍ରେଲିଆର ଦୁଇଥର ବିଶ୍ୱକପ୍ ବିଜେତା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱ ସମୟରେ ହୋଇଥିବା ଏଭଳି ଏକ ବିବାଦିଅ ଘଟଣା ଯାହା ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଧୀରେ ଧୀରେ ଖେଳ ଜଗତରୁ ଦୁରେଇ ନେବା ସହ ତାଙ୍କ ଅଧିନାୟକତ୍ୱ ସମୟର ସର୍ବନିମ୍ନ ଘଟଣା ବୋଲି କହିଥିଲେ । ୨୦୦୮ ମସିହାରେ ସିଡନୀରେ ଚାଲିଥିବା …


ରିକି ପଣ୍ଟିଂ ଙ୍କ ନେତୃତ୍ୱ କାଳରେ ଏହି ବିବାଦିଅ ଘଟଣା ଯାହା ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଖେଳ ଜଗତରୁ ଦୁରେଇ ଦେଇଥିଲା !

ଅଷ୍ଟ୍ରେଲିଆର ଦୁଇଥର ବିଶ୍ୱକପ୍ ବିଜେତା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱ ସମୟରେ ହୋଇଥିବା ଏଭଳି ଏକ ବିବାଦିଅ ଘଟଣା ଯାହା ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଧୀରେ ଧୀରେ ଖେଳ ଜଗତରୁ ଦୁରେଇ ନେବା ସହ ତାଙ୍କ ଅଧିନାୟକତ୍ୱ ସମୟର ସର୍ବନିମ୍ନ ଘଟଣା ବୋଲି କହିଥିଲେ ।

ରିକି ପଣ୍ଟିଂ ଙ୍କ ନେତୃତ୍ୱ କାଳରେ ଏହି ବିବାଦିଅ ଘଟଣା ଯାହା ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଖେଳ ଜଗତରୁ ଦୁରେଇ ଦେଇଥିଲା !

୨୦୦୮ ମସିହାରେ ସିଡନୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସ ଓ ଭାରତୀୟ ଅଫ-ସ୍ପିନର ହରଭଜନ ସିଂଙ୍କ ମଧ୍ୟରେ ହୋଇଥିଲା,ହରଭଜନ ସିଂଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଏହି ଘଟଣା ଆଇସିସି ହସ୍ତକ୍ଷେପ କରିବା ପୂର୍ବରୁ ଭାରତ ସହିତ ନଖେଳିବାକୁ ଧମକ ଦେଇ ଦୁଇ ଦଳ ମଧ୍ୟରେ ଅନେକ ତିକ୍ତତା ସୃଷ୍ଟି କରିଥିଲା,ଶେଷରେ ହରଭଜନଙ୍କୁ ଏହି ଘଟଣାରୁ ମୁକ୍ତ କରାଯାଇଥିଲା ଏବଂ ଏହି ଘଟଣା ପରେ ସିମଣ୍ଡସଙ୍କ କ୍ୟାରିଅର୍ ଧୀରେ ଧୀରେ ତଳକୁ ଖସି ଆସିଥିଲା ।

ରିକି ପଣ୍ଟିଂ ଙ୍କ ନେତୃତ୍ୱ କାଳରେ ଏହି ବିବାଦିଅ ଘଟଣା ଯାହା ଅଲରାଉଣ୍ଡର ଆଣ୍ଡ୍ରିୟୁ ସିମଣ୍ଡସଙ୍କୁ ଖେଳ ଜଗତରୁ ଦୁରେଇ ଦେଇଥିଲା !

ପଣ୍ଟିଂ ଆହୁରି ମଧ୍ୟ କହିଛନ୍ତି ଯେ ଏହି “Monkeygate ” ବିବାଦୀୟ ଘଟଣା ଅଧିନାୟକ ଭାବରେ ମୋ କ୍ୟାରିୟରର ସର୍ବନିମ୍ନ ଘଟଣା ବୋଲି କହିଥିଲେ, ୨୦୦୫ ଆଶେସ୍ ସିରିଜ୍ ହରାଇବା କଠିନ ଥିଲା କିନ୍ତୁ ମୁଁ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିଲି। କିନ୍ତୁ ୨୦୦୮ ମଙ୍କିଗେଟ୍ ଦୁର୍ନୀତିକୁ ତାଙ୍କ ଅଧିନାୟକତ୍ୱ ସମୟରେ ସର୍ବନିମ୍ନ ପଏଣ୍ଟ ବୋଲି ବିବେଚନା କରିଥିଲେ । ପଣ୍ଟିଂ ଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ମଧ୍ୟ ୨୦୦୫ , ୨୦୦୯ ଏବଂ ୨୦୧୦-୧୧ ରେ ଆଶେସ ପରାଜୟର ସମ୍ମୁଖୀନ ହୋଇଥିଲା ।