ପୂର୍ବରୁ ଥିବା ରୁବେଲ ହୋସେନଙ୍କ ନାମରେ ଥିବା ରେକର୍ଡ କୁ ଭାଙ୍ଗି ବାଂଲାଦେଶ ମାଟିରେ ତାମିମ୍‌ ଇକ୍‌ବାଲ ଙ୍କ ସର୍ବାଧିକ ରନ…

  1. Home
  2. Cric Special

ପୂର୍ବରୁ ଥିବା ରୁବେଲ ହୋସେନଙ୍କ ନାମରେ ଥିବା ରେକର୍ଡ କୁ ଭାଙ୍ଗି ବାଂଲାଦେଶ ମାଟିରେ ତାମିମ୍‌ ଇକ୍‌ବାଲ ଙ୍କ ସର୍ବାଧିକ ରନ…

ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି ତାମିମ୍ ଇକ୍ବାଲ ସେ ଏହି ମ୍ୟାଚ ରେ ତ୍ରିଶତକ ହାସଲ କରି ଏହି ରେକର୍ଡ କରିଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ । ଇଷ୍ଟ ଜୋନ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତାମିମ ସେଣ୍ଟ୍ରାଲ …


ପୂର୍ବରୁ ଥିବା ରୁବେଲ ହୋସେନଙ୍କ ନାମରେ ଥିବା ରେକର୍ଡ କୁ ଭାଙ୍ଗି ବାଂଲାଦେଶ ମାଟିରେ ତାମିମ୍‌ ଇକ୍‌ବାଲ ଙ୍କ ସର୍ବାଧିକ ରନ…

ବାଂଲାଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି ତାମିମ୍‌ ଇକ୍‌ବାଲ ସେ ଏହି ମ୍ୟାଚ ରେ ତ୍ରିଶତକ ହାସଲ କରି ଏହି ରେକର୍ଡ କରିଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ ।

ପୂର୍ବରୁ ଥିବା ରୁବେଲ ହୋସେନଙ୍କ ନାମରେ ଥିବା ରେକର୍ଡ କୁ ଭାଙ୍ଗି ବାଂଲାଦେଶ ମାଟିରେ ତାମିମ୍‌ ଇକ୍‌ବାଲ ଙ୍କ ସର୍ବାଧିକ ରନ…

ଇଷ୍ଟ ଜୋନ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତାମିମ ସେଣ୍ଟ୍ରାଲ ଜୋନ୍‌ ବିପକ୍ଷରେ ୩୩୪ ରନ (୪୨୬ ବଲ, ୪୨ ଚୌକା, ୩ ଛକା)ର ତ୍ରିଶତକୀୟ ଇନିଂସ ଖେଳିଥିଲେ ତାମିମ୍‌ ଇକ୍‌ବାଲ । ବାଂଲାଦେଶ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅଟେ ।

ପୂର୍ବରୁ ଥିବା ରୁବେଲ ହୋସେନଙ୍କ ନାମରେ ଥିବା ରେକର୍ଡ କୁ ଭାଙ୍ଗି ବାଂଲାଦେଶ ମାଟିରେ ତାମିମ୍‌ ଇକ୍‌ବାଲ ଙ୍କ ସର୍ବାଧିକ ରନ…

ପୂର୍ବରୁ ଏହି ରେକର୍ଡ ରୁବେଲ ହୋସେନଙ୍କ ନାମରେ ରହିଥିଲା । ରୁବେଲ ୨୦୦୭ରେ ଏକ ମ୍ୟାଚ୍‌ରେ ୩୧୩ ରନ କରିଥିଲେ। ସେହିଭଳି ୨ୟ ଥର ଲାଗି କୌଣସି ବାଂଲାଦେଶ ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତ୍ରିଶତକ ଅର୍ଜନ କରିଛନ୍ତି। ତେବେ ବାଂଲାଦେଶ ମାଟିରେ ଏହା ସର୍ବାଧିକ ପ୍ରଥମ ଶ୍ରେଣୀ ସ୍କୋର । ୨୦୧୪ରେ କୁମାର ସଙ୍ଗକାରା ଏକ ଟେଷ୍ଟ ମ୍ୟାଚ୍‌ରେ ୩୧୯ ରନ କରିଥିଲେ।